ହେ ଭଗବାନ, ଦିନେ ସେ ମା-ଓ-ବା-ଦୀଙ୍କୁ ଦ-ମ-ନ କରୁଥିଲେ ଆଉ ବିଛଣାରେ ମ-ର-ଣ ସହ ଲଢୁଛନ୍ତି ଯବନା – ଦେଖନ୍ତୁ ଭିଡିଓ

ରାଜ୍ୟ

ଦର୍ଶକ ବନ୍ଧୁ ଆଜି ଆମେ ଏମିତି ଜଣେ ଯବାନ ଙ୍କ ବିଷୟ ରେ ଜାଣିବା ଯିଏ ଦିନେ ଜ-ଙ୍ଗ-ଲ ରେ ରହି ହାତ ରେ ବ-ନ୍ଧୁ-କ ଧରି ମା-ଓ-ବା-ଦୀ ମାନଙ୍କୁ ଦ-ମ-ନ କରୁଥିଲେ ଓ ଅ-ପ-ରେ-ସନ ସମୟ ରେ ସିଆରପିଏଫ ଓ ପାରା ମେଲିଟାରୀ ଫୋର୍ସ କୁ ଦୁ-ର୍ଗ-ମ ଅଞ୍ଚଳ ରେ ବାଟ କଢାଇ ନେଉଥିଲେ । କିନ୍ତୁ ବର୍ତ୍ତମାନ ସମୟ ରେ ଏକ ଦୁ-ର୍ଘ-ଟ-ଣା ଗ୍ରସ୍ତ ରେ ପଡି ବିଛଣା ରେ ପଡିଛନ୍ତି । ଦୀର୍ଘ 3 ବର୍ଷ ହେଲା ଯ-ନ୍ତ୍ର-ଣା ପାଇଁ ବିଛଣା ରେ ପଡିଥିବା ଯବାନ ବର୍ତ୍ତମାନ ସମୟ ରେ ନିଜ ମ-ର-ଣ ସହ ଲଢେଇ କରୁଛନ୍ତି ।


ଅର୍ଥ ଅଭାବ ରୁ ମାଲକାନଗିରି ର ଏକ ମେଡିକାଲ ରେ ପଡି ରହିଛନ୍ତି ଯବାନ ଓ ତାଙ୍କ ସହ ପରିବାର ଲୋକ ମଧ୍ୟ । ମାଲକାନଗିରି ଜିଲ୍ଲା ର ଗୁଦୁନାଡ ଗ୍ରାମ ର ଓଏଏଫ ଯବାନ ରାମ ସିଂ ବୁରୁନ୍ଦା 3 ବର୍ଷ ହେଲା ବିଛଣା ରେ ପଡି ଛ-ଟ-ପ-ଟ ହେଉଛନ୍ତି । ତାହେଲେ ଚି-କି-ତ୍ସା ପାଇଁ ସ୍ତ୍ରୀ ବାପା,ମା ଏ ଡାକ୍ତରଖାନା ରୁ ସେ ଡାକ୍ତରଖାନ ପର୍ଯ୍ୟନ୍ତ ଯାଇ ଯାଇ ନୟାନ୍ତ ହୋଇ ଗଲେଣି କିନ୍ତୁ ବର୍ତ୍ତମାନ ସମୟ ରେ ଆଉ ଅର୍ଥ ସମ୍ବଳ ନହିଁ ଚି-କି-ତ୍ସା କରିବା ପାଇଁ ।

ରାମ ସିଂ ଙ୍କୁ ସରକାର ତରଫ ରୁ ମାସ କୁ 12 ହଜାର ଟଙ୍କା ମିଳୁଛି ଯେଉଁ ଟଙ୍କା ରୁ ରାମ ସିଂ ଙ୍କ ଘର ଖର୍ଚ୍ଚ ହେବା ସହ ତାଙ୍କ ଚି-କି-ତ୍ସା ହେଉଛି । ତାହାଲେ ଆ-ର୍ଥି-କ ଅଭାବ ରୁ ବର୍ତ୍ତମାନ ସେ ମାଲକାନଗିରି ଡାକ୍ତରଖାନା ରେ ଚି-କି-ତ୍ସା କରାଉଛନ୍ତି ପରିବାର ଲୋକେ , ତାହେଲେ ରାମ ସିଂହ 2010 ରେ ଏସପିଓ ଭାବେ ନିଯୁକ୍ତି ପାଇଥିଲେ । ମା-ଓ ଦ-ମ-ନ ରେ ଉଲ୍ଲେଖନୀୟ ଅବଦାନ ଯୋଗୁ ତାଙ୍କୁ 2014 ରେ ତାଙ୍କୁ ଓଏଏଫ ବାହିନୀ ସ୍ଥାୟୀ ନିଯୁକ୍ତି ମିଳିଲା ।


ଜଗଦପୁର ସିଆରପିଏଫ କ୍ୟାମ୍ପ ରେ ମୃତୟନ ହୋଇଥିଲେ ରାମ ସିଂ , ତେବେ 2018 ରେ ମଟର ସାଇକେଲ ରେ ଜଗଦପୁର ରୁ ବରଗଡ ପଦ୍ମପୁର ଯାଉଥିବା ସମୟ ରେ ଦୁ-ର୍ଘ-ଟ-ଣା ର ଶିକାର ହେଲେ ରାମ ସିଂ ଓ ସେହିଦିନ ଠାରୁ ଅ-କା-ମି ହୋଇ ଯାଇଛି ଶ-ରୀ-ର କିଛି ଅଂସ , ତେବେ କିଛି ଦିନ ପୂର୍ବେ ଗଣ ମାଧ୍ୟମ ନିକଟ ରେ ଏହି କଥା ପ୍ରକାଶ ପାଇବା ପରେ ପୋଲିସ ସହାୟତା ରାଶି ଦେବା ସହ ବନ୍ଦ ହୋଇଯାଇଥିବା ଦରମା ଦେଇଥିଲେ , ତେବେ ବର୍ତ୍ତମାନ ସମୟ ରେ ଦରମା ମିଳିଥିଲେ ମଧ୍ୟ 12 ହଜାର ଟଙ୍କା ରୁ ଖାଇବା ଓ ରାମ ସିଂ ଙ୍କ ର ଚି-କି-ତ୍ସା କରାଇବା ଅସମ୍ଭବ ହୋଇ ଯାଇଛି ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *