ଏଥର DFO ସଂଗ୍ରାମ କେଶରୀ ଓ ବିଦ୍ୟାଭାରତୀ ଙ୍କୁ ମୁହାଁ ମୁହିଁ ଜେରା କରାଯିବ !

ରାଜ୍ୟ

ଦର୍ଶକ ବନ୍ଧୁ ମୃତ ଏସିଏଫ ସୌମ୍ୟ ରଞ୍ଜନ ଙ୍କ ମୃତ୍ୟୁ ପଛ ର ରହସ୍ୟ ଖୋଜୁଛି କ୍ରାଇମବ୍ରାଞ୍ଚ , ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଡ଼ିଏଫଓ ଏନକେ ପାଳି ସରିଯାଇଛି ଓ ଆବଶ୍ୟକ ହେଲେ ତାଙ୍କର ପୁଣି ଥରେ କ୍ରାଇମବ୍ରାଞ୍ଚ ଜେରା କରିବେ । ତାହେଲେ ବର୍ତ୍ତମାନ ସମୟ ରେ ଡ଼ିଏଫଓ ଙ୍କ ପରେ ବିଦ୍ୟାଭାରତି ଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ ।

ହଁ ବନ୍ଧୁ ବର୍ତ୍ତମାନ ସମୟ ରେ ବିଦ୍ୟାଭାରତି ଙ୍କ ପାଳି ଆସି ଯାଇଛି , ତେବେ ବିଦ୍ୟାଭାରତି ଙ୍କୁ ଜେରା କରିବା ପରେ ଏହା ପଛ ର ରହସ୍ୟ ପରେ ସଂପୂର୍ଣ୍ଣ ଭାବେ ଏହା ପଛ ର କଣ ରହସ୍ୟ ରହିଛି ତାହା ସ୍ପଷ୍ଟ ଭାବେ ଜଣା ପଡିଯିବ ବୋଲି ସମସ୍ତେ ଅନୁମାନ କରୁଛନ୍ତି । ଖାଲି ସେତିକି ନୁହେଁ ଡ଼ିଏଫଓ ଓ ବିଦ୍ୟାଭାରତି ଙ୍କୁ ନେଇ ମୁହାଁ ମୁହିଁ କରାଯିବ । ତେବେ ବନ୍ଧୁଗଣ ସବୁଠୁ ବଡ କଥା ହେଲା ଯେ ଗଜପତି ପୋଲିସ ଯାହା ବି କିଛି ଛାଡି ଗଲା ତାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ।

ତେବେ ବନ୍ଧୁଗଣ ଏହି ସପ୍ତାହ ମଧ୍ୟ ରେ 15 ଜଣ ଙ୍କୁ ଜେରା ହୋଇ ସରିଲାଣି , ତେବେ ଗତ ଦୁଇ ଦିନ ତଳେ ଡାହା ମିଛୁଆ ଡ଼ିଏଫଓ ସଂଗ୍ରାମ କେଶରୀ ଙ୍କୁ କ୍ରାଇମବ୍ରାଞ୍ଚ 3 ଘଣ୍ଟା ଜେରା କରିଥିଲା , ଜେରା କରିବା ପରେ କ୍ରାଇମବ୍ରାଞ୍ଚ ସୂଚନା ଦେଇଥିଲେ ଯେ ଡ଼ିଏଫଓ ଓ ବିଦ୍ୟାଭାରତି ଙ୍କ ଲାଏ ଟେଷ୍ଟ କରାଯିବ ବୋଲି । ତାହେଲେ ସୌମ୍ୟ ଙ୍କ ମୃତ କରିବାର 40 ଦିନ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସମାଧାନ ହୋଇପାରି ନହିଁ ତେବେ ଯେଉଁ ଭଳି ଭାବେ କ୍ରାଇମବ୍ରାଞ୍ଚ ତାର ତଦନ୍ତ ବେସ ଜୋରସୋର ରେ ଚାଲିଛି ଓ ଆଗାମୀ କିଛି ଦିନ ମାନ ଙ୍କ ଭିତରେ ଏହା ରହସ୍ୟ ଜଣା ପଡିଯିବ ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Please follow and like us:
Pin Share

Leave a Reply

Your email address will not be published. Required fields are marked *