ଖୋଲୁଚି ଗୋବିନ୍ଦ ସାହୁର ଗୁମର, ଗୋବିନ୍ଦ ସାହୁ ପଛରେ ଥିବା ସେହି ପ୍ରଭାବଶାଳୀ ବ୍ୟକ୍ତି କିଏ, କିଏ ତାର ଗଡ ଫାଦର – ଦେଖନ୍ତୁ ଭିଡିଓ

ରାଜ୍ୟ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ପୋଲିସ କୁ ଗୋବିନ୍ଦ ଡେମୋ ଦେଖାଇ ସାରିଛି ସେ କେମିତି ମୃ-ତ୍ୟୁ କରିଥିଲା ଓ କେଉଁଠି କରିଥିଲା ଭଳି ଅନେକ କିଛି । ତାହେଲେ ସବୁଠାରୁ ବଡ କଥା ହେଲା ଯେ ମମିତା ଙ୍କ ପୋ-ଡି ପୋ-ତି ଦେବା ପରେ ରାତ୍ର 3:00 ପର୍ଯ୍ୟନ୍ତ ସମସ୍ତ ମନ୍ତ୍ରୀ ମାନ ଙ୍କୁ ଫୋନ କରିଥିଲେ । ତାହେଲେ ବର୍ତ୍ତମାନ ପୋଲିସ କଣ ତାହା ତଦନ୍ତ କରୁଛି କି ଯେ ଗୋବିନ୍ଦ କେଉଁ ମନ୍ତ୍ରୀ ଙ୍କ ପାଖ କୁ କଲ କରିଛନ୍ତି ଓ କାହିଁକି କରିଥିଲେ ।
ବନ୍ଧୁଗଣ ପୋଲିସ ଏହାର ତଦନ୍ତ କରୁଛି କିନ୍ତୁ କେତେ ସତ କଥା କହୁଛି ତାହା ଆଗାମୀ ଦିନ ମାନ ଙ୍କ ଭିତରେ ସ୍ପଷ୍ଟ ଭାବେ ଜଣା ପଡିଯିବ । ବନ୍ଧୁଗଣ ଗୋବିନ୍ଦ ଯେଉଁ ଭଳି ତାର ସାମ୍ରାଜ୍ୟ ବିସ୍ତାର କରି ଥିଲା ତାହା କେବଳ ସରକାର ଅନୁଦାନ ରାଶି ରେ କରୁଥିଲା ଯାହାକି ମନ୍ତ୍ରୀ ମାନେ ଆସି ଦେଉଥିଲେ । ବର୍ତ୍ତମାନ ସେହି କଲେଜ ର ଛାତ୍ର ମାନେ ମଧ୍ୟ ମୁହଁ ଖୋଲି କହୁଛନ୍ତି ।

ବନ୍ଧୁଗଣ ଏହି ଭଳି ଦୁଃ-ସା-ଶି-କ-ତା କାମ କରିବା ରେ ଗୋବିନ୍ଦ ଙ୍କ ପଛ ରେ ତାଙ୍କ ଗଡ ଫାଦର ଥିଲେ ,ଏହି ଗଡ ଫାଦର ଜଣକ କେବଳ ଗୋବିନ୍ଦ ଙ୍କ ଗଡ ଫାଦର ନୁହଁନ୍ତି ବରଂ ସେହି ଆଞ୍ଚଲ ର ଗଡ ଫାଦର ଅଟନ୍ତି । ତାହେଲେ ସବୁଠାରୁ ବଡ କଥା ହେଲା ଯେ ଏହି ଗଡ ଫାଦର ଜଣକ କଲେଜ ଫଙ୍କସନ ରେ କହିଥିଲେ ଯେ ମୁଁ ଏହି କଲେଜ ରେ ଲାଗିଛି ଓ ମୋ ପାଇଁ ଏଠାକୁ ବହୁ ମନ୍ତ୍ରୀ ମାନ ଙ୍କୁ ଆଣିଛି ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି କି ଗୋବିନ୍ଦ ଜେ-ଲ ରୁ ଖସି ଆସି ହଷ୍ଟେଲ କୁ ଆସିଥିଲେ ଓ ସେଠାରେ ସମସ୍ତ ସିସିଟିଭି ଫୁଟେଜ ଡିଲେଟ କରି ଦେଇଥିଲେ ଓ ତାଙ୍କ ସାହାର୍ଯ୍ୟ କରିଥିଲେ ୱାଚ ମ୍ୟାନ । ତେବେ ଏହି ସବୁ କରିବା ପରେ ଗୋବିନ୍ଦ ଓଡିଶା ଛାଡି ବାହାର କୁ ଚାଲିଯିବ ବୋଲି ଯୋଜନା କରିଥିଲା ଓ ଏଥରେ ତାଙ୍କୁ ସହଯୋଗ କରୁଥିଲେ ତାଙ୍କ ଗଡ ଫାଦର । ତାହେଲେ ଦେଖାଯାଉ ଗୋବିନ୍ଦ କୁ ସାହାର୍ଯ୍ୟ କରୁଥିବା ଲୋକ ଟି ଜଣକ କିଏ ତାହା ଆଗାମୀ ଦିନ ମାନ ଙ୍କ ଭିତରେ ଜଣା ପଡୁଛି କି ନହିଁ ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *