ଦେଖନ୍ତୁ Viral ଭିଡିଓ – ଦେଖନ୍ତୁ ଶିକ୍ଷକ ପୁ-ଅ କିପରି ତା ମା ସହ ବ୍ୟବହାର କରୁଛି, ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ

ରାଜ୍ୟ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ସୋସିଆଲ ମିଡିଆ ରେ ବହୁ କମ ଭିଡିଓ ଦେଖିବାକୁ ମିଳିଥାଏ ଯାହା ଆମେ ଦେଖିବା ପରେ ର-କ୍ତ ଗ-ର-ମ ହୋଇଯିବ , ହଁ ବନ୍ଧୁ ବର୍ତ୍ତମାନ ସମୟ ରେ ସେହିଭଳି ଏକ ଦୃଶ୍ୟ ସୋସିଆଲ ମିଡିଆ ରେ ବେସ ଭାଇରାଲ ହବା ରେ ଲାଗିଛି ଜଣେ ପୁଅ ତାର ମା କୁ ମା-ଡ ମାରୁଛି ଓ ବୟସ୍କ ମା ଜଣକ ଚି-ଲ-ଉ-ଛ-ନ୍ତି ମା-ରି ଦେଲା ଲୋ , ହଁ ବନ୍ଧୁ ଏହି ଭଳି ଭିଡିଓ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବେସ ଭାଇରାଲ ହବା ରେ ଲାଗିଛି ଓ ଏହି ଭିଡିଓ ଯିଏ ବି ଦେଖୁଛି ତା ର-କ୍ତ ଗ-ର-ମ ହୋଇ ଯିବ ।

ହଁ ବନ୍ଧୁ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି , ହଁ ବନ୍ଧୁ ଜଣେ ବୃଦ୍ଧା ମା ଙ୍କୁ ମା-ଡ ମାରିବା ରେ ବ୍ୟସ୍ତ ଅଛି ଶିକ୍ଷିତ ପୁଅ , ହଁ ବନ୍ଧୁ ଏହି କୁ-ଲ-ଙ୍ଗା-ର ପୁଅ ଜଣକ ହଉଛି ଜଣେ ଶିକ୍ଷକ । ତାହେଲେ ଜଣେ ଶିକ୍ଷକ ହୋଇ ଯିଏ ମା କୁ ମା-ଡ ମରୁଛି ସେ କଣ ପିଲା ଙ୍କ ଭବିଷ୍ୟତ ଦେଖିବ ସେ କି ଶିକ୍ଷିତ ସେ ହଉଛି ଗୋଟେ କୁ-ଲ-ଙ୍ଗା-ର ପୁଅ ଜଣେ ଗଣ୍ଡ ମୂର୍ଖ । ହଁ ବନ୍ଧୁ ଯାଉ ମା ଛୋଟ ରୁ ବଡ କଲା ଆଜି ସେହି ମା ତାର ପିଲା ଠୂ ମା-ଡ ଖାଉଛି ଓ ଏହି ମା-ଡ ମାରୁଥିବାର ଦୃଶ୍ୟ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହବା ରେ ଲାଗିଛି ।

ତେବେ ଭିଡିଓ ଟି ହଉଛି ଅନୁଗୁଳ ଜିଲ୍ଲା କିଶୋର ନଗର ଥାନା ପଟପଲ୍ଲୀ ଗାଁ ର , ତେବେ ସେହି ଆଞ୍ଚଲ ର ହୃଷୀକେଶ ପ୍ରଧାନ ନାମକ ଜଣେ ଉଚ୍ଚ ବିଦ୍ୟାଳୟ ର ଅବସର ଶିକ୍ଷକ ନିଜ ମା କୁ ଟେ-କି କ-ଚି ଦଉଛି ତଳେ , ତେବେ ଏତିକି ଦୃଶ୍ୟ ଦେଖିବାକୁ ମିଳିଛି ତେବେ ଏହି ଭିଡିଓ କୁ ଜଣେ ବ୍ୟକ୍ତି ତାଙ୍କ ମୋବାଇଲ ରେ ରେକରଡିଙ୍ଗ ସୋସିଆଲ ମିଡିଆ ରେ ପୋଷ୍ଟ କରିଛନ୍ତି । ତେବେ ଏହି ଭିଡିଓ ରେ ମା ଜଣକ ଏକ ସ୍ଥାନ ରେ ବସିଥିବା ସମୟ ରେ ହୃଷୀକେଶ ମାର ବେ-କ କୁ ଚା-ପି ଟେ-କି କ-ଚି ଦଉଛି ତଳେ ଓ ବୃଦ୍ଧା ମା ଜୋର ରେ ଚିଲାଉଛି । ତେବେ ବନ୍ଧୁଗଣ ସବୁଠୁ ବଡ କଥା ହେଲା ଯେ ମା ମା-ରି ନହିଁ ବୋଲି ଏହିଭଳି ବି-ର-କ୍ତ ଭାବ ପ୍ରକାଶ କରିଛନ୍ତି ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Please follow and like us:

Leave a Reply

Your email address will not be published. Required fields are marked *