ନୂଆ ବୋହୁର ସିରିଏଲ ଆକ୍ଟର ମାନଙ୍କ ପକୃତ ବୟସ କେତେ ଜାଣନ୍ତୁ

ମନୋରଞ୍ଜନ

ଦର୍ଶକ ବନ୍ଧୁଅ ଆପଣ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ଧାରାବାହିକ ନୂଆ ବୋହୁ ଆପଣ ମାନେ ନିଶ୍ଚୟ ଦେଖୁଥିବେ । ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଜାଣିଥିବେ ଏହି ଧାରାବାହିକ ରେ ଅଭିନୟ କରୁଥିବା ସମସ୍ତ ଅଭିନେତା ଓ ଅଭିନେତ୍ରୀ ମାନ ଙ୍କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ । ଏହି ସମସ୍ତ କଳାକାର ଙ୍କ ପାଇଁ ଆଜି ନୂଆ ବୋହୁ ଧାରାବାହିକ ଟି ଅତି ଲୋକ ପ୍ରିୟ ଧାରାବାହିକ ହୋଇପାରିଛି । ତାହେଲେ ଆଜି ଆମେ ଜାଣିବା ଏହି ଧାରାବାହିକ ର ଅଭିନେତା ଓ ଅଭିନେତ୍ରୀ ମାନ ଙ୍କ ପ୍ରକୃତ ବୟସ କେତେ ,

ବନ୍ଧୁଗଣ ପ୍ରଥମେ ଆସୁଛନ୍ତି ରାଜ ରାଜେନ୍ଦ୍ର – ବନ୍ଧୁଗଣ ଏହି ଅଭିନୟ ରାଜ ରାଜେନ୍ଦ୍ର ଙ୍କୁ ଆପଣ ମାନେ ଜାଣିଥିବେ ସେ ଏହି ଧାରାବାହିକ ରେ ମୁଖ୍ୟ ଅଭିନେତା ଙ୍କ ବାପା ଙ୍କ ଭୂମିକା ରେ ନଜର ଆସିଥିଲେ କିନ୍ତୁ ବର୍ତ୍ତମାନ ସମୟ ରେ ସେ ଏହି ଧାରାବାହିକ ରୁ ବଦଳି ହୋଇଯାଇଛନ୍ତି । ବନ୍ଧୁଗଣ ବର୍ତ୍ତମାନ ସମୟ ରେ ତାଙ୍କ ବୟସ ହଉଛି ୪୦ ବର୍ଷ ।

ବୈଶାଳୀ – ବନ୍ଧୁଗଣ ଆପଣ ମାନେ ଏହି ଧାରାବାହିକ ରେ ବୈଶାଳୀ ଙ୍କ ଜବରଦସ୍ତ ଅଭିନୟ ଦେଖିଥିବେ ସେ ଏହି ଧାରାବାହିକ ରାଜ ରାଜେନ୍ଦ୍ର ଙ୍କ ପ୍ରଥମ ସ୍ତ୍ରୀ ଭୂମିକା ରେ ଅଭିନୟ କରିଛନ୍ତି । ବର୍ତ୍ତମାନ ସମୟ ରେ ବୈଶାଳୀ ୩୫ ବର୍ଷ ହୋଇଛି ।

ବିରାଜ – ଦର୍ଶକ ବନ୍ଧୁ ଏହି ଅଭିନେତା କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ସେ ଏହି ଧାରାବାହିକ ରେ ମୁଖ୍ୟ ଅଭିନେତା ଙ୍କ ବଡ ଭାଇ ଭୂମିକା ରେ ନଜର ଆସିଛନ୍ତି । ତାହେଲେ ବନ୍ଧୁଗଣ ବିରାଜ ବହୁ ଗୁଡିଏ ଚଳଚିତ୍ର ରେ ମଧ୍ୟ ଅଭିନୟ କରିଥିବାର ଆପଣ ମାନେ ନିଶ୍ଚୟ ଦକ୍ଷିଥିବେ । ବର୍ତ୍ତମାନ ସମୟ ର ବୟସ ହେଉଛି ୩୬ ବର୍ଷ ।

ଲୋପମୁଦ୍ରା-ବନ୍ଧୁଗଣ ଆପଣ ମାନେ ଲୋପମୁଦ୍ରା ଙ୍କୁ ବିରାଜ ଙ୍କ ଧର୍ମ ପତ୍ନୀ ଭୂମିକା ରେ ଏହି ଧାରାବାହିକ ରେ ଅଭିନୟ କରିଥିବାର ଆପଣ ମାନେ ଜାଣିଥିବେ । ଲୋପମୁଦ୍ରା ବହୁଗୁଡିଏ ଧାରାବାହିକ ରେ ଅଭିନୟ ମଧ୍ୟ କରିଛନ୍ତି । ତାହେଲେ ବର୍ତ୍ତମାନ ସମୟ ରେ ତାଙ୍କ ବୟସ ହେଉଛି ୩୮ ବର୍ଷ ।

ପଦ୍ମା – ରାଜ ରାଜେନ୍ଦ୍ର ଙ୍କ ଦ୍ବିତୀୟ ସ୍ତ୍ରୀ ହେଉଛନ୍ତି ପଦ୍ମା ଓ ପଦ୍ମା ଙ୍କ ବର୍ତ୍ତମାନ ସମୟ ରେ ବୟସ ହେଉଛି ୩୩ ବର୍ଷ ।

ନୟନତାରା – ଦର୍ଶକ ବନ୍ଧୁ ଏହି ଅଭିନେତ୍ରୀ ଙ୍କୁ ଆପଣ ମାନେ ଏହି ଧାରାବାହିକ ନିଶ୍ଚୟ ଦେଖିଥିବେ ସେ ଏକ ରିଆଲିଟି ଶୋ ମାଧ୍ୟମ ରେ ଓଡିଆ ଇଣ୍ଡଷ୍ଟ୍ରୀ ରେ ପାଦ ଦେଇଥିଲେ ।

ସାତ୍ଵିକ – ଦର୍ଶକ ବନ୍ଧୁ ଏହି ଧାରାବାହିକ ର ମୁଖ୍ୟ ଅଭିନେତା ଯିଏ କି ବହୁତ କମ ସମୟ ଭିତରେ ବେଶ ଲୋକ ପ୍ରିୟତା ହାସଲ କରିପାରିଛି । ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସାତ୍ଵିକ ଙ୍କୁ ୨୬ ବର୍ଷ ।

ରାଧିକା – ଦର୍ଶକ ବନ୍ଧୁ ଏହି ଅଭିନେତ୍ରୀ ଜଣକ ବର୍ତ୍ତମାନ ସମୟ ରେ ବେଶ ଲୋକ ପ୍ରିୟ ହୋଇପାରିଛନ୍ତି । ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ରାଧିକା ଙ୍କୁ ୨୪ ବର୍ଷ ।।

Please follow and like us:

Leave a Reply

Your email address will not be published. Required fields are marked *