ଭାରତ ଛାଡି ପାକିସ୍ତାନ ଚାଲିଯିବେ Sharukha Khan!

ଖବର

ଦର୍ଶକ ବନ୍ଧୁ ବଲିଉଡ ର କିଙ୍ଗୀ ଖାନ ଙ୍କ ପୁଅ ଆରିୟାନ ଡ୍ର-ଗ୍ସ ମାମଲା ରେ ଏନସିବି ରେ ଗି-ର-ଫ କରିବା ପରେ ବହୁତ ଚର୍ଚ୍ଚା ହେଉଛି , କେବଳ ଭରତ ନୁହେଁ ବରଂ ପା-କି-ସ୍ତା-ନ ରେ ମଧ୍ୟ ଚର୍ଚା ର ବିଷୟ ପାଲଟିଛି । ପାକିସ୍ତାନ ବହୁ ଅଭିନେତା ଓ ଅଭିନେତ୍ରୀ ସାହାରୁଖ ଖାନ ଙ୍କୁ ସମର୍ଥନ କରିଛନ୍ତି , ତେବେ ପା-କି-ସ୍ତା-ନ ର ଜଣେ ଲୋକ ପ୍ରିୟ ଆଙ୍କର କହିଛନ୍ତି ନିଜ ଟ୍ବିଟର ଆକାଉଣ୍ଟ ରେ ଟ୍ବିଟ କରି ଯେ ସାହାରୁଖ ଖାନ ଭାରତ ଛା-ଡି ପାକିସ୍ତାନ ଚାଲି ଆସ । ହଁ ବନ୍ଧୁ ଏହି ଟ୍ବିଟ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ।

ବର୍ତ୍ତମାନ ସମୟ ରେ ଆରିୟାନ ଏନସିବି ହି-ଫା-ଜ-ତ ରେଅଛି ଓ ତାଙ୍କୁ ଜା-ମି-ନ ମଧ୍ୟ ବାରମ୍ବାର ଖାରଜ କରି ଦେଉଛନ୍ତି ମାନ୍ୟବର କୋର୍ଟ । ତେବେ ଏହା ପରେ ପଡୋଶୀ ଦେଶ ପାକିସ୍ତାନ ଏହି ଖବର ବିଷୟ ରେ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯାଇ ଭିନ୍ନ ମତ ରଖୁଛନ୍ତି ଓ ସାହାରୁଖ ଖାନ ଙ୍କୁ ସମର୍ଥନ ମଧ୍ୟ କରୁଛନ୍ତି । ତେବେ ପାକିସ୍ତାନ ର ଲୋକ ପ୍ରିୟ ଆଙ୍କର ୱାକର ଜାକା ଟ୍ବିଟ କରି କହିଛନ୍ତି ଯେ ସାହାରୁଖ ସାର ଆପଣ ଭାରତ ଛାଡି ପାକିସ୍ତାନ ପଳାଇ ଆସନ୍ତୁ ମୋଦୀ ସରକାର ଯାହା ଆପଣ ଙ୍କ ପରିବାର ପାଇଁ କରୁଛନ୍ତି ତାହା ନି-ନ୍ଦ-ନୀ-ୟ ଅଟେ ।

ଏହି ଭଳି ଟ୍ବିଟ କରିବା ପରେ ଏହା ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଏହି ଉକ୍ତି ଟି କିଛି ବ୍ୟକ୍ତି ଏହାକୁ ସମର୍ଥନ କରିଥିବା ସମୟ ରେ କିଛି ମଜାକ କରି ଟ୍ରୋଲ କରିଛନ୍ତି । ସାହାରୁଖ ଖାନ ଙ୍କ ପୁଅ ଗି-ର-ଫ ହେବା ପରେ ବହୁ ବଲିଉଡ ଇଣ୍ଡଷ୍ଟ୍ରି ର ସୁପର ଷ୍ଟାର ମାନେ ସମର୍ଥନ କରିଥିଲେ , ତେବେ ବର୍ତ୍ତମାନ ସମୟ ରେ ପାକିସ୍ତାନ ର ଗଣ ମାଧ୍ୟମ ପ୍ରକାଶ କରା ଯାଉଛି ଯେ ଭାରତ ରେ ମୁ-ସ୍ଲି-ମ ହିରୋ ମାନ ଙ୍କ ଉପରେ ଟାର୍ଗେଟ କରୁଛି ସୂଚନା ମିଳିଛି ॥

Leave a Reply

Your email address will not be published. Required fields are marked *