ଆଶ୍ଚର୍ଯ୍ୟ ଭିଡିଓ ଦେଖନ୍ତୁ – ସା-ପ ମୋତେ କା-ମୁ-ଡି ଦେଲେ, ମୁଁ ସା-ପ କୁ କା-ମୁ-ଡି ଦେଲି ଦେଖିଲେ ଆଶ୍ଚର୍ଯ୍ୟ ହୋଇ ଯିବେ

ରାଜ୍ୟ

ଦର୍ଶକ ବନ୍ଧୁ ଆଜି ଆମେ ଆପଣ ଙ୍କୁ ଏମିତି ଏକ ଖବର ବିଷୟ ରେ କହିବୁ ଯାହା ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଓ ପରବର୍ତ୍ତୀ ସମୟ ରେ ବ୍ୟକ୍ତି ର କାର୍ଯ୍ୟକଳାପ କୁ ଦେଖି ହସିବାକୁ ମଧ୍ୟ ଲାଗିବେ । ହଁ ବନ୍ଧୁ ଜଣେ ବ୍ୟକ୍ତି ଙ୍କୁ ସାପ କାମୁଡିବାରୁ ସେ ରାଗିଯାଇ ସେହି ସାପ କୁ କା-ମୁ-ଡି କା-ମୁ-ଡି ମା-ରି-ଦେ-ଲେ ଓ ସେ ହେଉଛି ବି-ଷ-କ୍ତ ସାପ ଚିତି ବୋଡା । ବନ୍ଧୁଗଣ ଏହି କଥା ଟି ଶୁଣିବା ପରେ ନିଶ୍ଚୟ ଆପଣ ମାନ ଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବା ଓ ବ୍ୟକ୍ତି ର ଅଜବ ପ୍ରକାର କାର୍ଯ୍ୟ ଶୁଣିବା ପରେ ଚକିତ ମଧ୍ୟ ଲାଗୁଥିବ ।

ବନ୍ଧୁଗଣ ଏହି ଭଳି ଘଟଣା ଟି ଘଟିଛି ଯାଜପୁର ଜିଲ୍ଲା ର ଦାନଗଦି ବ୍ଲକ ଅନ୍ତର୍ଗତ ଶାଳିଜଙ୍ଗା ପଂଚାୟତ ର ଗମ୍ଭାରିପାଟିଆ ଗ୍ରାମ ରେ , ଜଣେ ବାସିନ୍ଦା ଯାହା ଙ୍କ ନାମ ରହିଛି କିଶୋର ବଦରା ବେଶ ମାତ୍ର 45 ବର୍ଷ । ତେବେ ବନ୍ଧୁଗାଁ ଏହି ବ୍ୟକ୍ତି ଙ୍କ କହିବ ଅନୁଯାୟୀ ସେ ଜମି ରୁ ଫେରିଲା ବେଳେ ଗୋଟେ ବିଷକ୍ତ ସାପ ତାଙ୍କୁ କା-ମୁ-ଡି ଦେଲା , କିନ୍ତୁ ବିଚଳିତ ନ ହୋଇ ସାପ ଟି କୁ ଧରିଥିଲେ ଓ ଦେଖିଲେ ଏହା ଗୋଟେ ଚିତି ସାପ ବୋଲି ।

ବନ୍ଧୁଗାଁ ଏହି ବ୍ୟକ୍ତି ସାପ ଟି କାମୁଡିବାରୁ ବ୍ୟକ୍ତି ଜଣକ ରାଗିଯାଇଥିଲେ ସାପ ଟି କୁ କା-ମୁ-ଡି କା-ମୁ-ଡି ତାର ର-କ୍ତ ପିଈ ଦେଇଥିଲେ ଓ ସେ ଘର କୁ ଆସି ତାଙ୍କ ପତ୍ନୀ କହିଲେ , ସେମାନେ ସଙ୍ଗେ ସଙ୍ଗେ ମେଡ଼ିକାଲ ନ ଯାଇ ଝଡପୁଙ୍ଖା କରିଥିଲେ ଓ ବର୍ତ୍ତମାନ ସମୟ ରେ ସେ ସୁସ୍ଥ ଅଛନ୍ତି । ବନ୍ଧୁଗଣ ଆମେ ଆପଣ ଙ୍କୁ କହି ରଖୁଛୁ ଯେ ଯେବେ ଆପଣ ଙ୍କୁ କୌଣଶୀ ସାପ କା-ମୁ-ଡି ଦେଇଛି ତ ଆପଣ ମାନେ ବିଚଳିତ ହୁଅନ୍ତୁ ନହିଁ , ସାପ କା-ମୁ-ଡ଼ି-ଥି-ବା ଜାଗା ର ଉପର କୁ ଏକ ପୋଛା ମାଧ୍ୟମ ରେ ଜୋର ବାନ୍ଧି ଦିଅନ୍ତୁ ଓ ସଙ୍ଗେ ସଙ୍ଗେ ନିକଟସ୍ଥ ମେଡ଼ିକାଲ କୁ ନେଇ ଯାଆନ୍ତୁ ।।

Please follow and like us:

Leave a Reply

Your email address will not be published. Required fields are marked *