ଏବେ ହରଡ ଘଣାରେ ବିଦ୍ୟାଭାରତୀ, ସବୁ ସତ ଧରାପଡିଲା !

ରାଜ୍ୟ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ବିଦ୍ୟାଭାରତି ଙ୍କୁ ଜେରା କରିବା ପାଇଁ ସଜବାଜ ହଉଛି କ୍ରାଇମବ୍ରାଞ୍ଚ ଟିମ , ତେବେ ପ୍ରଥମ ପର୍ଯ୍ୟାୟ ରେ କ୍ରାଇମବ୍ରାଞ୍ଚ ଙ୍କୁ ଯାହା ବି କିଛି ତଥ୍ୟ ମିଳିଛି ତାକୁ ନେଇ ତର୍ଜମା କରୁଛି ଟିମ , ତର୍ଜମା ପରେ ବିଦ୍ୟାଭାରତି ଙ୍କ ପାଇଁ ପ୍ରସ୍ତୁତ ହବ ପ୍ରଶ୍ନ । ପ୍ରଶ୍ନ ପ୍ରସ୍ତୁତ ହୋଇ ସାରିବା ପରେ ବିଦ୍ୟାଭାରତି ଙ୍କୁ ନେଇ ଜେରା କରିବ ଟିମ । ତେବେ ଆଇନିଜୀବୀ ମାନେ ଦାବି କରୁଛନ୍ତି ଯେ ଯେଉଁମାନେ ତଦନ୍ତ ସମୟ ରେ ମିଥ୍ୟା କହିଛନ୍ତି ତାଙ୍କ ଉପରେ ଖୁବ ଶୀଘ୍ର କର୍ଯ୍ଯୁନୁଷ୍ଠାନ ନିଆଯାଉ ।


ତେବେ ବନ୍ଧୁଗଣ ମୃତ ସୌମ୍ୟ ଙ୍କ ପଛ ରେ ଥିବା ରହସ୍ୟ ଖୋଜୁଛି କ୍ରାଇମବ୍ରାଞ୍ଚ , ତାହେଲେ ସୌମ୍ୟ ପତ୍ନୀ ବିଦ୍ୟାଭାରତି ଯିଏ କି ଏହି ରହସ୍ୟ ରେ ମୁଖ୍ୟ ଖଳ ନାୟିକା ସାଜିଛନ୍ତି ତାଙ୍କୁ ଖୁବ ଶୀଘ୍ର ଜେରା କରିବାକୁ ଯାଉଛି ଟିମ , ତେବେ ପ୍ରଥମରୁ ଜେରା କରାଯାଇଥିବା କିଛି ବ୍ୟକ୍ତି ମିଛ କହିବ ସହିତ ସଂପୂର୍ଣ୍ଣ ସହଯୋଗ କରି ନାହାଁନ୍ତି ସେଥିପାଇଁ ସେମାନ ଙ୍କ ଲାଏ ଡିଟେକସନ ଟେଷ୍ଟ କରାଯିବ ।

ତେବେ ମାନବାଧିକାରୀ ପ୍ରଣୋଜ ପଟ୍ଟନାୟକ କହିଛନ୍ତି ଯେ ଜେରା କରିଥିବା ବ୍ୟକ୍ତି ତାଳ ମେଲ ରହୁନି , ହଁ ବନ୍ଧୁ ଆପଣ ଜାଣିଥିବେ ଯେତେବେଳେ ମମତା ପଣ୍ଡା ଙ୍କୁ ପୂର୍ବତନ ଏସିପି କହିଥିଲେ ଯେ ବିଦ୍ୟାଭାରତି ଙ୍କ ମା ଫୋନ କରିବାରୁ ସେ ତାଙ୍କ ନୈତିକତା ଦୃଷ୍ଟି ରେ ଆସିଲେ କିନ୍ତୁ ବର୍ତ୍ତମାନ ସମୟ ରେ କ୍ରାଇମବ୍ରାଞ୍ଚ ଏସଡ଼ିଏଫଓ ମତେ ଡ଼ାକିଥିଲେ , ତେବେ ଏଇଠି କ୍ରାଇମବ୍ରାଞ୍ଚ ନିକଟ ରେ ମମତା ଓ ଏସିପି ଙ୍କ ଡାହା ମିଛ କଥା ଧର ପଡିଗଲା ।

ସୌମ୍ୟ ଙ୍କ ମୃତ କାଳୀନ ଜମାନବନ୍ଦୀ ସମୟ ରେ ଥିବା ଡାକ୍ତର କହିଛନ୍ତି ଯେ ଜମାନବନ୍ଦୀ ଲେଖା ହୋଇଥିବା ସମୟ ରେ ସେ ନଥିଲେ କେବଳ ମୁଁ ଥିଲି ଓ ତହସିଲଦାର ଅଫିସର ଥିଲେ କିନ୍ତୁ ଏକ ଭିଡିଓ ରୁ ସ୍ପଷ୍ଟ ଭାବେ ଜଣା ପଡିଯାଉଛି ଯେ ଡ଼ିଏଫଓ ଓ ତହସିଲଦାର ଉପସ୍ଥିତ ସମୟ ରେ ଡାକ୍ତର ଜମାନବନ୍ଦି ଲେଖୁଥିଲେ , ଖାଲି ସେତିକି ନୁହେଁ ଡ଼ିଏଫଓ ଗଣ ମାଧ୍ୟମ ନିକଟ ରେ ବଡ ପାଟି କରି କହିଛନ୍ତି ଯେ ସେ ସେଠାରେ ନଥିଲେ ବୋଲି କିନ୍ତୁ ସେ ସେଠାରେ ଥିଲେ ବୋଲି ନିଜେ କହିଛନ୍ତି ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Please follow and like us:
Pin Share

Leave a Reply

Your email address will not be published. Required fields are marked *