ACF ସୌମ୍ୟଙ୍କ ମୃ-ତ୍ୟୁ ରହସ୍ୟ ଉପରୁ ଧିରେ ଉଠୁଛି ପରଦା, ଆଇଆଇସି ସବୁ ପ୍ରମାଣ ନଷ୍ଟ କରିଦେଲେ, ତାଙ୍କ ଡ଼ିଏଫଓ ଙ୍କ ସହ ହୋଇଥିଲା ଡିଲ!

ରାଜ୍ୟ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ମୃତ ପାରଳାଖେମୁଣ୍ଡି ଏସିଏଫ ମୃତ୍ୟୁ କୁ ନେଇ କଣ କହିଛନ୍ତି ତାଙ୍କ ବାପା ଆସନ୍ତୁ ଜାଣିବା , ମୃତ ଏସିଏଫ ଙ୍କ ବାପା କହିଛନ୍ତି ଯେ ଯେଉଁ ଭଳି ଭାବେ ପୋଲିସ 32 ଦିନ ଯାଏ ତାର ତଦନ୍ତ କରି ସବୁ ପ୍ରମାଣ ନଷ୍ଟ କରିଦେଲା , ହଁ ବନ୍ଧୁ ଆଇଆଇସି ବିବେକ ନନ୍ଦ ସ୍ଵାଇଁ ସବୁ ପ୍ରମାଣ ନଷ୍ଟ କରିଦେଇଛନ୍ତି କେବଳ ଡିଏଫଓ ଓ ସରକାର ଙ୍କୁ ବଞ୍ଚାଇବା ପାଇଁ । ଖାଲି ସେତିକି ନୁହେଁ ବନ୍ଧୁ ସେ ଆହୁରି କହିଛନ୍ତି ଯେ ମଜେଷ୍ଟର ସେ ଘର ଓ ତାର ଅଫିସ ସିଲ କରିନଥିଲେ ଓ ଏହାର ଚାବି ଡିଏଫଓ ଙ୍କ ପାଖ ରେ ଥିଲା ।

ତେବେ ବନ୍ଧୁଗଣ ରଥଯାତ୍ରା ଦିନ ଏସିଏଫ ଙ୍କ ମୃତ୍ୟୁ ହୋଇଥିଲା , ତେବେ ମୃତ୍ୟୁ ପୂର୍ବ ରୁ ଡିଏଫଓ ଜିଲ୍ଲାପାଳ ଙ୍କ ଠାରୁ ଅନୁମତି ଆଣି ଭୋଜି ଦେଇଥିଲେ ଓ ଏହି ହୋଜି ଏସେଫ ସୌମ୍ଯା ରଞ୍ଜନ ମଧ୍ୟ ଥିଲେ ଓ ତେବେ ଡିଏଫଓ ସୌମ୍ଯରଞ୍ଜନ ଙ୍କୁ ମା-ରି-ଛ-ନ୍ତି ବୋଲି ତାଙ୍କ ବାପା କହିଛନ୍ତି । ଖାଲି ସେତିକି ନୁହେଁ ଡିଏଫଓ ଓ ବିଦ୍ୟାଭାରତି ଙ୍କ ଅ-ନୈ-ତି-କ ସମ୍ପର୍କ ଥିଲା ବୋଲି ସୌମ୍ୟ ରଞ୍ଜନ ଜାଣିଥିଲେ ଓ ସେ ଡିଏଫଓ ଙ୍କ ବିଷୟ ରେ ବହୁ ଦୁର୍ନତି ବିଷୟ ରେ ଜାଣିଥିଲେ ଓ ସେଥିପାଇଁ ଡିଏଫଓ ଏହି କୁ କାର୍ଯ୍ୟ କରିଛନ୍ତି ବୋଲି ଜଣା ପଡିଛି ।


ସେଥିପାଇଁ ତାଙ୍କ ବାପା କହିଛନ୍ତି କ୍ରାଇମବ୍ରାଞ୍ଚ ତଦନ୍ତ ରେ ଜିଲ୍ଲାପାଳ ଓ କ୍ଲିନିଚିଟ ଦେଇଥିବା ଏସିପି ଓ ମମତା ପଣ୍ଡା ଯିଏ କି ଆମ୍ବୁଲାନ୍ସ କୁ ଅଧ ଘଣ୍ଟା ରଖିଥିଲେ , ଏମାନ ଙ୍କୁ ନେଇ ତଦନ୍ତ କରାଯାଉ । ତେବେ ବନ୍ଧୁଗଣ ମୃ-ତ ସୌମ୍ୟ ରଞ୍ଜନ ଦୁଇ ଟି ଟ୍ରକ ସିଜ କରିଥିଲେ ଓ ଏହି ଟ୍ରକ ରେ ଚନ୍ଦନ କାଠ ଭର୍ତ୍ତି ହୋଇଥିଲା , ତାହେଲେ ସିଜ ହବ ପରେ ଡିଏଫଓ ଏହି ଟ୍ରକ ଟି କୁ ରିଲିଜ କରିଦେଲେ , ତେବେ ଏଥିରୁ ସ୍ପଷ୍ଟ ଭାବେ ଜଣା ପଡୁଛି ଡିଏଫଓ ବହୁ ଜଙ୍ଗଲ ମଫିଆ ଙ୍କ ସହ ଲିଙ୍କ ଥିଲା । ଡିଏଫଓ ଙ୍କ ପଛ ରେ କିଛି ମନ୍ତ୍ରୀ ସାମିଲ ଅଛନ୍ତି ବୋଲି ସ୍ପଷ୍ଟ ଜଣା ପଡୁଛି ଓ ଏହି କଥା ତାଙ୍କ ବାପା କହିବ ପରେ କ୍ରାଇମବ୍ରାଞ୍ଚ ଏମାନ ଙ୍କୁ ତଦନ୍ତ କରୁ ବୋଲି ସେ କହିଛନ୍ତି ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Please follow and like us:
Pin Share

Leave a Reply

Your email address will not be published. Required fields are marked *