Aryan Khan ପ୍ରଥମ ଥର ପାଇଁ ମା Gouri ଓ Shahrukh ଙ୍କ ସହ ଭିଡିଓ କଲରେ କଥା ହେଲା, କହିଲେ ମା ଟଙ୍କା ପଠା ଏଠାରେ ଖାଇବା ଭଲ ଲାଗୁନି

ଖବର

ଆର୍ଥର ରୋଡ ଜେଲ ରୁ ଆରିୟାନ ଙ୍କ ସହ ଫୋନ ରେ କଥା ହେଲା ବାପା,ମା । ହଁ ବନ୍ଧୁ ଆରିୟାନ ତାଙ୍କ ବାପା ମା ଙ୍କ ସହ ବହୁତ ଦିନ ହେଲା କଥା ନ ହୋଇଥିବାରୁ ସେ ପ୍ରଥମେ ବହୁତ କା-ନ୍ଦି-ଥି-ଲେ । ତେବେ ସାହାରୁଖ ଖାନ ଓ ଗୌରି ଖାନ ନିଜ ପୁଅ ଆରିୟାନ ଙ୍କ ପାଇଁ 4500 ଟଙ୍କା ମନି ଅର୍ଡର ରଖିଛନ୍ତି । ଆରିୟାନ ଙ୍କୁ ଜେଲ ଖାଇବା ଭଲ ଲାଗୁନି ଓ ସେଥିପାଇଁ ଜେଲ କ୍ୟାଣ୍ଟିନ ରେ ନିଜ ପସନ୍ଦ ର ଖାଇବା ପାଇଁ ଘରୁ ପଠା ଯାଇଛି 4500 ଟଙ୍କା ।

ତେବେ ଜେଲ ରେ କ-ଏ-ଦୀ ମାନ ଙ୍କ ପାଇଁ ସର୍ବାଧିକ ଟଙ୍କା ଥାଏ ଯାହାକୁ କଏ–ଦୀ ମାନ ଙ୍କ ପାଖ କୁ ପରିବାର ଲୋକ ପଠାଇ ପାରିବେ ଓ ଏହା ଫଳ ରେ କ-ଏ-ଦୀ ମାନେ ନିଜ ପସନ୍ଦ ର ଖାଇବା କ୍ୟାଣ୍ଟିନି ରୁ ଖାଇ ପରେ । ତାହେଲେ କ-ଏ-ଦୀ ନମ୍ବର 956 ଆରିୟାନ 10 ମିନିଟ ପର୍ଯ୍ୟନ୍ତ ନିଜ ବାପା ମା ଙ୍କ ସହ ଫୋନ ରେ କଥା ହୋଇଛନ୍ତି । ଫୋନ ରେ ମା ଗୌରି ଖାନ ଙ୍କ ସହ କଥା ହେଉଥିବା ସମୟ ରେ ଆରିୟାନ ଙ୍କ ସହିତ ମା ମଧ୍ୟ କା-ନ୍ଦି ପକାଇଥିଲେ ।

ତେବେ ଆଗାମୀ 20 ତାରିଖ ଦିନ ଆରିୟାନ ଙ୍କ ଶୁଣାଣୀ ହେବ , ତେବେ ଏହା ପୂର୍ବ ରୁ 3 ଥର ବେଳ ପାଇଁ ଚେଷ୍ଟା ହୋଇଥିଲେ ମଧ୍ୟ ତାହା ଅଗ୍ରାହ୍ୟ ହେବା ପରେ ବର୍ତ୍ତମାନ ସେ ଆର୍ଥର ରୋଡ ରେ ଅଛନ୍ତି । ଆରିୟାନ ଙ୍କ କ-ଏ-ଦୀ ନମ୍ବର ହେଉଛି 956 । ତେବେ ଆସନ୍ତା 20 ତାରିଖ ରେ ସ୍ପଷ୍ଟ ହୋଇଯିବ ଯେ ଆରିୟାନ ଜେ-ଲ ରେ ରହିବେ ନା ତାଙ୍କୁ ବେଳ ହେବ ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *