ମୋ ଝିଅକୁ ଗୋବିନ୍ଦ ସାହୁ ମା-ରି-ଛି , ତାକୁ ଫା-ଶୀ ଦିଆଯାଉ- ମମିତାଙ୍କ ବାପା, ଦେଖନ୍ତୁ ଭିଡିଓ

ରାଜ୍ୟ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ମହାଲିଙ୍ଗ ର ଶି-କ୍ଷ-ୟି-ତ୍ରୀ ମମିତା ମେହେର ଙ୍କ ହ-ତ୍ୟ ମାମଲା ସାରା ଓଡିଶା ରେ ବେସ ଚର୍ଚ୍ଚା ର ବିଷୟ ପାଲଟିଛି , ତେବେ ମହାଲିଙ୍ଗ କଲେଜ ର ମାଲିକ ଗୋବିନ୍ଦ ର କଳା କା-ର-ନା-ମା ର ପର୍ଦ୍ଦାଫାସ ହୋଇଛି , ତାହେଲେ ବନ୍ଧୁଗଣ ଗୋବିନ୍ଦ ସେହି କଲେଜ ର ମାଲିକ ହୋଇଥିଲେ ମଧ୍ୟ ତାର ହାତ ନବୀନ ପଟ୍ଟନାୟକ ଯାଏ ଅଛି ସେ ସବୁଠି ପରିଚିତ ଓ ମନ୍ତ୍ରୀ ମାନ ଙ୍କ ଠାରୁ ମଧ୍ୟ ବେଶ ପ୍ରଶଂସା ପାଉଥିଲା ଗୋବିନ୍ଦ ।

ତାହେଲେ ବନ୍ଧୁଗଣ ସେ ତାର ଦା-ଦା-ଗି-ରି କେବେ ଠାରୁ ଆରମ୍ଭ କରିଥିଲା ,  ବର୍ତ୍ତମାନ ସମୟ ରେ ମମିତା ମେହେର ତାଙ୍କର ସମସ୍ତ ପ୍ରମାଣ ରଖି ସମସ୍ତ ଙ୍କୁ କହିଦେବ ବୋଲି ଧ-ମ-କ ଦେଇଥିଲା ଓ ଏହା ଫଳ ରେ ଗୋବିନ୍ଦ ମମିତା ଙ୍କ ତ-ଣ୍ଟି ଚି-ପି ହ-ତ୍ୟ କରି ଗାତ ଖୋଲି ଶ-ବ ପୋ-ଡି ସାରିବା ପରେ ପୋ-ତି ଦେଇଥିଲା । ପରେ ପରେ ସବୁକିଛି ଜଣା ପଡି ଯାଇଥିଲା ଓ ତାର ସମସ୍ତ କାର୍ଯ୍ୟ ପଦା କୁ ଆସିଥିଲା । ତେବେ ପୋଲିସ ଗି-ର-ଫ କରିବା ପରେ ତାକୁ ୫ ଦିନ ର ରିମାଣ୍ଡ ରେ ଆଣି ସବୁ ସତ୍ କଥା କହିଥିଲା ।

ତେବେ ବନ୍ଧୁଗଣ ଏହି ହ-ତ୍ୟ ପରେ ବହୁ ପ୍ରମାଣ ମିଳିଥିଲେ ମଧ୍ୟ ତାର ତଦନ୍ତ ଏ ପର୍ଯ୍ୟନ୍ତ ହୋଇ ନହିଁ । ତେବେ ବହୁ ପୂର୍ବତ୍ତନ ଛାତ୍ର ଛା-ତ୍ରୀ ମଧ୍ୟ ଗୋବିନ୍ଦ ଙ୍କ ବିଷୟ ରେ କହିଛନ୍ତି , ତେବେ ସେହି ହାଇ ସ୍କୁଲ ର ପ୍ରଧାନ ଶିକ୍ଷକ ମୋତିଲାଳ ଝି-ଅ କୁ ୨୦ ବର୍ଷ ତଳେ ଗୋବିନ୍ଦ ଟ୍ରାକ୍ଟର ଚ-ଢା-ଇ ହ-ତ୍ୟ କରିଥିଲା ଏହି ଭଳି ଅନେକ ଅ-ପ-ରା-ଧ କାର୍ଯ୍ୟ କରିଥିବାର ଶୁଣିବାକୁ ମିଳିଛି ।


ତାହେଲେ ଏହାରି ଭିତରେ କିଛି ଦିନ ପୂର୍ବେ ଶାସକ ଦଳ ତରଫ ରୁ ଏହି ଘଟଣା କୁ ନେଇ ପ୍ରେସ ମିଟ କରିଥିଲେ ଏହି ପ୍ରେସ ମିଟ ରେ ଅ-ପ-ରା-ଧୀ ଓ ଅ-ପ-ରା-ଧୀ ର ବଡ ଜ-ଘ-ନ୍ୟ ହ-ତ୍ୟ-କା-ଣ୍ଡ ବିଷୟ ରେ କହିଥିଲେ କି ପୋଲିସ ତାର ତଦନ୍ତ କରୁଛି ଦୋ-ଷୀ ଉ-ପ-ଯୁ-କ୍ତ ଦ-ଣ୍ଡ ଦିଆ ହେବ। ମମିତା ଙ୍କ ବାପା କହିଛନ୍ତି ଗୋବିନ୍ଦ ସାହୁକୁ ଫା-ଶୀ ଦିଆ ହେବା ଉଚିତ । ତେବେ ଦେଖା ଯାଉ ଗୋବିନ୍ଦ କୁ କି ଦ-ଣ୍ଡ ମିଳୁଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *