ବାହାରେ ବିଦ୍ୟାଭାରତୀ, ଭିତରେ AC ରୁମ ରେ DFO ସଂଗ୍ରାମ କେଶରୀ ଆଖି ଠାରରେ କଣ କହୁଛନ୍ତି ଦେଖନ୍ତୁ ଭିଡିଓ

ରାଜ୍ୟ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ମୃତ ଏସିଏଫ ସୌମ୍ୟ ରଞ୍ଜନ ଙ୍କ ମୃତ୍ୟୁ ର ରହସ୍ୟ ଖୋଜୁଛି କ୍ରାଇମବ୍ରାଞ୍ଚ , ତେବେ ବନ୍ଧୁଗଣ କ୍ରାଇମବ୍ରାଞ୍ଚ ତାର ତଦନ୍ତ ବେସ ଜୋରସୋର କରୁଛି ଓ ସବୁ ତଥ୍ୟ କୁ ସଂଗ୍ରହ କରୁଛି । ଖାଲି ସେତିକି ନୁହେଁ ବନ୍ଧୁଗଣ ପୋଲିସ ଛାଡି ଯାଇଥିବା ତଦନ୍ତ କୁ ବି ମଧ୍ୟ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି । ତେବେ ବନ୍ଧୁଗଣ ଏହା ଅଉର୍ବ ରୁ ପୋଲିସ ମାନେ ଯେଉଁଭଳି ତଦନ୍ତ କରିଥିଲେ ତାହା କାହାର ମନ କୁ ସନ୍ତୁଷ୍ଠ କରିନଥିଲା ଓ ଓଡିଶା ବାସୀ ମାନେ ମଧ୍ୟ ପୋଲିସ ଉପରୁ ବିଶ୍ଵାସ ଉଠେଇ ସାରିଲେଣି । ହଁ ବନ୍ଧୁ ଯେମିତି ତଦନ୍ତ ଭଲ ସେ ନକରି ତରତର ହୋଇ କ୍ଳିନ ଚିଟ ଦେବା ,ମିଛ କହିବା ଭଳି ଅନେକ ଦୋଷ ଅଛି ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ କ୍ରାଇମବ୍ରାଞ୍ଚ 8 ଦିନ ମଧ୍ୟ ରେ 13 ଜଣ କୁ ଜେରା କରି ସରିଲାଣି , ତାହେଲେ ଏତିକି ଦିନ କାର୍ଯ୍ୟ କୁ ପୋଲିସ କୁ ଲାଗିଥିଲା 32 ଦିନ । ତାହେଲେ ବନ୍ଧୁଗଣ ପରିବାର ଲୋକ ଡ଼ିଏଫଓ ଙ୍କ ନାମ ରେ ସଙ୍ଗିନ ଅଭିଯୋଗ ଆଣିଥିଲେ ଯେ ବିଦ୍ୟାଭାରତି ଙ୍କ ସହ ଡ଼ିଏଫଓ ଅ-ନୈ-ତି-କ ସମ୍ପର୍କ ଥିଲା ବୋଲି , ତେବେ କ୍ରାଇମବ୍ରାଞ୍ଚ ତାର 4 ଜଣିଆ ଟିମ ଡ଼ିଏଫଓ ଙ୍କୁ ଜେରା କରିବା ପରେ ଗଣ ମାଧ୍ୟମ ବାହାରେ ଅପେକ୍ଷା କରିଥିଲେ ଡ଼ିଏଫଓ ଙ୍କ ପ୍ରତିକ୍ରିୟା ନବା ପାଇଁ ।

ତେବେ ଯେତେବେଳ ଡ଼ିଏଫଓ କ୍ରାଇମବ୍ରାଞ୍ଚ ର ଦୀର୍ଘ ସମୟ ପରେ ଜେରା ପରେ ବାହାରିଥିଲେ ତାଙ୍କୁ ଗଣ ମାଧ୍ୟମ ପଚାରିଥିଲେ ଯେ ସତ ରେ କଣ ଆପଣ ବିଦ୍ୟାଭାରତି ଙ୍କ ସହ ଅ-ନୈ-ତି-କ ସମ୍ପର୍କ ରଖିଥିଲେ କି ତେବେ ଏହାର ପ୍ରତିକ୍ରିୟା ନ ରଖି କହିଲେ ଯେ ମୁ କିଛି କହିବାକୁ ଚାହୁଁନି ଦୟାକରି ମୋତେ ବାଟ ଛାଡ ମୁ ଯାଏ ଏଠାରୁ କହିକି ଗଣ ମାଧ୍ୟମ ମାନ ଙ୍କ ବୁମ ଙ୍କୁ ଠେଲି ଦେଇ ଚାଲିଯାଇଥିଲେ । ତେବେ କଣ ପାଇଁ ବାରମ୍ବାର ଡ଼ିଏଫଓ ଗଣ ମାଧ୍ୟମ କୁ ଅସମ୍ମାନ କରୁଛନ୍ତି ତାହା କେବଳ ଡ଼ିଏଫଓ ଜାଣିଥିବେ ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Please follow and like us:

Leave a Reply

Your email address will not be published. Required fields are marked *