ଭିଡିଓ ଦେଖନ୍ତୁ – ମାସ୍କ ନଥିବାରୁ ପେଟ୍ରୋଲ ପମ୍ପ କର୍ମଚାରୀକୁ ଉଠବସ୍ କରାଇଲେ ତହସିଲଦାର

VIRAL

ଦର୍ଶକ ବନ୍ଧୁ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏମିତି ଏକ ଭିଡିଓ ଭାଇରାଲ ହବା ରେ ଲାଗିଛି ଯାହା ଆପଣ ମାନେ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ କାରଣ ଜଣେ ବ୍ୟକ୍ତି ମାକ୍ସ ନ ପିନ୍ଧିଥିବାରୁ ଜଣେ ଅଫିସର ତାଙ୍କ ଠୁ ଫାଇନ ଆଦାୟ କରିବା ବଦଳ ରେ ସେହି ବ୍ୟକ୍ତି ଙ୍କୁ ଏମିତି କିଛି ଦଣ୍ଡ ଦେଇଛନ୍ତି ଯାହା ଆପଣ ମାନେ ଜାଣିବା ପରେ ସଦା ସର୍ବଦା ମୁହଁ ରେ ମାକ୍ସ ବ୍ୟବହାର କରିବେ ।

ହଁ ବନ୍ଧୁ ଜଣେ ପେଟ୍ରୋଲ ପମ୍ପ ର କର୍ମଚାରୀ ମାକ୍ସ ନପିନ୍ଧିବାରୁ ଜଣେ ତହସିଲଦାର ଅଫିସର ବସ ଉଠ କରାଇଛନ୍ତି ଓ ଏହିଭଳି ଘଟଣା ଟି ଘଟିଛି ଗଞ୍ଜାମ ଜିଲ୍ଲା ହୁମା ଜାତୀୟ ରାଜପଥ ରେ ଥିବା ଏକ ପେଟ୍ରୋଲ ପମ୍ପ ରେ । ଯାହା ସୂଚନା ମିଳଛି ଯେ ତହସିଲଦାର ନିଜ ଗାଡି ରେ ତେଲ ପକାଇବା ପାଇଁ ଯାଇଥିଲେ କିନ୍ତୁ ସେଠାରେ ଜଣେ କର୍ମଚାରୀ ମାକ୍ସ ପିନ୍ଧିନଥିବା ସେ ଦେଖିବାକୁ ପାଇଥିଲେ , ତାହେଲେ ସେ ସେହି କର୍ମଚାରୀ ଙ୍କୁ ନିଜ ପାଖ କୁ ଡ଼ାକିଥିଲେ ।

ବନ୍ଧୁଗଣ ତହସିଲଦାର ଫାଇନ ମାଗିବା ବଦଳ ରେ ବସ ଉଠ ହବା କୁ କହିଥିଲେ ଓ ସେଠାରେ ସର୍ବ ସମ୍ମୁଖ ରେ ପେଟ୍ରୋଲ କର୍ମଚାରୀ ଜଣକ ବସ ଉଠ ହୋଇଥିଲେ । ଏହି ବସ ଉଠ ହେଉଥିବାର ଦୃଶ୍ୟ ସୋସିଆଲ ମିଡ଼ିଆ ରେ ବେଶ ଭାଇରାଲ ହବା ରେ ଲାଗିଛି ।।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Please follow and like us:

Leave a Reply

Your email address will not be published. Required fields are marked *