ଓଡିଶାର ସବୁଠାରୁ ଲୋକପ୍ରିୟ ହାସ୍ୟ ଅଭିନେତା Jayiram Samal ଙ୍କ Family o Biography

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଆମର ଏହି ପେଜ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ବହୁ ଅଭିନେତା ଓ ଅଭିନେତ୍ରୀ ମାନ ଏନକେ ବିଷୟ ରେଜାଣିବାକୁ ପାଇଥିବେ । ତେବେ ବନ୍ଧୁଗଣ ଆଜି ଆମର ଏହି ପେଜ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ଜଣେ ହାସ୍ୟ ଅଭିନେତା ଙ୍କ ବିଷୟ ରେ ଜାଣିବା । ତେବେ ବନ୍ଧୁଗଣ ସେହି ହାସ୍ୟ ଅଭିନେତା ଜଣକ ହଉଛନ୍ତି ଜୟୀରାମ ସାମଲ ବା ଜୟୀ ଭାଇ ଙ୍କ ରିଅଲ ଲାଇଫ ବିଷୟ ରେ ଜାଣିବା ,


ତେବେ ବନ୍ଧୁଗଣ ଆପଣ ଙ୍କ ପ୍ରିୟ ହାସ୍ୟ ଅଭିନେତା ଜୟୀ ଭାଇ ଙ୍କ ପ୍ରକୃତ ନାମ ହଉଛି ଜୟୀରାମ ସାମଲ , ସେ 1948 ମସିହା କଟକ ଜିଲ୍ଲା ର ମହଙ୍ଗା ଗ୍ରାମ ରେ ଜନ୍ମ ଗ୍ରହଣ କରିଛନ୍ତି । ବର୍ତ୍ତମାନ ସମୟ ରେ ତାଙ୍କ ବୟସ ହେଉଛି ମାତ୍ର 73 ବର୍ଷ । ବନ୍ଧୁଗଣ ଏହି ଅଭିନେତା ଜଣକ 1970 ମଶିହା ରେ ପ୍ରଥମ ଥର ପାଇଁ ଓଡିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଇଥିଲେ । ତାଙ୍କ ଜବରଦସ୍ତ କମିଡି କୁ ଦର୍ଶକମାନେ ବହୁତ ପସନ୍ଦ କରିଥିଲେ ଓ ସେହି ଦିନ ଠାରୁ ଏହି ଅଭିନେତା ଜଣକ ବହୁସାରା ଚଳଚିତ୍ର ରେ ଅଭିନୟ କରି ଦର୍ଶକ ଙ୍କ ର ମନୋରଞ୍ଜନ କରାଇଛନ୍ତି ।

ବନ୍ଧୁଗଣ ସେ ପାଖାପାଖି ୩୦୦ ଚଳଚିତ୍ର ରୁ ଅଧିକ ଚଳଚିତ୍ର ଅଭିନୟ କରିଛନ୍ତି , ସେ ଚଳଚିତ୍ର ରେ କମିଡିଆନ ଚରିତ୍ର ରେ ଅଭିନୟ କରିବା ସହ ଓଡିଆ ଯାତ୍ରା ଜଗତ ରେ ନିଜ ଜବରଦସ୍ତ ଅଭିନୟ ଦେଖାଇଛନ୍ତି । ଜୟୀରାମ ଙ୍କ ଜବରଦସ୍ତ କମିଡି ଓ ତାଙ୍କ ହସ ପାଇଁ ସେ ଆଜି ଘରେ ଘରେ ପରିଚିତ । ତେବେ ବନ୍ଧୁଗଣ ଆଗାମୀ ଦିନ ମାନ ଙ୍କ ଭିତରେ ଜୟୀରାମ ଙ୍କ ନତୁଣୀ ଅନିତା ସାମଲ ଯିଏ କି ଦେଖିବା ପାଇଁ ବହୁତ ସୁନ୍ଦର , ଜୟୀ ଙ୍କ ନାତୁଣୀ ଅନିତା ଖୁବ ଶୀଘ୍ର ଓଡିଆ ଇଣ୍ଡଷ୍ଟ୍ରି ରେ ପାଦ ଦେବାକୁ ଯାଉଛନ୍ତି ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Please follow and like us:

Leave a Reply

Your email address will not be published. Required fields are marked *