ସତ ବାହାରିବା ପାଇଁ ବିଦ୍ୟାଭାରତୀ ଓ DFO ସଂଗ୍ରାମ କେଶରୀଙ୍କର ହେବ ଲାଏ ଡିଟେକସନ ଟେଷ୍ଟ!

ରାଜ୍ୟ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟ ରେ ଗଣମାଧ୍ୟମ ଙ୍କ ଭୂମିକା ବେସ ଗୁରୁତ୍ବପୂର୍ଣ ରହିଛି , ତେବେ ଗଣମାଧ୍ୟମ ଙ୍କୁ ସମସ୍ତେ ସମ୍ମାନ ଦେଉଥିବା ସମୟ ରେ ଡ଼ିଏଫଓ କଣ ପାଇଁ ଗଣମାଧ୍ୟମ କୁ ଅସମ୍ମାନ କରୁଛନ୍ତି । କଣ ସରକାର ଦେଇଥିବା ପାୱାର ନିଶା ରେ ସେ ଏହି ଭଳି କରୁଛନ୍ତି କି ଡ଼ିଏଫଓ କେଶରୀ । ଖାଲି ସେତିକି ନୁହେଁ ଗଣମାଧ୍ୟମ କୁ ନିଜ ଅଧିକାର ପାଠ ପଢାଉଛନ୍ତି ଡ଼ିଏଫଓ କେଶରୀ ।


ହଁ ବନ୍ଧୁ ଗଣମାଧ୍ୟମ କିଛି ପ୍ରଶ୍ନ କରିବା ରୁ ଡ଼ିଏଫଓ କେଶରୀ ନିଜ ପ୍ରତିକ୍ରିୟା ରଖୁଛନ୍ତି ଯେ ନ କହିବା ମୋ ଅଧିକାର , ହଁ ବନ୍ଧୁ ଗଣମାଧ୍ୟମ ପ୍ରଶ୍ନ କରିଥିଲେ ଯେ ମୃତ ଏସିଏଫ ସୌମ୍ୟ ରଞ୍ଜନ ଙ୍କ ମୃତୁ କାଳୀନ ଜମାନବନ୍ଦୀ ଲେଖା ସମୟ ରେ ମୁଁ ନଥିଲି ଓ ଏହା ପରେ କହିଥିଲେ ଯେ ମୁଁ କିଛି ବି କହି ପାରିବି ନହିଁ ଯାହା ପଚାରିବାର ଅଛି କ୍ରାଇମବ୍ରାଞ୍ଚ କୁ ପଚାରନ୍ତୁ ଓ ଶେଷ ରେ କହିଥିଲେ ଯେ କିଛି ନ କହିବା ହଉଛି ମୋ ଅଧିକାର ।

ତେବେ ବନ୍ଧୁଗଣ କ୍ରାଇମବ୍ରାଞ୍ଚ ଡ଼ିଏସପି କହିଛନ୍ତି ଯେ ସୌମ୍ଯା ଙ୍କ ମୃତ୍ୟୁ କାଳୀନ ଜମାନବନ୍ଦି ଲେଖା ହେଉଥିବା ସମୟ ରେ ସେ ଉପସ୍ଥିତ ଥିଲେ କିନ୍ତୁ କଣ ଲେଖା ହେଉଛି ସେ ଜାଣି ନାହାଁନ୍ତି ବୋଲି କ୍ରାଇମବ୍ରାଞ୍ଚ ଙ୍କୁ କହିଥିଲେ । ତାହେଲେ କଣ ପାଇଁ ଡାହା ମିଛୁଆ ଡ଼ିଏଫଓ ଗଣ ମାଧ୍ୟମ କୁ ମିଛ କହି କ୍ରାଇମବ୍ରାଞ୍ଚ ଆଗ ରେ ସତ ମାଣିଛନ୍ତି ଯେ ସେ ସେଠାରେ ଉପସ୍ଥିତ ଥିଲେ । ତାହେଲେ ବନ୍ଧୁଗଣ ସବୁଠାରୁ ବଡ କଥା ହେଲା ଯେ କଣ ପାଇଁ ମୃତ ସୌମ୍ୟ ଙ୍କ ମୃତ୍ୟୁ କାଳୀନ ଜମାନବନ୍ଦୀ ଲେଖା ହାଉ ଥିବା ସମୟ ରେ ସୌମ୍ୟ ଙ୍କ ପରିବାର ଲୋକ ଙ୍କ ଉପସ୍ଥିତ ବଦଳ ରେ ସେଠାରେ ଡ଼ିଏଫଓ କଣ କରୁଥିଲେ । ଯଦି ଥିଲେ ଗଣ ମାଧ୍ୟମ ଙ୍କୁ କଣ ପାଇଁ ମିଛ କହିଲେ ଡାହା ମିଛୁଆ ସଂଗ୍ରାମ କେଶରୀ ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Please follow and like us:
Pin Share

Leave a Reply

Your email address will not be published. Required fields are marked *