ମମିତା ଘଟଣା ରେ ଆଉ ଏକ ବଡ ଖୁଲସା – ୧୭ ତାରିଖରେ ଯଦି ଗୋବିନ୍ଦ ଫେ-ରା-ର ହେଇଥିଲେ ତେବେ ୧୮ତାରିଖରେ କେମିତି କୋଭିଡ ଟେଷ୍ଟ କରାଇଲା ପୋଲିସ ? – ଦେଖନ୍ତୁ ଭିଡିଓ

ରାଜ୍ୟ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ମମିତା ମେହେର ହ-ତ୍ୟ ମାମଲା କୁ ନେଇ ଆସିଲା ବଡ ଖବର , ବର୍ତ୍ତମାନ ସମୟ ରେ ପ୍ରମାଣ ସହିତ ଡକୁମେଣ୍ଟ ମଧ୍ୟ ପାଇଛନ୍ତି । ଏହାକୁ ଆପଣ ମାନେ ଦେଖିଲେ ନିଶ୍ଚୟ ଜାଣି ପାରିବେ ଯେ ଗୋବିନ୍ଦ ଙ୍କୁ ବଞ୍ଚାଇବା ପାଇଁ ପୋଲିସ କେମିତି ପୂର୍ବ ରୁ ଷ-ଡ-ଯ-ନ୍ତ୍ର କରି ରଖିଛି । ତାହେଲେ ଆସନ୍ତୁ ଏହି ବଡ ଖବର ଟି ବିଷୟ ରେ ଜାଣିବା ।


ତାହେଲେ ବନ୍ଧୁଗଣ 18-10-2021 ତାରିଖ ରେ ଗୋବିନ୍ଦ କୋଭିଡ ଚେକ କରିବା କୁ ଯାଇଥିଲା , କୋଭିଡ ଟେଷ୍ଟ ପାଇଁ 18 ତାରିଖ ରେ ଗୋବିନ୍ଦ ମେଡିକାଲ ଯାଇଥିଲେ , ତେବେ ପୋଲିସ ପୂର୍ବ ରୁ ସୂଚନା ଦେଇଥିଲା ଗୋବିନ୍ଦ 17 ତାରିଖ ଦିନ ସନ୍ଧ୍ଯା ରେ ଗୋବିନ୍ଦ ସାହୁ ଫେ-ରା-ର ହୋଇଯାଇଥିଲେ । ତାହେଲେ ବନ୍ଧୁଗଣ ଆପଣ ମାନେ ଏହି ତାରିଖ କୁ ଦେଖନ୍ତୁ ଏଠାରେ କଣ ପୋଲିସ ସତ କହୁଛି ଓ ଯଦି ସତ କହୁଛି ମେଡିକାଲ ରିପୋର୍ଟ କଣ ଭୁଲ କହୁଛି ।


ତା ମାନେ ଆପଣ ଭାବନ୍ତୁ ଯେ ସେ ଫେରାର ହେବା ପାଇଁ ପୂର୍ବ ରୁ ଯୋଜନା ହୋଇଥିଲା , ତାହେଲେ ଷ-ଡ-ଯ-ନ୍ତ୍ର ଟି କରିଥିଲା କିଏ ,  ଯେଉଁ ଦିନ ମେଡିକାଲ କୁ ଯାଇଥିଲେ ଗୋବିନ୍ଦ ସେହି ଦିନ ସନ୍ଧ୍ୟା ରେ ଫେ-ରା-ର ହୋଇ ଯାଇଥିଲେ ଓ ସେହି ସମୟ ରେ ଲାଇନ କଟି ଯାଇଥିଲା ନା ଲାଇନ ଜାଣି ଶୁଣି କଟା ଦିଆ ଯାଇଥିଲା କାରଣ ଯେହେତୁ ଏହି ମାମଲା ରେ ମନ୍ତ୍ରୀ ଦିବ୍ୟଶଙ୍କର ଆସୁଛନ୍ତି ଓ ସେ ଶକ୍ତି ମନ୍ତ୍ରୀ ଅଛନ୍ତି ସେଥିପାଇଁ ସେହି ଦିନ ସନ୍ଧ୍ୟା ରେ ଗୋବିନ୍ଦ ଙ୍କୁ ଫେ-ରା-ର କରାଇବା ପାଇଁ ଜାଣି ଶୁଣି ଲାଇନ କଟା ଯାଇଥିଲା ବୋଲି ବିରୋଧୀ ଦଳ ମାନେ ଅଭିଯୋଗ କରିଛନ୍ତି ।

ତାହେଲେ ବନ୍ଧୁଗଣ ଏହି କଥା ଟି ସାଧାରଣ ଲୋକ ଜାଣିବା ପରେ ବି-ର-କ୍ତ ଭାବ ପ୍ରକାଶ କରୁଛନ୍ତି ଓ ଆ-ନ୍ଦୋ-ଳ-ନ ଷ୍ଟ୍ରା-ଇ-କ ମଧ୍ୟ କରୁଛନ୍ତି । ଏଥିରେ ଆପଣ କୁହନ୍ତୁ ଏତେ ବଡ ପ୍ରମାଣ ମିଳିଛି ଓ ପ୍ରମାଣ ପଛ ର ଥିବା ଷ-ଡ-ଯ-ନ୍ତ୍ର କା-ରୀ କୁ ତ-ଦ-ନ୍ତ କରି ଧରା ଯାଉ ନହିଁ ,ଯେଉଁଠି ତଦନ୍ତ କରିବା ଲୋକ ଷ-ଡ-ଯ-ନ୍ତ୍ର କରୁଛି ସେଠି କଣ କରିହେବ ତାହା ଆପଣ ମାନେ କୁହନ୍ତୁ ॥

Leave a Reply

Your email address will not be published. Required fields are marked *