ଫୁଣି ଏକ ବଡ ଦୁଃଖ ଖବର, ଚାଲିଗଲେ ଆଉ ଜଣେ ବଡ ଅଭିନେତ୍ରୀ , ଦେଖନ୍ତୁ କେମିତି କଣ ହେଲା

ଖବର

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ଅଭିନୟ ଜଗତ ର ଜଣେ ଲୋକପ୍ରିୟ ଅଭିନେତ୍ରୀ ଆ-ତ୍ମ-ହ-ତ୍ୟା କରିଛନ୍ତି , ତେବେ ଏହି ଅଭିନେତ୍ରୀ ଜଣକ ବହୁସାରା ଚଳଚିତ୍ର ଓ ଧାରାବାହିକ ରେ ନିଜ ଜବରଦସ୍ତ ଅଭିନୟ ଦେଖାଇ ବେସ ଲୋକ ପ୍ରିୟ ହୋଇପାରିଥିଲେ । କିନ୍ତୁ ମାତ୍ର 25 ବର୍ଷ ବୟସ ରେ ଏହି ଅଭିନେତ୍ରୀ ଜଣକ ଏ ଦୁନିଆ ଛାଡି ଚାଲିଯାଇଛନ୍ତି ।


ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏ ଦେଶ ହେଉଛି କଳା ଓ ସଂସ୍କୃତି ଦେଶ , ତେବେ ଆମର ଏହି ଦେଶ ରେ ଅନେକ କଳାକାର ଅଛନ୍ତି ଯେଉଁମାନେ ନିଜ କଳା କୁ ଦର୍ଶକ ମାନ ଙ୍କ ପାଖ ରେ ପ୍ରଦର୍ଶିତ କରାଇ ଲୋକ ପ୍ରିୟ ହୋଇପାରିଛନ୍ତି । ତେବେ ବନ୍ଧୁଗଣ ସବୁଠୁ ବଡ କଥା ଏହା ଅଭିନୟ ଜଗତ ରେ ସବୁଠୁ କମ ଅଭିନେତା ଓ ଅଭିନେତ୍ରୀ ଅଳ୍ପ ବୟସ ରୁ ମୃ-ତ୍ୟୁ-ବ-ର-ଣ କରୁଛନ୍ତି ।

ଯେମିତି କି ବର୍ତ୍ତମାନ ସମୟ ରେ କାନାଡା ର ଲୋକ ପ୍ରିୟ ଅଭିନେତ୍ରୀ ସୌଜନ୍ୟା ମାତ୍ର 25 ବର୍ଷ ବୟସ ରେ ଏଇ ଦୁନିଆ ଛାଡି ଚାଲିଯାଇଛନ୍ତି । ହଁ ବନ୍ଧୁ ଯାହା ସୂଚନା ମିଳିଛି ଯେ ଗତ ଗୁରୁବାର ଦିନ ତାଙ୍କ ରୁମ ରୁ ତାଙ୍କ ମୃ-ତ ଦେ-ହ ଉଦ୍ଧାର ହୋଇଛି , ତେବେ ମୃ-ତ ଦେ-ହ ଉଦ୍ଧାର ହୋଇଥିବା ସମୟ ରେ ସେ ଏକ ଚିଠି ଲେଖି ଯାଇଥିଲେ ଓ ଏହି ଚିଠି ରେ ଉଲ୍ଲେଖ ଥିଲା ଯେ ସେ ତାଙ୍କ ସ୍ଵାସ୍ଥ୍ୟଗତ ସମସ୍ଯା କୁ ନେଇ ମାନସିକ ଭାବେ ଭାବେ ଭାରାକନ୍ତ ଭାବେ ଲେଖା ହୋଇଛି ଓ ଏଥିରେ ସେ ତାଙ୍କ ବାପା ମା ଙ୍କୁ ମଧ୍ୟ କ୍ଷମା ମାଗିଛନ୍ତି । ତେବେ ମୃତ ଦେହ ପୋଲିସ ଉଦ୍ଧାର କରିଥିବା ସମୟ ରେ ତାର ତଦନ୍ତ ଆରମ୍ଭ କରିଛି ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *