କାହିଁକି ଜେଲ ଗଲେ ହେ ପ୍ରଭୁ ସିରିଏଲର ଅଭିନେତ୍ରୀ ଶ୍ଵେତା ଆଚାର୍ଯ୍ୟ (Sweta Acharya) ? – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ବହୁ ଲୋକ ପ୍ରିୟ ଅଭିନେତ୍ରୀ ମାନେ ଅଛନ୍ତି , ଯେଉଁ ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହେବା ସହିତ ଘରେ ମଧ୍ୟ ପରିଚିତ । ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ମାନ ଙ୍କ ମଧ୍ୟ ରୁ ନେ-ଗେ-ଟିଭ ଚରିତ୍ର ଅଭିନୟ କରୁଥିବା ଅଭିନେତ୍ରୀ ରିଅଲ ଲାଇଫ ରେ ଭଲ ମଣିଷ ଅଟନ୍ତି ଓ ସେ ତାଙ୍କ ଜବରଦସ୍ତ ଅଭିନୟ ପାଇଁ ବେସ ଅଧିକ ଲୋକପ୍ରିୟ ହୋଇପାରିଛନ୍ତି ।

ତାହେଲେ ଆଜି ଆମେ ସେହିଭଳି ଜଣେ ଅଭିନେତ୍ରୀ ହେଉଛନ୍ତି ଶ୍ଵେତା ଆଚାର୍ଯ୍ୟ । ତାହେଲେ ବର୍ତ୍ତମାନ ସମୟ ରେ ଶ୍ଵେତା ଆଚାର୍ଯ୍ୟ ଙ୍କୁ ନେଇ ସୋସିଆଲ ମିଡିଆ ରେ ଭାଇରାଲ ହେବା ରେ ଲାଗିଛି ଏକ ଖବର ଯେ ବର୍ତ୍ତମାନ ସମୟ ରେ ଜେଲ ରେ ଅଛନ୍ତି ଓ ଏକ ଫଟୋ ମଧ୍ୟ ଦେଖିବାକୁ ମିଳିଛି ଜେଲ ଭିତରେ ଥିବା ର । ତାହେଲେ କଣ ପାଇଁ ଜେଲ ଗଲେ ଶ୍ଵେତା ଆଚାର୍ଯ୍ୟ ଆସନ୍ତୁ ଜାଣିବା , ତାହେଲେ ବନ୍ଧୁଗଣ ଆପଣ ମାନେ ଶ୍ଵେତା ଙ୍କୁ ବହୁସାରା ଚଳଚିତ୍ର ଓ ଧାରାବାହିକ ରେ ଜବରଦସ୍ତ ଅଭିନୟ କରିଥିବାର ନିଶ୍ଚୟ ଦେଖିଥିବେ ।

ତାଙ୍କ ଜବରଦସ୍ତ ଅଭିନୟ ପାଇଁ ସେ ବେସ ଲୋକ ପ୍ରିୟ । ତାହେଲେ ବନ୍ଧୁଗଣ ଆପଣ ମାନେ ତାଙ୍କୁ ପ୍ରାୟ ଅଧିକ ଧାରାବାହିକ ଓ ଚଳଚିତ୍ର ରେ ନେ-ଗେ-ଟି-ଭ ଚରିତ୍ର ରେ ଜବରଦସ୍ତ ଅଭିନୟ କରିଥିବାର ଆପଣ ମାନେ ନିଶ୍ଚୟ ଦେଖୁଥିବେ । ତାହେଲେ ବର୍ତ୍ତମାନ ସମୟ ରେ ଶ୍ଵେତା ଆଚାର୍ଯ୍ୟ ନିଜ ଅଭିନୟ ଜାରି ରଖିଛନ୍ତି ଜୀ ସାର୍ଥକ ଟିଭି ରେ ପ୍ରସାରିତ ହେଉଥିବା ଲୋକ ପ୍ରିୟ ଧାରାବାହିକ ରେ ହେ ପ୍ରଭୁ ରେ ନେ-ଗେ-ଟି-ଭ ଚରିତ୍ର ରେ ନଜର ଆସୁଛନ୍ତି ଶ୍ଵେତା ।

ତାହେଲେ ବର୍ତ୍ତମାନ ଏହି ଧାରାବାହିକ ରେ ସେ ତାଙ୍କ କର୍ମ ପାଇଁ ଜେ-ଲ ଯାଇଛନ୍ତି ଯାହାକି ଶୁଟିଙ୍ଗ ସେଟ ର ଦୃଶ୍ୟ ବା ରିଲ ଲାଇଫ ର ରିଅଲ ରେ ନୁହେଁ । ତେବେ ଜେଲ ରେ ଥିବା ର କିଛି ଫଟୋ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି ଓ ଏହି ଫଟୋ କୁ ନେଇ କିଛି ଲୋକ ଭାବୁଛନ୍ତି ଯେ ସେ ରିଅଲ ଲାଇଫ ରେ ଜେ-ଲ ଯାଇଛନ୍ତି ବୋଲି । ତାହେଲେ ବନ୍ଧୁଗଣ ରିଅଲ ଲାଇଫ ରେ ସେ ଜଣେ ଭଲ ମଣିଷ ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *