ଜ୍ୟାଙ୍କଲିନ୍ (Janklin) ଅରବିନ୍ଦ ଦୋଳି ରେ ବସିଥିଲେ ହଠାତ୍ କ’ଣ ପାଇଁ ଜାଙ୍କଲିନ ଚି-ଲେ-ଇ-ଲେ – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ଟ୍ଵିନ ସିଷ୍ଟର ଭାବେ ପରିଚିତ ଥିବା ଜାଙ୍କଲୀନ ଓ ସୋମାଲିନ ଙ୍କୁ ଆପଣ ମାନେ ଜାଣିଥିବେ ଓ ତାଙ୍କ ଜବରଦସ୍ତ ଅଭିନୟ ମଧ୍ୟ ଦେଖିଥିବେ । ତେବେ ଏହି ଦୁଇ ଭଉଣୀ ଏକ ରିଆଲିଟି ସୋ ରେ ବିଜେତା ହେବା ପରେ ଓଡିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଇଥିଲେ । ତେବେ ବନ୍ଧୁଗଣ ଆପଣ ମାନେ ଏହି ଦୁଇ ଭଉଣୀ ଙ୍କୁ ଧାରାବାହିକ ରେ ଜବରଦସ୍ତ ଅଭିନୟ କରି ଥିବାର ନିଶୟ ଦେଖିଥିବେ ।

ତେବେ ବହୁ କମ ଦିନ ରେ ବେସ ଲୋକ ପ୍ରିୟ ହୋଇପାରିଛନ୍ତି ଜାଙ୍କଲିନ ଓ ସୋମାଲିନ , ତେବେ ବର୍ତ୍ତମାନ ସମୟ ରେ ଏହି ଦୁଇ ଭଉଣୀ ଙ୍କ ଅଭିନୟ ଦେଖିବାକୁ ମିଳୁନାହିଁ  , ହଁ ବନ୍ଧୁ ଗତ କିଛି ଦିନ ତଳେ ଜାଙ୍କଲିନ ଆମ ଓଡିଆ ଧାରାବାହିକ ର ଲୋକ ପ୍ରିୟ ଅଭିନେତା ଅରବିନ୍ଦ ବିବାହ କରି ବେସ ଖୁସି ରେ ଅଛନ୍ତି ।

ତେବେ ଜାଙ୍କଲିନ ଙ୍କ ବିବାହ ପରେ ସୋମାଲିନ ଏକା ହୋଇ ଯାଇଥିଲେ କିନ୍ତୁ ବର୍ତ୍ତମାନ ସମୟ ରେ ସୋମାଲିନ ଙ୍କ ଏଙ୍ଗେଜେମେଣ୍ଟ ସରି ଯାଇଛି , ତେବେ ଆଗାମୀ ଦିନ ମାନ ଙ୍କ ଭିତରେ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ସୋମାଲିନ । ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଜାଙ୍କଲିନ ଙ୍କ ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଏହି ଭିଡିଓ ରେ ଜାଙ୍କଲିନ ତାଙ୍କସ୍ଵାମୀ ଅରବିନ୍ଦ ଓ ତାଙ୍କ ଦୁଇ ସମ୍ପର୍କୀୟ ଦୋଳି ଖେଳୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଏବଂ ସମସ୍ତେ ବହୁସାରା ମଜାମସ୍ତି କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ବନ୍ଧୁଗଣ ଏହି ଭିଡିଓ ଟି ବର୍ତ୍ତମାନ ସମୟ ରେ ନୁହେଁ ଏହା ହେଉଛି ବହୁ ଦିନ ର ଯେବେ ଜାଙ୍କଲିନ ଓ ଅରବିନ୍ଦ ପରସ୍ପର କୁ ଭଲପାଉଥିଲେ ବିବାହ କରି ନଥିଲେ ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *