ଆଫଗାନିସ୍ତାନ ରେ ଝିଅଙ୍କ ପାଇଁ ତାଲିବାନ ର ୧୫ଟି ନୂଆ ନିୟମ, ଶୁଣିଲେ ମୁଣ୍ଡ ଘୁରେଇ ଦେବ

ଖବର

ପୁଣି ଫେରିଛି ତାଲିବାନ ଶାସନ , ଏହି ଶାସନ ଭୟ ରେ ଆଫଗାନସ୍ଥାନ , ତେବେ ବନ୍ଧୁଗଣ ଦୀର୍ଘ 20 ବର୍ଷ ପରେ ନିଜ କ୍ଷମତା କୁ ଫେରିଛି ତାଲିବାନ । ଆଫଗାନିଷ୍ଠାନ ରେ ତାଲିବାନ ଫେରିବା ପରେ ସେମାନ ଙ୍କ ମନ ରେ ପୁଣି ସେହି 20 ବର୍ଷ ତଳ ର ଭୟ ଫେରିଛି । ତାଲିବାନ ର ନିୟମ ଓ ଦଣ୍ଡ ବିଷୟ ରେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ତାହେଲେ ଆଜି ଆମେ ଏହି ଆଇନ ବିଷୟ ରେ ଜାଣିବା ।


ତାଲିବାନ ଶାସନ ଅନୁଯାୟୀ ଦେଶ ରେ ମହିଳା ମାନେ ବିନା ବୁର୍ଖା ରେ ଘରୁ ବାହାରି ପାରିବେ ନହିଁ ଓ ଘରୁ ବାହାରିଲେ ସେମାନ ଙ୍କ ସାଙ୍ଗ ରେ ପୁରୁଷ ରହିବେ ଯଦି ଏହି ନିୟମ ଟି କୁ କେହି ବି ନ ମାନନ୍ତି ତାହେଲେ ତାଙ୍କୁ ମୃ-ତ୍ୟୁ ଦଣ୍ଡ ଦିଆଯିବ । ଏହି ଆଇନ ରେ ମହିଳା ମାନେ ନିଜ ଘର ର ଛାତ ଓ  ବାଳକୁଣୀ ଆସିପାରିବେ ନହିଁ । ତେବେ ଚାଲୁଥିବା ର ଶବ୍ଦ ନ ସୁବିବା ପାଇଁ ମହିଳା ମାନେ ହାଇ ହିଲ୍ଲ ପିନ୍ଧିବା ମନା ।


ଏହି ଆଇନ ରେ ସର୍ବ ସମ୍ମୁଖ ରେ ଉଚ୍ଚ ସ୍ଵର ରେ କେହି ବି କଥା ହୋଇ ପାରିବେ ନହିଁ , 12 ବର୍ଷ ରୁ ଉର୍ଦ୍ଧ କନ୍ୟା ମାନ ଙ୍କୁ ତାଲିବାନ ର ସଂଘଠନ ର ସଦସ୍ୟ ମାନ ଙ୍କ ସହିତ ବିବାହ କରିବାକୁ ପଡିଥାଏ । ଏମିତି କି 45 ବର୍ଷ ରୁ କମ ମହିଳା ଙ୍କ ଏହି ସଂଘଠନ ର ସଦସ୍ୟ ଙ୍କୁ ବିବାହ କରିବା ପାଇଁ ବାଧ୍ୟ କରାଯାଇଥାଏ । ଏହି ଆଇନ ରେ ରେ ଝିଅ ପିଲା ଙ୍କୁ ପାଠ ପଢିବା ପାଇଁ ଅନୁମତି ନହିଁ । ପୁରୁଷ ମାନେ ନିଜ ଧାଡି କାଟି ପରିବେ ନହିଁ ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *