ବହୁତ ବଡ ଖୁସି ଖବର – ଏକାଠି ହେବାକୁ ଯାଉଛନ୍ତି ବର୍ଷା ଅନୁଭବ! ଅନୁଭବ ବର୍ଷାଙ୍କୁ (Varsha) ମେସେଜ କରିଲେ

ମନୋରଞ୍ଜନ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ପୁଣି ଚର୍ଚା ରେ ଅଛନ୍ତି ଅନୁଭବ ଓ ବର୍ଷ , ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ଗତ କିଛି ଦିନ ପରେ ଅନୁଭବ ବର୍ଷା ଙ୍କ ଜନ୍ମ ଦିନ ରେ ତାଙ୍କର ସମସ୍ତ ସୋସିଆଲ ମିଡିଆ ଆକାଉଣ୍ଟ ରେ ବର୍ଷା ଙ୍କୁ ତାଙ୍କ ଜନ୍ମ ଦିନ ଅନେକ ଅନେକ ଶୁଭେଚ୍ଛା ଶୁଭକାମନା ଜଣାଇଥିଲେ । ତାହେଲେ ବର୍ତ୍ତମାନ ସମୟ ରେ ପୁଣି ଥରେ ବର୍ଷା ଙ୍କୁ ଅନୁଭବ ଶୁଭେଚ୍ଛା ଜଣାଇ ବେସ ଚର୍ଚା ରେ ଅଛନ୍ତି , ତାହେଲେ ଆସନ୍ତୁ ଜାଣିବା ଏହି ଶୁଭେଚ୍ଛା ଟା ବର୍ଷା ଙ୍କୁ କଣ ପାଇଁ ଜାଣିଛନ୍ତି ଅନୁଭବ ।


ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ବର୍ଷା ଙ୍କ ଏକ ଚଳଚିତ୍ର ଆସିବାକୁ ଯାଉଛି ଓ ଏହି ଚଳଚିତ୍ର ର ନାମ ରହିଛି ବିଜୟିନୀ , ତେବେ ବନ୍ଧୁଗଣ ଏହି ସୂଚନା ଟି ବର୍ଷା ତାଙ୍କ ଫେସବୁକ ଆକାଉଣ୍ଟ୍ ରେ ପୋଷ୍ଟ କରି ଜଣାଇଛନ୍ତି । ଏହି ଚଳଚ୍ଚିତ୍ର ର ବିଜୟିନୀ ଟି ମହିଳା ସଶକ୍ତିକରଣ ଉପରେ ଆଧାରିତ । ଏହି ଚଳଚିତ୍ର ବର୍ଷା ଙ୍କ ସହ ବହୁ ଲୋକ ପ୍ରିୟ କଳକାର ମାନେ ନଜର ଆସିବେ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଅନୁଭବ ଓ ବର୍ଷା ଙ୍କ ବିବାଦ ବର୍ତ୍ତମାନ ପର୍ଯ୍ୟନ୍ତ ସମାଧାନ ହୋଇ ପାରିନାହିଁ ଓ ଏହି ବିବାଦ ପାଇଁ ବର୍ଷା ପ୍ରିୟଦର୍ଶିନୀ ଓଡ଼ିଆ ଇଣ୍ଡଷ୍ଟ୍ରି ରୁ ବହୁ ଦିନ ଧରି ଦୂରେଇ ରହିଥିଲେ ।

ତାହେଲେ ବିବାଦ ର ସମାଧାନ ନ ହୋଇଥିଲେ ମଧ୍ୟ ଚଳଚ୍ଚିତ୍ର ରେ ଅଭିନୟ କରିବା କୁ ଯାଉଛନ୍ତି ବର୍ଷା ପ୍ରିୟଦର୍ଶିନୀ । ତେବେ ଖବର ଜାଣିବା ପରେ ଅନୁଭବ ପ୍ରତିକ୍ରିୟା ରଖିଥିଲେ ଯେ ସମ୍ମାନନୀୟ ବର୍ଷା ପ୍ରିୟଦର୍ଶିନୀ ତୁମର ନୂଆ ଚଳଚ୍ଚିତ୍ର ସୁଟିଙ୍ଗ ବିଷୟ ରେ ଜାଣିବାକୁ ପାଇଛି ଓ ତମେ ଆରମ୍ଭ ରୁ ହିଁ ନିଜ କାର୍ଯ୍ୟ ରେ ନିଷ୍ପତି ନବା ରେ। ସ୍ବାଧିନ ରହି ଆସିଛ । ତେବେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ମୁଁ ଓ ମୋ ପରିବାର ତରଫ ରୁ ତମର ସଫଳତା କାମନା କରୁଛୁ ଓ ତମର ଏହି ଫିଲ୍ମ ଟି ସୁପର ହିଟ ହଉ , ତେବେ ଏହି କଥା ଟି ଅନୁଭବ ତାଙ୍କ ସମସ୍ତ ସୋସିଆଲ ମିଡିଆ ଆକାଉଣ୍ଟ ରେ ଜଣାଇଛନ୍ତି ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Please follow and like us:

Leave a Reply

Your email address will not be published. Required fields are marked *