ତୁ ଆମ ଟୋକା, ରେଡି ରହ, ମୁଁ ତୋ ସହିତ ଅଛି ..ଆର୍ୟନଙ୍କ ପାଇଁ ଏମିତି କିଛି ଲେଖିଲେ Hritik Roshan

ଖବର

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ଆଜି ଆରିୟାନ ଙ୍କ ବେଲ ଶୁଣାଣି , ତେବେ ମାନ୍ୟବର କୋର୍ଟ 4 ତାରିଖ ପରେ ମାନେ ଆଜି କୁ ତାରିଖ ଘୋଷଣା କରିଥିଲେ , ତେବେ ଏହାରି ଭିତରେ ହ୍ରିତିକ ରୋଷନ କିଙ୍ଗ ଖାନ ଙ୍କ ପୁଅ ଆରିୟାନ ଙ୍କ ବିଷୟ ରେ କିଛି ଲେଖି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି । ତାହେଲେ ସେ କଣ ଲେଖିଛନ୍ତି ଆସନ୍ତୁ ଜାଣିବା ।


ତେବେ ବନ୍ଧୁଗଣ ହ୍ରିତିକ ତାଙ୍କ ଇନଷ୍ଟା ରେ ଲେଖିଛନ୍ତି ଯେ ସେ ଆରିୟାନ ଙ୍କୁ ଏକ ଷ୍ଟ୍ରଙ୍ଗ ମ୍ୟାନ ଭାବେ ଦେଖିବାକୁ ଚାହାଁନ୍ତି , ସେ ଆହୁରି ଲେଖିଛନ୍ତି ଯେ ଜୀବନ ସଦା ସର୍ବଦା ଆମ କୁ କଠିନ ପରିସ୍ଥିତି ବାଟ ଦେଇ ଗତି କରାଇ ଥାଏ । ତେବେ ଯେଉଁ ବ୍ୟକ୍ତି ର ଯେତିକି ସମର୍ଥ ସେହି ଅନୁଯାୟୀ ଭଗବାନ ଚ୍ୟାଲେଞ୍ଜ ଦେଇଥାନ୍ତି , ତେବେ ତମ ଜୀବନ ରେ ଯାହା ବି କିଛି ଘୃ-ଣା ,ହିଂ-ସା ଆସୁଛି ତମେ ତାକୁ ବ୍ୟବହାର କର ଓ ଏହା ତମ କୁ କେବେ ପୋଡି ପାଉଁଶ ନ କରି ଦିଏ ସେଥିପ୍ରତି ଧ୍ୟାନ ଦିଅ ।

ପ୍ରିୟା ଆରିୟାନ ମୁଁ ତମକୁ ପିଲା ଟି ଦିନ ରୁ ଜାଣିଛି ଓ ମୁଁ ଜାଣିଛି ଯେ ତୁମେ ପାରିବ , ତେବେ ବର୍ତ୍ତମାନ ସମୟ ର କଠିନ ପରିସ୍ଥିତି ତମ ପାଇଁ ଏକ ନୂଆ ପରିଚୟ ସୃଷ୍ଟି ହୋଇକି ଆସିବ । ତେବେ ହ୍ରିତିକ ଆହୁରି ଲେଖିଛନ୍ତି ଯେ ତମ ଜୀବନ ରେ ଏହି ଛୋଟ ଛୋଟ ଘଟନା ତମେ ଜୀବନ ରେ ବଡ ପରିବର୍ତ୍ତନ ଆଣିକି ଆସିବ । ମୁଁ ତମାକୁ ପିଲା ଟି ଦିନ ରୁ ଜାଣିଛି , ତେବେ ସଦା ସର୍ବଦା ପ୍ରେମ ରେ ବଞ୍ଚ ଓ ସେସ ରେ ହ୍ରିତିକ ଲେଖିଛନ୍ତି ଯେ ଲଭ ୟୁ ମ୍ୟାନ ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *