ଶିକ୍ଷୟତ୍ରୀ ଙ୍କ ପାଠ ପଢା ହେଲା ଭାଇରାଲ ଆପଣ ଦେଖିଲେ ନ ହସି ରହି ପାରିବେ ନାହିଁ, ଏମିତି ପାଠ ପଢା କେବେ ଦେଖି ନଥିବେ – ଭିଡିଓ ଦେଖନ୍ତୁ

ଖବର

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ବାପା ମା ମାନେ ଦୁନିଆ ରେ କେମିତି ଭଲ ମଣିଷ ହେବା ସେହି କାର୍ଯ୍ୟ ଶିଖାଇ ଥାନ୍ତି , ତେବେ ଏହି କାର୍ଯ୍ୟ ଶିଖେଇବା ସହିତ ସେହି ବାଟ ରେ କେମିତି ସଫଳ ହୋଇ ପାରିବା ସେହି ଶିକ୍ଷା ଟି କୁ ଗୁରୁଜନ ମାନେ ଶିକ୍ଷା ଥାନ୍ତି ଓ ସେମାନେ ଆମ ମାର୍ଗ ଦର୍ଶିତା ହୋଇଥାନ୍ତି । ତାହେଲେ ଆପଣ ମାନେ ସୋସିଆଲ ମିଡିଆ ରେ ବହୁ କିଛି ଦେଖିବାକୁ ପାଉଥିବେ ।

ତେବେ ଏହି ଭିଡିଓ ମାନ ଙ୍କ ମଧ୍ୟ ରୁ ପ୍ରାୟ ଭିଡିଓ ଦେଖୁଥିବେ ଯେ ବିଦ୍ୟାଳୟ ମାନ ଙ୍କ ରେ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଭିନ୍ନ ଧରଣ ର ପାଠ ପଢେଇ ପିଲା ଙ୍କ ଶିକ୍ଷା ଙ୍କୁ ମନୋରଞ୍ଜନ ଶୈଳୀ ରେ ପଢାଉଛନ୍ତି । ଯାହା ଫଳ ରେ ପିଲା ମାନ ଙ୍କ ର ମନୋରଞ୍ଜନ ହେବା ସହିତ ପାଠ ପଢା ମଧ୍ୟ ହୋଇଥାଏ , ତେବେ ଏଜି ଏମିତି ଜଣେ ଦିଦି ଙ୍କ ବିଷୟ ରେ କହିବୁ ଯିଏ କି ନିଜ ମାତୃଭାଷା ରେ ଲେଖି ପାରୁ ନାହାଁନ୍ତି ।

ଉତ୍ତରପ୍ରଦେଶ ର ଜଣେ ଶିକ୍ଷୟିତ୍ରୀ ଯିଏ କି 7 ବର୍ଷ ହେଲା ପିଲା ଙ୍କୁ ପାଠ ପଢାଇ ଆସୁଛନ୍ତି କିନ୍ତୁ ତାଙ୍କୁ ଜଣେ ବ୍ୟକ୍ତି ଭିଡିଓ ରେକର୍ଡିଙ୍ଗ କରି ଉଜ୍ଜ୍ଵଳ ଲେଖିବା ପାଇଁ କହିଲେ ଓ ସେହି ଶିକ୍ଷୟିତ୍ରୀ ଜଣକ ଉଜ୍ବବ ଲେଖିଲେ , ତେବେ ପରେ ନାଳନ୍ଦା ଲେଖିବାକୁ କୁହା ଯାଇଥିଲା କିନ୍ତୁ ସେ ଲେଖିଲେ ନାଳଦନା , କ୍ରାନ୍ତିକାରୀ କୁ ଲେଖିଲେ କାତିକାରି । ତେବେ ସବୁଠାରୁ ବଡ କଥା ହେଲା ଯେ ଏହି ଶିକ୍ଷୟିତ୍ରୀ ଜଣକ କୁଆଡେ ବିଏ ପଢିଛନ୍ତି ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *