ନିର୍ଦେଶକ ସୁଧାକର ବସନ୍ତ (Sudhakar Basant) ବିଜୁ ବାବୁ ଙ୍କୁ ନେଇ ସିନେମା କରିବେ ଯେଉଁଥିରେ ହିରୋ ହେବେ ଅକ୍ଷୟ କୁମାର! – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ନିର୍ଦ୍ଦେଶକ ଅଛନ୍ତି , ଯାହାଙ୍କ ନିର୍ଦ୍ଦେଶନା ଫଳ ରେ ବହୁ ଚଳଚିତ୍ର ସୁପର ହିଟ ହୋଇଛି । ତେବେ ଆଜି ଆମେ ସେହିଭଳି ଜଣେ ଲୋକ ପ୍ରିୟ ନିର୍ଦ୍ଦେଶକ ଙ୍କ ବିଷୟ ରେ ଜାଣିବା ଯାହାଙ୍କୁ ସମସ୍ତେ ଚିହ୍ନିଛନ୍ତି ଓ ଜାଣିଛନ୍ତି ,  ନିର୍ଦ୍ଦେଶକ ଜଣକ ଖାଲି ନିର୍ଦ୍ଦେଶନା ନୁହେଁ ବରଂ କିଛି ଚଳଚିତ୍ର ରେ ଜବରଦସ୍ତ ଅଭିନୟ କରିଥିବାର ନିଶ୍ଚୟ ଦେଖିଥିବେ । ତାହେଲେ ଆସନ୍ତୁ ଜାଣିବା ଏହି ନିର୍ଦ୍ଦେଶକ ଜଣକ କିଏ ।

ତାହେଲେ ବନ୍ଧୁଗଣ ଏହି ନିର୍ଦ୍ଦେଶକ ହେଉଛନ୍ତି ସୁଧାକର ବସନ୍ତ , ତେବେ ସୁଧାକର ଙ୍କ ବାପା ଭଲ କୋରିୟର ଗ୍ରାଫର ଥିଲେ ଓ ତାଙ୍କ ଠାରୁ ଶିଖିଛନ୍ତି ସୁଧାକର । ତାହେଲେ ସୁଧାକର ଙ୍କ ଜନ୍ମସ୍ଥାନ ହେଉଛି ଚେନ୍ନାଇ , ତାହେଲେ ସେ ଓଡିଆ ଇଣ୍ଡଷ୍ଟ୍ରି କୁ ଆସି ପ୍ରଥମ ନିର୍ଦ୍ଦେଶନା ଦେଇଥିବା ଫିଲ୍ମ ଟି ହେଉଛି ମିତ ରେ ମିତ । ତାହେଲେ ସେ 23 ଟି ଚଳଚିତ୍ର ରେ ନିର୍ଦ୍ଦେଶକ ଦେଇ ସୁପର ହିଟ କରାଇଛନ୍ତି ।


ତାହେଲେ ବନ୍ଧୁଗଣ ଏହି ନିର୍ଦ୍ଦେଶକ ଜଣକ ଚେନ୍ନାଇ ରେ ସେତେବେଳେ ବହୁ ଚଳଚିତ୍ର ଓ ଧାରାବାହିକ ରେ ମୁଖ୍ୟ ଅଭିନେତା ଓ ଖଳ ନାୟକ ଭାବେ ନଜର ଆସିଛନ୍ତି । ତାହେଲେ ସେ ଚେନ୍ନାଇ ର ଜଣେ ବରିଷ୍ଠ ଅଭିନେତା ଭାବେ ବେସ ପରିଚିତ । ତାହେଲେ ତାଙ୍କ ପରିବାର ପତ୍ନୀ ଓ ଦୁଇ ପୁଅ ଅଛନ୍ତି । ସୁଧାକର ଆମ ଓଡିଆ ଇଣ୍ଡଷ୍ଟ୍ରି ର ସମସ୍ତ ଅଭିନେତା ମାନେ ବହୁତ ସମ୍ମାନ ଦେଇଥାନ୍ତି ଓ ତାଙ୍କ ର ନିର୍ଦ୍ଦେଶନା ବେସ ପ୍ରଶଂସୀୟ ଅଟେ ଓ ତାଙ୍କ ନିର୍ଦ୍ଦେଶନା ପାଇଁ ଆଜି ଓଡିଆ ଇଣ୍ଡଷ୍ଟ୍ରି ବହୁତ ଆଗକୁ ଯାଇଛି ।

ତାହେଲେ ବନ୍ଧୁଗଣ ସୁଧାକର ବସନ୍ତ ଅଲିଉଡ ଇଣ୍ଡଷ୍ଟ୍ରି, ବଲିଉଡ୍ ଇଣ୍ଡଷ୍ଟ୍ରି, ଟଳିଉଡ ଇଣ୍ଡଷ୍ଟ୍ରି ଭଳି ଅନେକ ଇଣ୍ଡଷ୍ଟ୍ରି ରେ କାମ କରିଛନ୍ତି । ସବୁଠୁ ବଡ କଥା ହେଲା ଯେ ସୁଧାକର ଏକ ଫିଲ୍ମ କରିବା କୁ ଯାଉଛନ୍ତି ଯାହାର ନାମ ରହିବ “ବିଜୁ ବାବୁ” । ବିଜୁ ପଟ୍ଟନାୟକ ଙ୍କ ଜନ୍ମ ଠାରୁ ମୃ-ତ୍ୟୁ ପର୍ଯ୍ୟନ୍ତ ଯାହା ବି କିଛି କାର୍ଯ୍ୟ କରିଛନ୍ତି ଏହି ଚଳଚ୍ଚିତ୍ର ରେ ପ୍ରଦର୍ଶିତ କରିବା ପାଇଁ ବେସ ଇଚ୍ଛୁକ ଅଛନ୍ତି ।

ସବୁଠାରୁ ବଡ କଥା ହେଲା ଯେ ଏହି ଫିଲ୍ମ ରେ ବିଜୁ ବାବୁ ଙ୍କ ଚରିତ୍ର ରେ ବଲିଉଡ୍ ଇଣ୍ଡଷ୍ଟ୍ରି ର ସୁପର ଷ୍ଟାର ଅକ୍ଷୟ କୁମାର ନଜର ଆସିବେ । ତେବେ ଓଡ଼ିଶା ବାସୀ ଯଦି ସାହାର୍ଯ୍ୟ କରିବେ ନିଶ୍ଚୟ ଏହି ଚଳଚ୍ଚିତ୍ର ର ସୁଟିଙ୍ଗ ସେଟ ଆରମ୍ଭ ହେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *