5 ଷ୍ଟାର ହୋଟେଲ ରୁ ଧରା ପଡିଲେ ଦୁଇ ବଡ ବଡ ଅଭିନେତ୍ରୀ, ଏମିତି କାମ କରି ଦୁଇ ଘଣ୍ଟାକୁ ଦୁଇ ଲକ୍ଷ ଟଙ୍କା ଚାର୍ଜ କରୁଥିଲେ

ମନୋରଞ୍ଜନ

ଦର୍ଶକ ବନ୍ଧୁ ମୁମ୍ବାଇ ସହର ର ଏକ 5 ଷ୍ଟାର ହୋଟେଲ ରେ ସେ-କ୍ସ ରା-କେ-ଟ କରୁଥିବା ସମୟ ରେ କ୍ରାଇମବ୍ରାଞ୍ଚ ଆସି ଫର୍ଦ୍ଦାଫାସ କରିଛି , ହଁ ବନ୍ଧୁ ଦୁଇ ଅଭିନେତ୍ରୀ ଙ୍କୁ ଗିରଫ କରିଛି । ତେବେ ବନ୍ଧୁଗଣ ଜଣେ ହଉଛନ୍ତି ଟପ ମଡ଼େଲର ଓ ଅନ୍ୟ ଜଣକ ହଉଛନ୍ତି ଏକ ଲୋକ ପ୍ରିୟ ଧାରାବାହିକ ରେ ଅଭିନୟ କରୁଥିବା ଅଭିନେତ୍ରୀ । ତେବେ କ୍ରାଇମବ୍ରାଞ୍ଚ ଏମାନ ଙ୍କ ନାମ ଦର୍ଶାଇ ନାହାଁନ୍ତି । ତେବେ ଏହି ଦୁଇ ଜଣ ଦୁଇ ଘଣ୍ଟା ଦୁଇ ଲକ୍ଷ ଟଙ୍କା ହାଇ ଚାର୍ଜ ରଖୁଥିଲେ ।


ତେବେ ତଦନ୍ତକାରି ଟିମ ଜଣେ ମହିଳା ଙ୍କୁ ଗିରଫ କରିଛନ୍ତି ଓ ଏହି ମହିଳା ଙ୍କ ନାମ ରହିଛି ଇଶା ଖାନ ଯିଏ କି ସେ-କ୍ସ ରା-କେ-ଟ ଚଲାଉଥିଲା । ତାହେଲେ ସେଠାକାର ବରିଷ୍ଠ ପୋଲି ଅଧିକାରୀ ମନୀଷ ଶ୍ରୀଧନକର କହିଛନ୍ତି ଯେ, ଇଶା ଖାନ କହିଛନ୍ତି ସେ କିଛି ବର୍ଷ ଧରି ଏହି ସେ-କ୍ସ ରା-କେ-ଟ ଚଳାଇ ଆସୁଥିଲେ ଓ ଏହି ସୂଚନା ଟି ଯେବେ ଡିସିପି ଦତ୍ତା ନାଲାୱେଡ ଙ୍କୁ ଜଣାଇଥିଲେ ଓ ଏହି ଖବର ପୋଲିସ ପାଇବା ପରେ ନକଲି ଗ୍ରାହକ ବେସ ଧରିକି ଇଶା ଖାନ ଙ୍କୁ ଦେଖା କରିଥିଲେ ଓ ତାଙ୍କୁ ଟପ ମଡେଲ ର ଝିଅ ଦରକାର ବୋଲି କହି ଇଶା ଖାନ ଙ୍କୁ ଫସାଇଥିଲେ ।

ତେବେ ଇଶା ଖାନ କିଛି ଫଟୋ ତାଙ୍କ ପାଖ କୁ ଛାଡିଥିଲେ ଓ ନକଲି ବେସ ଧରି ଆସିଥିବା ଟିମ ସେଥିମଧ୍ୟ ରୁ ଦୁଇ ଜଣ ଫଟୋ କୁ ଚୟନ କରିଥିଲେ । ଏହି ଦୁଇ ଜଣ ଙ୍କ ମଧ୍ୟ ରୁ ଜଣେ ଟପ ମଡ଼େଲର ବହୁ କମ୍ପାନୀ ର ପ୍ରଡ଼କ୍ଟ କୁ ବିଜ୍ଞାପନ ରେ କରିଛନ୍ତି ଓ ଅନ୍ୟ ଜଣକ ହଉଛନ୍ତି ଟିଭି ଧାରାବାହିକ ର ଅଭିନେତ୍ରୀ ।

ତେବେ ଇଶା ଖାନ ହଉଛି ଲେଡି ଦଲାଲ ଯିଏ କି 2 ଲକ୍ଷ ଟଙ୍କା ରୁ 50 ହଜାର ଇଶା ଖାନ ଙ୍କ , ତେବେ ନକଲି ଗ୍ରାହକ ଏହି ଦୁଇ ଜଣ ଙ୍କୁ ଚୟନ କରିବା ପରେ ମୁମ୍ବାଇ ଯୁହୁର 5 ଷ୍ଟାର ହୋଟେଲ ରେ ରୁମ ବୁକ କରିଥିଲେ , ତେବେ ଯେତେବେଳେ ଏହି ଦୁଇ ମଡେଲ ଓ ଅଭିନେତ୍ରୀ ଜଣକ ପହଞ୍ଚିଥିଲେ ତ ସଙ୍ଗେ ସଙ୍ଗେ କ୍ରାଇମବ୍ରାଞ୍ଚ ତାଙ୍କୁ ଧରି ନେଇଥିଲା । ସେମାନ ଙ୍କୁ କ୍ରାଇମବ୍ରାଞ୍ଚ ତଦନ୍ତ କରିବା ପରେ ଜଣା ପଡିଥିଲା ଯେ ସେମାନେ କାରୋନା କାରଣ ରୁ କୌଣସି ବିଜ୍ଞାପନ ଓ ଶୁଟିଙ୍ଗ ସେଟ ବନ୍ଦ ହୋଇ ଯିବାରୁ ସେ ଅର୍ଥ ପାଇଁ ବାଧ୍ୟ ହୋଇ ଏହି ବ୍ୟବସାୟ ରେ ପଶିଥିଲେ ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Please follow and like us:

Leave a Reply

Your email address will not be published. Required fields are marked *