Breaking News – ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ରିକେଟର Yuvraj Singh ଙ୍କୁ ଗି-ର-ଫ କରିଲେ ପୋଲିସ, କାରଣ ଜାଣିଲେ ଚକିତ ହୋଇଯିବେ

ମନୋରଞ୍ଜନ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ପୂର୍ବତନ କ୍ରିକେଟର ୟୁବରାଜ ସିଂ ଙ୍କୁ ପୋଲିସ ଗି-ର-ଫ କରିଛି । ହଁ ବନ୍ଧୁ ଅନୁସୂଚିତ ଜାତି କୁ କଟାକ୍ଷ ମନ୍ତବ୍ୟ ପାଇଁ ଯୁବରାଜ ଙ୍କୁ ହିସାର ପୋଲିସ ଗି-ର-ଫ କରିଛି । ଏହି ଯୁବରାଜ ଙ୍କ ମାମଲା ଟି ହିସାର ସହର ରେ ମାମଲା ରୁଜ୍ଜୁ ହୋଇଇଥିଲା । ତାହେଲେ ବନ୍ଧୁ ଏହି ସବୁ ଘଟଣା ଘଟିବା ର କାରଣ ହେଲା ଯେ ରୋହିତ ଶର୍ମା ଙ୍କ ସହିତ ୟୁବରାଜ ଲାଇଭ ଆସିଥିବା ସମୟ ରେ ୟୁବରାଜ ଭାରତୀୟ ଦଳ ର ସ୍ପିନର ବୋଲର ୟୁଜବେନ୍ଦ୍ର ଚହଳ ଙ୍କ ଜା-ତି କୁ ନେଇ କ-ଟା-କ୍ଷ କଥା କହିଥିଲେ ।


ତେବେ ଏହା କୁ ଜଣେ ସାମାଜିକ କର୍ମୀ ଯାହାଙ୍କ ନାମ ରହିଛି ରଜତ କାଳସନ ସେ ପୋଲିସ ଥାନା ରେ ୟୁବରାଜ ଙ୍କ ନାମ ରେ ଅଭଯୋଗ କରିଥିଲେ । ଅନୁସୂଚିତ ଜାତି ଆଇପିସି ଆକ୍ଟ ଆଧାର ରେ ଅଭିଯୋଗ କରାଯିବା ପରେ ପୋଲିସ ତାର ତଦନ୍ତ ପାଇଁ ପହଞ୍ଚିଥିଲା ୟୁବରାଜ ଙ୍କ ପାଖ ରେ । ହିସାର ପୋଲିସ ୟୁବରାଜ ଙ୍କୁ ଗି-ର-ଫ କରି ପଚରାଉଚରା କରିଥିଲେ ।


ତେବେ ପୋଲିସ ତାଙ୍କୁ ଗି-ର-ଫ କରିବା ପରେ ସଙ୍ଗେ ସଙ୍ଗେ ଛାଡି ଦେଇଥିଲେ କାରଣ ୟୁବରାଜ ପୂର୍ବ ରୁ ହାଇକୋର୍ଟ ରୁ ତାଙ୍କ ଜାମିନ ଆଣିଥିଲେ । ତେବେ ଆଗ କ-ଟା-କ୍ଷ କଥା କହିବା ପରେ ପରବର୍ତ୍ତୀ ସମୟ ରେ କ୍ଷମା ମାଗିଥିଲେ ମଧ୍ୟ ଅଭିଯୋଗ ପରେ ତାଙ୍କୁ ଗି-ର-ଫ ହେବା କୁ ପଡିଥିଲା ଓ ପରବର୍ତ୍ତୀ ସମୟ ରେ ପୋଲିସ ପଚରାଉଚରା ପରେ ତାଙ୍କୁ ଛାଡି ଦେଲା ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *