ସରକାର ନେଲେ ବଡ ନିଷ୍ପତି, ପ୍ରଥମ ଥର ପାଇଁ ପ୍ରେ-ମୀ-ଯୁ-ଗ-ଳ ଙ୍କ ପାଇଁ ଜାରି ହେଲା ନମ୍ବର ଜାଣନ୍ତୁ ଏହାର ଫାଇଦା କଣ – ଦେଖନ୍ତୁ ଭିଡିଓ

ରାଜ୍ୟ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ବହୁ ପ୍ରେ-ମୀ ଯୁ-ଗ-ଲ ଭଲ ପାଇବା ପରେ କିଛି ପ୍ରେ-ମୀ ଯୁ-ଗ-ଲ ଖ-ରା-ପ ବାଟ କୁ ଚାଲି ଯାଉଛନ୍ତି । ପ୍ରେମ ରେ ପଡିବା ପରେ ଭଲପାଇବା ତାଙ୍କ ପାଇଁ ସବୁକିଛି ହୋଇଥାଏ ଏବଂ ଠିକ ଭୁଲ ଜାଣି ପାରୁ ନାହାଁନ୍ତି । ସାମାନ୍ଯ କଥା ପାଇଁ ଏହି ପ୍ରେ-ମୀ ଯୁ-ଗ-ଲ ମାନେ ଆ-ତ୍ମ-ହ-ତ୍ୟ କରି ଥାନ୍ତି ଓ ପ୍ରାୟ ଝିଅ ମାନେ ଅଧିକ ଅ-ତ୍ୟା-ଚା-ର ଶିକାର ହୋଇଥାନ୍ତି ।


ପ୍ରାୟ ତ ସ୍ଥାନ ରେ ପ୍ରେ-ମ ସମ୍ପର୍କ କୁ ନେଇ ଝିଅ ମାନେ ବହୁ ପରିମାଣ ରେ ଟ୍ରୋଲ ହୋଇଥାନ୍ତି । ତାହେଲେ ଭିନ୍ନ ଭିନ୍ନ ପ୍ରକାର ଖ-ରା-ପ କାର୍ଯ୍ୟ କୁ ଅପଣାଇ ଥାନ୍ତି । ତେବେ ଏହି ସବୁକିଛି ଉପରେ ନଜର ରଖି ଓଡିଶା ପୋଲିସ ଏକ ନୂଆ କାର୍ଯ୍ଯକ୍ରମ ଆରମ୍ଭ କରିଛି ଓ ଏହାର ନାମ ହେଉଛି “ପ୍ରାରମ୍ଭ” । ଏହି କାର୍ଯ୍ଯକ୍ରମ ରେ ପୋଲିସ ମାନେ ବସ୍ତି ଓ ବିଭିନ୍ନ ଜାଗା କୁ ବୁଲିବା ସହ ପିଲା ମାନ ଙ୍କୁ ଓ ତାଙ୍କ ବାପା ମା ଙ୍କୁ କାଉନ୍ସେଲିଙ୍ଗ କରାଯିବ ।

ପିଲା ମାନ ଙ୍କ ବାପା ମା ଙ୍କ ଘର କୁ ସେମାନ ଙ୍କ ପରିବାର ବାପା ମା ଙ୍କୁ ଯାଇ ପିଲା ମାନ ଙ୍କୁ କେମିତି ଗାଇଡ କରିବେ ତାହା ବିଷୟ ରେ ଜଣାଇବେ । ଏହା ଛଡା ସବୁସ୍ଥାନ ରେ ସଚେତନ କରାଯିବ । ଭୁ-ଲ ବାଟ ରେ ଯାଉଥିବା ପିଲା ମାନ ଙ୍କୁ ଠିକ ବାଟ କୁ ଆଣିବା , ତେବେ ସେଥିପାଇଁ ଏକ ଟୋଲ ଫ୍ରି ନମ୍ବର ରହିଛି ଯାହା ମାଧ୍ୟମ ରେ ପିଲା ମାନେ କିମ୍ବା ଅସୁବିଧା ରେ ପଡିଥିବା ପିଲା ମାନ ଙ୍କ ପରିବାର ଜଣାଇ ପାରିବେ , ଏହି କଲ କରିବା ର ସମୟ ଦିନ 10 ଟାରୁ 5:00 ପର୍ଯ୍ୟନ୍ତ ରହିବ ଏହି ଟ୍ରୋଲ ଫ୍ରି ନମ୍ବର ଟି ହେଲା 2545445 ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *