ଦେଖନ୍ତୁ ଭିଡିଓ – ବିବାହ ପରେ ପ୍ରଥମ ଥର ସ୍ତ୍ରୀ ଜାଙ୍କଲିନ (Janklin) ସ୍ଵାମୀ ଅରବିନ୍ଦଙ୍କ ଜନ୍ମଦିନ ଏମିତି ଭାବେ ପାଳନ କରିଲେ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ବହୁ ଅଭିନେତା ଓ ଅଭିନେତ୍ରୀ ମାନେ ଶୁଟିଙ୍ଗ ସେଟ ରେ ପରସ୍ପର କୁ ଭଲପାଇ ପରବର୍ତ୍ତୀ ସମୟ ରେ ବିବାହ କରିଛନ୍ତି ଓ ବିବାହ ପରେ ବେସ ଖୁସି ରେ ଅଛନ୍ତି । ତେବେ ଏହି ଭଳି ଯୋଡି ହଉଛନ୍ତି ଅରବିନ୍ଦ ଓ ଜାଙ୍କ୍ଲିନ ।
ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଦୁଇ ଯୋଡି ଗତ କିଛି ମାସ ତଳେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ।

ବିବାହ ପରେ ବେସ ଖୁସି ରେ ଅଛନ୍ତି । ତାହେଲେ ବର୍ତ୍ତମାନ ସମୟ ରେ ଅରବିନ୍ଦ ଓ ଜାଙ୍କଳିନୀ ଙ୍କ ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହବା ରେ ଲାଗିଛି , ତାହେଲେ ଆସନ୍ତୁ ଏହି ଭାଇରାଲ ଭିଡିଓ ବିଷୟ ରେ ଜାଣିବା । ତାହେଲେ ବନ୍ଧୁଗଣ ଗତ ଦୁଇ ଦିନ ତଳେ ଅରବିନ୍ଦ ଙ୍କ ଜନ୍ମ ଦିନ ଟି ସରିଯାଇଛି ଓ ଏହି ଜନ୍ମ ଦିନ ଅବସର ରେ ଅରବିନ୍ଦ ତାଙ୍କ ପତ୍ନୀ ଙ୍କ ସହ ଜନ୍ମ ଦିନ ରେ କେକ କାଟି ବହୁ ସାରା ମଜାମସ୍ତି କରୁଥିବାର ଦୃଶ୍ୟ ସୋସିଆଲ ମିଡିଆ ରେ ଦେଖିବାକୁ ମିଳିଛି ।


ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଦୁଇ ଯୋଡି ବିବାହ ପରେ ମଧ୍ୟ ନିଜ ଅଭିନୟ ଜାରି ରଖିଛନ୍ତି , ହଁ ବନ୍ଧୁ ଆପଣ ମାନେ ହେ ପ୍ରଭୁ ଧାରାବାହିକ ରେ ଜାଙ୍କଳିନୀ ଙ୍କ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ । ତେବେ ଅରବିନ୍ଦ ଓ ଜାଙ୍କଳିନୀ ବିବାହ ପରେ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି ଓ ବହୁସରା ମଜାମସ୍ତି ମଧ୍ୟ କରୁଛନ୍ତି , ତେବେ ଏଥିରୁ ସ୍ପଷ୍ଟ ଭାବେ ଜଣା ପଡୁଛି ଯେ ଉଭୟ ବିବାହ ପରେ ବହୁତ ଖୁସି ରେ ଅଛନ୍ତି ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Please follow and like us:

Leave a Reply

Your email address will not be published. Required fields are marked *