ACF ସୌମ୍ୟ ମୃ-ତ୍ୟୁ ମାମଲାର ଗୁମର ଫିଟୁଛି, OIC ମମତା ପଣ୍ଡାଙ୍କୁ ତିନି ଘଣ୍ଟା ମାରାଥନ ଜେରା ପରେ ସବୁ ସତ କହିଲେ ମମତା!

ରାଜ୍ୟ

ଦର୍ଶକ ବନ୍ଧୁ ମୃତ ସୌମ୍ୟ ଙ୍କ ମୃତ୍ୟୁ ହବା ର 39 ଦିନ ହୋଇଥିଲେ ମଧ୍ୟ ମୃ-ତ୍ୟୁ ପଛ ର ରହସ୍ୟ ଏ ପର୍ଯ୍ୟନ୍ତ ଜଣା ପଡି ନହିଁ , ସେଥିପାଇଁ ଗତ କିଛି ଦିନ ହେଲା କ୍ରାଇମବ୍ରାଞ୍ଚ ତାର ତଦନ୍ତ ଆରମ୍ଭ କରିଛି ଓ ଏହି ତଦନ୍ତ ଯେଉଁ ଭଳି ଭାବେ ହଉଛି ତାହା କମ ଦିନ ମଧ୍ୟ ରେ ଜଣା ପଡିଯିବ ଯେ ମୃ-ତ ପଛ ରେ ଥିବା ରହସ୍ୟ ଟି କଣ ।

ତେବେ ବନ୍ଧୁଗଣ ଗତ କାଲି କ୍ରାଇମବ୍ରାଞ୍ଚ, ଓଆଇସି ମମତା ପଣ୍ଡା ଙ୍କୁ ଜେରା କରଯାଇଥିଲା , ତେବେ ବନ୍ଧୁଗଣ ଏହି ଓଆଇସି ମମତା ପଣ୍ଡା ହଉଛନ୍ତି ସେହି ଲେଡି ପୋଲିସ ଯାହାଙ୍କୁ ସୌମ୍ୟ ଙ୍କ ପୋ-ଡି ଯାଇଥିବାର ଖବର ପ୍ରଥମେ ଦିଆଯାଇଥିଲା ଓ ଏହି କଥା ଶୁଣିବା ପରେ ନିଜ ଥାନା ଅଧୀନ ରେ ନ ଆସୁଥିବା ସ୍ଥାନ ରେ ପହଞ୍ଚିଥିଲେ ଓ ତା ପୁଣି ରାତିରେ , ତାହେଲେ ସେଠାକୁ ଯିବା ପାଇଁ ତାଙ୍କୁ ଅନୁମତି କିଏ ଦେଇଥିଲା ।

ମୃ-ତ ସୌମ୍ୟ ଙ୍କ ଆମ୍ବୁଲାନ୍ସ ମଧ୍ୟ ଏହି ଓଆଇସି ମମତା ପଣ୍ଡା ରଖିଥିଲେ , ତେବେ ସେ ଦିନ ରାତି ରେ କଣ ପାଇଁ ନିଜ ୟୁନିଫର୍ମ ରେ ଯାଇଥିଲେ ମମତା ପଣ୍ଡା । ତେବେ ବନ୍ଧୁଗଣ ଏହି ଓଆଇସି ମମତା ପଣ୍ଡା ଏହି କେସ ଅନ୍ତର୍ଭୁକ୍ତ ଅଛନ୍ତି କାରଣ ସେ ସଦା ସର୍ବଦା ଗଣ ମାଧ୍ୟମ ନିକଟ ରେ କିଛି ବି କହୁ ନାହାଁନ୍ତି । ଗଣ ମାଧ୍ୟମ ଦେଖିଲେ ସେ କିଛି ବି ନ କହି ଚାଲି ଯାଉଛନ୍ତି । ତେବେ ଦେଖାଯାଉ କ୍ରାଇମ ବ୍ରାଞ୍ଚ ତଥ୍ୟ ସବୁ ରଖିକି ତାର ତଦନ୍ତ ଆରମ୍ଭ ବେସ ଜୋର ସୋର କରିଛି । ବନ୍ଧୁଗଣ ଏପଟେ ସୌମ୍ୟ ଙ୍କ ଭାଇ ରଞ୍ଜନ କହିଛନ୍ତି ବିଦ୍ୟାଭାରତୀ ଙ୍କ ସହ ଓଆଇସି ମମତା ପଣ୍ଡା ଏଠି ରେ ଅନ୍ତର୍ଭୁକ୍ତ ଅଛନ୍ତି ଓ ତାଙ୍କୁ ଏଥିରେ ସହଯୋଗ କରୁଛନ୍ତି ଆଇଆଇସି ବିବେକା ନନ୍ଦ ସ୍ଵାଇଁ ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Please follow and like us:
Pin Share

Leave a Reply

Your email address will not be published. Required fields are marked *