ଶାହାରୁଖ ଖାନଙ୍କ ପୁଅ Aryan ଙ୍କୁ ଗି-ର-ଫ କରିବା ପରେ NCB ଅଫିସର ସମୀରଙ୍କ ଜୀବନକୁ ରହିଛି ବି-ପ-ଦ, ଯଦି ତାଙ୍କର କିଛି ହୁଏ…

ଖବର

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ଏନସିବି ର ଜର୍ଣ୍ଣାଲ ଡାଇରେକ୍ଟର ସମୀର ଙ୍କ ଉପରେ କେହି ଜଣେ ନଜର ରଖୁଛି ଓ ଗୁ-ପ୍ତ ଭାବେ ତାଙ୍କ ପିଛା କରୁଛି । ତେବେ ବିଭିନ୍ନ ସ୍ଥାନ ରେ ତାଙ୍କର ଗତି ବିଧି କୁ ରେକର୍ଡ କରିଛି , ତେବେ ଏ ନେଇ ମହରାଷ୍ଟ୍ର ପୋଲିସ ନିକଟ ରେ ଅଭିଯୋଗ କରିବା ସହ ସିସିଟିଭି ର ଫୁଟେଜ ମଧ୍ୟ ଜମା କରିଛନ୍ତି ଏନସିବି ଅଫିସର ସମୀର ।


ସମୀର ଙ୍କ ଉପରେ ଓ ତାଙ୍କ ଟିମ ଉପରେ ନଜର ରଖୁଛନ୍ତି , ତେବେ ଡ୍ର-ଗ-ସ ମାମଲା ବର୍ତ୍ତମାନ ସମୟ ରେ ସମୀର ଙ୍କ ପ୍ରବଳ ଶ-ତ୍ରୁ ବାହାରିଲେଣି । ତେବେ ବନ୍ଧୁଗଣ ସମୀର ଙ୍କ ନାମ ଶୁଣିଲେ ସମସ୍ତ ଙ୍କ ଗୋଡ ହାତ ଥରି ଉଠିବ ଓ କିଛି ଲୋକ ଙ୍କ ର ମଧ୍ୟ ପରିସ୍ରା ହୋଇ ଯାଇଥାଏ । ସମୀର ଏମିତି ଜଣେ ଅଫିସର ଆମ ଭାରତ ଦେଶ ର ଯିଏ କି ନେତା ଓ ଅଭିନେତା କାହାକୁ ବି ଛାଡନ୍ତି ନହିଁ , ତେବେ ବର୍ତ୍ତମାନ ସମୟ ରେ କିଏ ଏବଂ କାହିଁକି ତାଙ୍କ ପଛ ରେ ଗୁପ୍ତଚର ମାନ ଙ୍କୁ ଲଗାଇଛି ।

ତେବେ ସୁଶାନ୍ତ ସିଂହ ରାଜପୁତ ମୃ-ତ୍ୟୁ ସମୟ ରେ ସମୀର ଙ୍କୁ ଏନସିବି କୁ ଅଣା ଯାଇଥିଲା ଓ ସେ ବଲିଉଡ ଇଣ୍ଡଷ୍ଟ୍ରି ରେ ଚାଲିଥିବା ନି-ଶା କାରବାର କୁ ସେସ କରିବା ପାଇଁ ଶପଥ ନେଇଥିଲେ , ତେବେ ଏହାରି ଭିତରେ ବହୁ ନେତା ଓ ଅଭିନେତା ମାନ ଙ୍କୁ ଭଲ ରାସ୍ତା କୁ ଆଣିବା ସହିତ କିଛି ଜେଲ ର ବାଟ ମଧ୍ୟ ଲଗାଇଛନ୍ତି , ତେବେ ଏଥିପାଇଁ ଦେଶ ବିଦେଶ ରୁ ତାଙ୍କୁ ମା-ରି-ବା ର ଧ-ମ-କ ଆସିଥିଲେ ମଧ୍ୟ ସେ କଥା କୁ ଖାତିର ନକରି ନାହାଁନ୍ତି ସିଙ୍ଘାମ ଅଫିସର ସମୀର ୱାଙ୍କଡେ ।


ତେବେ ତାଙ୍କ ପଛ ରେ କିଏ ପଡିଛି ତାହା ସେ ଖୁବ ଶୀଘ୍ର ଫର୍ଦ୍ଦଫସ କରି ଦେବେ , ତେବେ ତାଙ୍କର ଯଦି ବି କିଛି ହୁଏ ସେଥିପାଇଁ କିଏ ଦାୟୀ ରହିବ ସେ ଲେଖି କି ରଖିବା ସହିତ ପ୍ରମାଣ ମଧ୍ୟ ରଖିଛନ୍ତି । ତେବେ ଖୁବ ଶୀଘ୍ର ବଲିଉଡ ଇଣ୍ଡଷ୍ଟ୍ରି ନି-ଶା କାରବାର ସେସ ହେବା କୁ ଯାଉଛି ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *