ଭିଡିଓ ଦେଖନ୍ତୁ – ଏବେ ପ୍ରଥମ ଥର ପାଇଁ ମେଘା ଷ୍ଟାର ସିଦ୍ଧାନ୍ତ ମହାପାତ୍ର ନୂଆ ରୂପରେ ନଜର ଆସୁଛନ୍ତି

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆମ ଓଡିଆ ଇଣ୍ଡଷ୍ଟ୍ରି ଏମିତି ଏକ ଲୋକ ପ୍ରିୟ ଅଭିନେତା ଅଛନ୍ତି ଯିଏ ବହୁ ଚଳଚିତ୍ର ରେ ନିଜ ଜବରଦସ୍ତ ଅଭିନୟ ଦେଖାଇ ଓଡିଆ ଇଣ୍ଡଷ୍ଟ୍ରି ନାମ ବହୁ ଉପର କୁ ନେଇଛନ୍ତି । ଏହି ଚଳଚିତ୍ର ରେ ଦୁନିଆ ରେ ସେ ଅଭିନୟ କରି ସବୁକିଛି ପାଇଛନ୍ତି , ଯେମିତି ଲୋକ ପ୍ରିୟତା, ନିଜ ଜବରଦସ୍ତ ଅଭିନୟ ଭଲ ଅର୍ଥ ଉପାର୍ଜନ ଓ ସବୁଠୁ ବଡ କଥା ହେଲା ଏହି ଅଭିନେତା ଜଣକ ନିଜ ଜୀବନ ସାଥି ଙ୍କୁ ମଧ୍ୟ ଏହି ଚଳଚିତ୍ର ଦୁନିଆ ରୁ ପାଇଛନ୍ତି ।

ତେବେ ବନ୍ଧୁଗଣ ଏହି ଅଭିନେତା ଜଣକ ହଉଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରି ସୁପର ଷ୍ଟାର ବା ମୂନା ଭାଇ ନାମ ରେ ବେସ ପରିଚିତ ଥିବା ଅଭିନେତା ସିଦ୍ଧାନ୍ତ ମହାପାତ୍ର । ତେବେ ବନ୍ଧୁଗଣ ଆପଣ ଏହି ଅଭିନେତା ଙ୍କୁ ନିଶ୍ଚୟ ଜାଣିଥିବେ , ଏହି ଅଭିନେତା ତାଙ୍କ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହୋଇପାରିଛନ୍ତି । ସିଦ୍ଧାନ୍ତ ମହାପାତ୍ର ତାଙ୍କ ଅଭିନୟ ଜୀବନୀ ମଧ୍ୟ ରେ ସେ ପ୍ରାୟ 185ରୁ ଉର୍ଦ୍ଧ ଚଳଚିତ୍ର ରେ ଜବରଦସ୍ତ ଅଭିନୟ କରିଛନ୍ତି ।

ସେ 1993 ମସିହା ରୁ ନିଜ ଅଭିନୟ କ୍ଯାରିୟର ଆରମ୍ଭ କରିଥିଲେ ଓ ବର୍ତ୍ତମାନ ଯାଏ ମଧ୍ୟ ନିଜ ଅଭିନୟ ଜାରି ରଖିଛନ୍ତି , ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଅଭିନେତା ଜଣକ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ଚୂଳବୁଲି ନାୟିକା ମାମା ମିଶ୍ର ବିବାହ କରିଥିଲେ ଓ ବିବାହ ପରେ ସିଦ୍ଧାନ୍ତ ମହାପାତ୍ର ତାଙ୍କ ଅଭିନୟ ଜାରି ରଖିଥିବା ସମୟ ରେ ମାମା ମିଶ୍ର ଅଭିନୟ ଜଗତ ରୁ ଦୂରେଇ ଯାଇଛନ୍ତି । ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟ ରେ ସିଦ୍ଧାନ୍ତ ମହାପାତ୍ର ଏକ ଲୋକ ପ୍ରିୟ ଧାରାବାହିକ ରେ ଅଭିନୟ କରୁଥିବାର ଆପଣ ମାନେ ନିଶ୍ଚୟ ଜାଣିଥିବେ ।

ତେବେ ବନ୍ଧୁଗଣ ଆଗାମୀ ଦିନ ମାନ ଙ୍କ ଭିତରେ ସିଦ୍ଧାନ୍ତ ମହାପାତ୍ର ଏକ ଚଳଚିତ୍ର ଆସିବାକୁ ଯାଉଛି ଓ ଏହାର ଶୁଟିଙ୍ଗ ସେଟ ବର୍ତ୍ତମାନ ସମୟ ରେ ବେସ ଜୋର ସୋର ରେ ଚାଲିଛି ଓ ଏହି ଶୁଟିଙ୍ଗ ସେଟ ର କିଛି ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆ ରେ ବେସ ଭାଇରାଲ ହବା ରେ ଲାଗିଛି ॥

Please follow and like us:
Pin Share

Leave a Reply

Your email address will not be published. Required fields are marked *