ଦେଖନ୍ତୁ ଭିଡିଓ – ଘୁର୍ଘଟଣା ର ଶିକାର ହେଲେ ଓଡିଆ ହିରୋ ଅରିନ୍ଦମ (Arindam Roy)

ମନୋରଞ୍ଜନ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଏକ ଦୁଃଖ ଖବର ଆସିଛି ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତା ଅରିନ୍ଦମ ଙ୍କୁ ନେଇ , ହଁ ବନ୍ଧୁ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଏକ ଫଟୋ ବହୁ ପରିମାଣ ରେ ଭାଇରାଲ ହବ ରେ ଲାଗିଛି , ତେବେ ଏହି ଫଟୋ ରେ ଅରିନ୍ଦମ ମେଡିକାଲ ରେ ଅଛନ୍ତି ଓ ତାଙ୍କ ଗୋଡ ମଧ୍ୟ ପଟି ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ତାହେଲେ ଆସନ୍ତୁ ଜାଣିବା ଅରିନ୍ଦମ ଙ୍କ ର କଣ ହୋଇଛି ଓ ସେ କାହିଁକି ମେଡିକାଲ ରେ ଅଛନ୍ତି ,


ତେବେ ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତା ଅରିନ୍ଦମ ରାୟ ଙ୍କୁ , ଏହି ଅଭିନେତା ଜଣକ ନିଜ ଜବରଦସ୍ତ ଅଭିନୟ ପାଇଁ ଓଡିଆ ଇଣ୍ଡଷ୍ଟ୍ରି ରେ ବହୁ ନାମ ଅର୍ଜନ କରିବା ସହିତ ଘରେ ଘରେ ପରିଚିତ । ଅରିନ୍ଦମ ପ୍ରାୟ 30 ରୁ ଉର୍ଦ୍ଧ ଚଳଚିତ୍ର ରେ ଅଭିନୟ କରିଛନ୍ତି , ତେବେ ଅରିନ୍ଦମ ବିବାହ କରିବା ଦିନ ଠାରୁ ଓଡିଆ ଇଣ୍ଡଷ୍ଟ୍ରି ରୁ ସଂପୂର୍ଣ୍ଣ ଭାବେ ଦୂରେଇ ଯାଇଛନ୍ତି ।

ତେବେ ବର୍ତ୍ତମାନ ସମୟ ରେ ଅରିନ୍ଦମ ଙ୍କ ସହିତ ଏକ ଦୁର୍ଘଟଣା ହବା ରୁ ତାଙ୍କ ଗୋଡ ଟି ଭାଙ୍ଗି ଯାଇଛି ଓ ସେ ବର୍ତ୍ତମାନ ସମୟ ରେ ମେଡିକାଲ ରେ ଅଛନ୍ତି ଓ ତାଙ୍କ ଗୋଡ ମଧ୍ୟ ପଟି ହୋଇଛି । ତେବେ ବନ୍ଧୁଗଣ ଏହି ଖବର ଟି ଅରିନ୍ଦମ ନିଜେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମ ରେ ତାଙ୍କର ଏକ ଫଟୋ ଛାଡି ଜଣାଇଛନ୍ତି । ତେବେ ବର୍ତ୍ତମାନ ସମୟ ରେ ଏହି ଫଟୋ ଟି ବହୁ ପରିମାଣ ରେ ଭାଇରାଲ ହବା ରେ ଲାଗିଛି ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Please follow and like us:

Leave a Reply

Your email address will not be published. Required fields are marked *