ମାଳିକା କରିଲା ବଡ ଭବିଷ୍ୟବାଣୀ – ଭାଙ୍ଗିଯିବ ହୀରାକୁଦ ବନ୍ଧ, ଜାଣନ୍ତୁ କେବେ ହେବ

ମାଳିକା

ଦର୍ଶକ ବନ୍ଧୁ ମାଲିକ ରେ ଉଲ୍ଲେଖ ଅଛି ଦିନେ ନା ଦିନେ ଓଡ଼ିଶା ର ହୀରାକୁଦ ଭାଙ୍ଗିବ ଓ ଏହାକୁ ମହା ପୁରୁଷ ମାନେ ୬୦୦ ବର୍ଷ ପୂର୍ବେ ଉଲ୍ଲେଖ କରିଥିଲେ । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ମାଲିକ ରେ ବର୍ଣିତ ହୋଇଥିବା ସମସ୍ତ କଥା ଗୋଟେ ଗୋଟେ କରି ସତ ହଉଛି । ଠିକ ସେହିଭଳି ହୀରାକୁଦ ଭାଙ୍ଗିବ ସାତ ନଦୀ ଏକାଠି ହୋଇବେ ଓ ପରେ ରତ୍ନ ସିଂହାସନ କୁ ସ୍ପର୍ଶ କରିବା ସହ ଗଉଡ କୁ ସ୍ପର୍ଶ କରିବ ଓ ୨୨ ପାହାଚ ମୀନ ଖେଳିବ ।


ହଁ ବନ୍ଧୁ ଏହା ଆମେ କହନୁ ମାଳିକା ରେ ବର୍ଣିତ ଥିବା କଥା ଟି କହୁଛୁ , ଏହି କଥା ଟି ମାଳିକା ର ମହଗୁପ୍ତ ପଦ୍ମ କଳ୍ପ ରେ ଉଲ୍ଲେଖ ଅଛି ଓ ଏହା କୁ ଲେଖିଛନ୍ତି ଶ୍ରୀ ଅଚ୍ୟୁତ ଯେ ଓଡ଼ିଶା ରେ ଥିବା ବଡ ବନ୍ଧ ଟି ଭାଙ୍ଗିବ ଓ ବଡ ବଡ ବନ୍ୟା ଆସିବ ସବୁ ଭସାଇ ନବ ଓ ୭ ତା ସମୁଦ୍ର ଏକାଠି ହୋଇବେ ।

ହଁ ବନ୍ଧୁ ଏହି କଥା ଟି ଆପଣ ମାନେ ଶୁଣିବା ପରେ ଡରନ୍ତୁ ନହିଁ କାରଣ ଏହା ଆପଣ କୁ ସତର୍କ କରାଇ ଦିଆଯାଉଛି ଓ ଦୁନିଆ ରେ ଯେଉଁଭଳି ଭାବେ ପା-ପ,ଅନ୍ୟାୟ,ଗୋ ହ-ତ୍ୟା ହଉଛି ସେଥିପାଇଁ ଦିନେ ଦିନେ ଏହା ଆସିବ । ଯଦି ବର୍ତ୍ତମାନ ସମୟ ଠୁ ଆପଣ ମାନେ ଅ-ନ୍ୟା-ୟ ,ପା-ପ ,ଗୋ-ହ-ତ୍ୟା ଠାରୁ ଦୂରେଇ ଯିବେ ତାହେଲେ ନିଶ୍ଚୟ ଏହି ବିପଦ ଆଗାମୀ ଦିନ କୁ ନୁହେଁ ବରଂ କେବେ ବି ଆସିବ ନହିଁ ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *