NCB ର ଏହି ଦବଙ୍ଗ ଅଫିସର Sameer Wankhede ଦିନେ Shahrukh khan ଙ୍କୁ ରଖିଥିଲେ ଅଟକ ଏବେ ପୁଅ Aryan

ଖବର

ଦର୍ଶକ ବନ୍ଧୁ କିଙ୍ଗ ଖାନ ଙ୍କ ପୁଅ ଆରିୟାନ ଙ୍କୁ ଏନସିବି ଗି-ର-ଫ କରିବା ପରେ , ଚର୍ଚ୍ଚା ରେ ସମୀର ୱାଙ୍କଡେ । ଗାଁ ଠୁ ସହର ପର୍ଯ୍ୟନ୍ତ ଏହି ଦବଙ୍ଗ ଅଫିସର ବେସ ଚର୍ଚ୍ଚା ରେ ଅଛନ୍ତି , ତବେ ବନ୍ଧୁଗଣ ସବୁଠୁ ବଡ କଥା ହେଲା ଯେ ଏହି ଦବଙ୍ଗ ଅଫିସର 10 ବର୍ଷ ପୂର୍ବ ରୁ ଏହିଭଳି ଭାବେ ଚର୍ଚ୍ଚା ରେ ଥିଲେ , ତାହେଲେ ଆଜି ଆମେ ସେହି 10 ବର୍ଷ ତଳ ର ଘଟଣା ଟି ବିଷୟ ରେ ଜାଣିବା ଯାହା ଆପଣ ମାନେ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ ।

ତାହେଲେ ଆଜି କୁ ପ୍ରାୟ 10 ବର୍ଷ ପରେ ସମୀର ୱାଙ୍କଡେ କିଙ୍ଗ ଖାନ ଅଟକ ରଖିଥିଲେ , ଇଣ୍ଡିଆନ ରେଭିନ୍ୟୁ ସର୍ଭିସ ର 2008 ବ୍ୟାଚ ର ଅଧିକାରୀ ହେଉଛନ୍ତି ସମୀର । ମୁମ୍ବାଇ ଅନ୍ତରାଷ୍ଟ୍ର ରେ ବିମାନ ବନ୍ଦର ରେ ଏୟାର ଇଣ୍ଟେଲିଜେନ୍ସି ରେ ତାଙ୍କୁ ନିୟୋଜିତ କରଯାଇଥିଲା । ସେତେବେଳେ ସମୀର ୱାଙ୍କଡେ ନିଷ୍ପତ୍ତି ନେଇଥିଲେ ଯେ ବିମାନ ବନ୍ଦର ରେ ସମସ୍ତ ଙ୍କ ପାଇଁ ସୁବିଧା ରହିବ ସେ ସାଧାରଣ ବ୍ୟକ୍ତି ହେଉ ବା ଖାସ ବ୍ୟକ୍ତି ସମସ୍ତ ଙ୍କ ପାଇଁ ସମ୍ମାନ ବ୍ୟବହାର ରହିବ ।

ଯେଉଁମାନେ ବିଦେଶ ରୁ ଅଧିକ ସାମଗ୍ରୀ ଆଣିବେ ସେମାନ ଙ୍କୁ କଷ୍ଟମ ଡ୍ଯୁଟି ଦେବା କୁ ପଡିବ , ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ 2011 ଜୁଲାଇ 19 ତାରିଖ ରେ ଶାହରୁଖ ଖାନ ଇଉକେ ହଲାଣ୍ଡ ରୁ ଛୁଟି କାଟି ଫେରୁଥିଲେ , କିଙ୍ଗ ଖାନ ଙ୍କ ସହିତ ତାଙ୍କ ପରିବାର ଲୋକ ଥିଲେ । ତେବେ କିଙ୍ଗ ଖାନ ସେତେବେଳେ ବିଡ୍ସ ରୁ ବହୁ ସାମଗ୍ରୀ ନେଇ ଆସୁଥିଲେ କିନ୍ତୁ ସେ କଷ୍ଟମ ଡ୍ଯୁଟି ନଦେଇ ଚାଲି ଯାଉଥିବା ସମୟ ରେ ଏହା କୁ ବିରୋଧ କରିଥିଲେ ସମୀର ୱାଙ୍କଡେ , ପରବର୍ତ୍ତୀ ସମୟ ରେ ପରିବାର ଲୋକ ଙ୍କୁ ଛାଡି ଦେଇ ଶାହରୁଖ ଖାନ ଅଟକ ରଖା ଯାଇଥିଲା ।


ତେବେ ସବୁକିଛି ପଚରାଉଚରା କରିବା ପରେ କିଙ୍ଗ ଖାନ ଦେଢ ଲକ୍ଷ ଟଙ୍କା କଷ୍ଟମ ଡ୍ଯୁଟି ଦେଇଥିଲେ ଓ ତାଙ୍କୁ ଛାଡି ଦିଅ ଯାଇଥିଲା । ତେବେ ଏହା 10 ବର୍ଷ ପରେ ମାନେ ବର୍ତ୍ତମାନ ସମୟ ରେ ଆରିୟାନ ଙ୍କୁ ସେହି ଦବଙ୍ଗ ଅଫିସର ସମୀର ୱାଙ୍କଡେ ଗି-ର-ଫ କରିଛନ୍ତି , ତେବେ ସେତେବେଳେ କଷ୍ଟମ ଡ୍ଯୁଟି ରେ ମାମଲା ଥିଲା କିନ୍ତୁ ବର୍ତ୍ତମାନ ସମୟ ରେ ନା-ର-କୋ-ଟି-କ୍ସ ର । ତେବେ ବାର୍ତ୍ତ ବର୍ତ୍ତମାନ ସମୟ ରେ କିଛି ପୋଲିସ କର୍ମଚାରୀ ସମୀର ୱାଙ୍କଡେ ଙ୍କୁ ପିଛା କରୁଛନ୍ତି ବୋଲି ସେ ଡ଼ିଜିପି ଙ୍କୁ କହିଥିଲେ , ତେବେ ଆରିୟାନ ଙ୍କୁ ଧରିବା ଦିନ ଠାରୁ ସମୀର ୱାଙ୍କଡେ ଗତିବିଧି କୁ କିଛି ପୋଲିସ କର୍ମଚାରୀ ନଜର ରଖୁଛନ୍ତି ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *