ସାରେଗାମାପା ରିୟାଲିଟ ସୋ ରେ ‘ରସଗୋଲା କାହାର, ବେଙ୍ଗଲ ର ନା ଓଡିଶା’ ଓଡିଆ ଝିଅ Sthitipadma Dash ଙ୍କ ଉତ୍ତର ଏମିତି ଥିଲା – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ରସଗୋଳା ଆମ ଓଡିଶା ର ଓ ଆମ ଜିଆଇ ଟ୍ୟାକ ମିଳିଥିବା ପରେ କଣ ପାଇଁ ରସଗୋଳା କୁ ନେଇ ଦ୍ଵ-ନ୍ଦ , ହଁ ବନ୍ଧୁ ବର୍ତ୍ତମାନ ସମୟ ରେ ଏକ ରିଆଲିଟି ସୋ ରେ ଜଜ ମାନ ଙ୍କ ରସଗୋଳା ର ପ୍ରଶ୍ନ ର ଉତ୍ତର ରେ ଆମ ଓଡିଶା ଝିଅ ସ୍ତିତିପଦ୍ମା ଏମିତି ପ୍ରତିକ୍ରିୟା ରଖିଥିଲେ ଯେ ସମସ୍ତ ଙ୍କ ପାଟି ଚୁପ କରି ଦେଇଛନ୍ତି ଓ ସେହି ରିଆଲିଟି ସୋ ରେ କହି ଦେଇଛନ୍ତି “ଜୟ ଜଗନ୍ନାଥ ରସଗୋଳା ଆମର “ ।


ଏହିଭଳି ପ୍ରତିକ୍ରିୟା ରଖିବା ପରେ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ରେ ଅଛନ୍ତି କଟକ ଝିଅ ସ୍ତିତିପଦ୍ମା ଦାସ । ସେହି ସୋ ରେ ଅନେକ କୋଲକାତା ର ପ୍ରତିଯୋଗୀ ଙ୍କୁ କୁହା ଯାଇଥିଲା ରସଗୋଳା କାହାର ତେବେ ସେମାନେ କହିଥିଲେ ରସୋଗଲା ହେଉଛି ପଶ୍ଚିମବଙ୍ଗ ର , ତେବେ ପରବର୍ତ୍ତୀ ସମୟ ରେ ଆମ ଓଡିଶା ଝିଅ ଷ୍ଟେଜ କୁ ଆସିଥିଲେ ଓ ସେ କେଉଁ ଠାରେ ଆସିଛନ୍ତି ଓ ତାଙ୍କ ନାମ କଣ ସେ କହିଥିଲେ ।

ତାହେଲେ ଓଡିଶା କଟକ ର ନାମ ଶୁଣି ବଲିଉଡ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଗାୟକ ହିମେସ ରେଶମୀୟା ପଚାରି ଥିଲେ ଯେ ରସଗୋଳା କିସକା ହେ ଓଡିଶା କା ହେ ନା ବେଙ୍ଗଳା କା , ଏହି ପ୍ରଶ୍ନ ର ଉତ୍ତର ରେ ସ୍ତିତିପଦ୍ମା ରଖିଥିଲେ ଯେ ଏହି କଥା କୁ ଅଧିକ ନ ବଢାଇ ଏତିକି କହିବାକୁ ଚାହୁଞ୍ଛି ଯେ ଜୟ ଜଗନ୍ନାଥ ରସଗୋଳା ଆମର ।

ଜଜ କହିଥିଲେ ଯେ ବେଙ୍ଗଲ କହୁଛି ରସୋଗଲା ତାର ଓ ଏହାର ଉତ୍ତର ରେ କହିଥିଲେ ଯେ ଯେ ଯାହା କୁହନ୍ତୁ ରସଗୋଳା ଆମର , ହଁ ରସଗୁଲ୍ଲା ତାଙ୍କର ହୋଇପାରେ କିନ୍ତୁ ରସଗୋଲା ଆମର । ନିଆରା ଢଙ୍ଗ କଟକୀ ଷ୍ଟାଇଲ ରେ ଉତ୍ତର ଦେଇ ବେସ ଲୋକ ପ୍ରିୟ ହେବା ସହିତ ଚର୍ଚ୍ଚା ରେ ଅଛନ୍ତି ସ୍ତିତିପଦ୍ମା ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *