ବିଳମ୍ବିତ ରାତିରେ ଅନୁଭବ (Anubhav) ତାଙ୍କର ସୋସିଆଲ ମିଡିଆରେ ନିଜର ଖୋ-ଲା ଦେ-ହ ଦେଖାଇ ଏକ ପୋଷ୍ଟ କରିଲେ ପ୍ରକୃତି ମିଶ୍ର (Prakruti) ଏମିତି କିଛି କହିଲେ… ଶୁଣିଲେ ଆଶ୍ଚର୍ଯ୍ୟ ହେବେ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆମ ଓଡିଆ ଇଣ୍ଡଷ୍ଟ୍ରୀ ସୁପର ଷ୍ଟାର ଅନୁଭବ ମହାନ୍ତି ଯିଏ କି ବର୍ତ୍ତମାନ ସମୟ ରେ କେନ୍ଦ୍ରାପଡ଼ା ର ସାଂସଦ ଅଟନ୍ତି , ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଅଭିନେତା ଜଣକ ସୋସିଆଲ ମିଡିଆ ରେ ନିଜର ପ୍ରଶଂସକ ପାଇଁ ବେସ ସକ୍ରିୟ ଥାନ୍ତି । ସୋସିଆଲ ମିଡିଆ କିଛି ନା କିଛି ଫଟୋ ହଉ ବା ଭିଡିଓ ନିଜ ପ୍ରଶଂସକ ପାଇଁ ପୋଷ୍ଟ କରିଥାନ୍ତି , ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଅନୁଭବ ଏନକେ ଏକ ଫଟୋ ସୋସିଆଲ ମିଡିଆ ରେ ବେସ ଚର୍ଚା ର ବିଷୟ ପାଲଟିଛି ।


ହଁ ବନ୍ଧୁ ସଂସଦ ଅଧିବେସନ ସାରିବା ପରେ ଅନୁଭବ ବର୍ତ୍ତମାନ ବିଶ୍ରାମ ନଉଛନ୍ତି , ଏହି ବିଶ୍ରାମ କରୁଥିବା ସମୟ ରେ ସେ ଏକ ଫଟୋ ପୋଷ୍ଟ କରିଥିଲେ ଓ ଫଟୋ ଉପରେ କିଛି ଲେଖିଥିଲେ । ତେବେ ବନ୍ଧୁଗଣ ଏହି ଫଟୋ କୁ ନେଇ ତାଙ୍କର ବହୁ ପ୍ରଶଂସକ ପସନ୍ଦ କରିଥିବା ସମୟ ରେ ବହୁ ବ୍ୟକ୍ତି ଅନୁଭବ ଙ୍କୁ କଟାକ୍ଷ କଥା କହିଛନ୍ତି । ତାହେଲେ ଆସନ୍ତୁ ଜାଣିବା ଅନୁଭବ ମହାନ୍ତି କେଉଁ ଫଟୋ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ଛାଡିଛନ୍ତି ଜାଣିବା ।

ବନ୍ଧୁଗଣ ଆପଣ ମାନେ ଏହି ଫଟୋ କୁ ନିଶ୍ଚୟ ଦେଖିପାରୁଥିବେ ଓ ଏହି ଫଟୋ ରେ ଅଭିନେତା ଅନୁଭବ ଫୁ-ଙ୍ଗୁ-ଲା ଫଟୋ ଛାଡିଛନ୍ତି ଓ ଏହି ଫଟୋ ରେ କେବଳ ତାଙ୍କ ଉପର ଭାଗ ଶ-ରୀ-ର ଦେଖାଯାଉଛି । ଏହି ଫଟୋ ଟି ସେୟାର କରିବା ସହିତ ଉପରେ ଲେଖିଥିଲେ ସ୍ଵପ୍ନ ଓ ବାସ୍ତବିକ ଭୟବିତ ହେଉଛନ୍ତି କି , ଆରମ କରନ୍ତୁ ,ଯଦି ଆପଣ ସ୍ଵପ୍ନ ଦେଖିପାରିବେ ତ ସେହି ସ୍ଵପ୍ନ କୁ ମଧ୍ୟ ପୁରା କରିପାରିବେ । ଯେତେ କଥିବ କାର୍ଯ୍ୟ ହୋଇଥିଲେ ମଧ୍ୟ ତାକୁ ଭୟ ନ କରି ଏଟିଏମ ବିଶ୍ବାସ ସହ ସାମ୍ନା କରନ୍ତୁ ।

ବନ୍ଧୁଗଣ ଏହି ଗୋଟିଏ ଫଟୋ କୁ ସେ ତାଙ୍କ ଫେସବୁକ ,ଇନଷ୍ଟାଗ୍ରାମ ରେ ପୋଷ୍ଟ କରିଥିଲେ । ଏହି ଫଟୋ କୁ ଦେଖି ଓଡିଆ ଇଣ୍ଡଷ୍ଟ୍ରି ର ଅଭିନେତ୍ରୀ ପ୍ରକୃତି ମିଶ୍ର ତାଙ୍କ ପ୍ରତିକ୍ରିୟା ରଖି ଲେଖିଥିଲେ ଯେ ସୋ କ୍ୟୁଟ ସହ ଏକ ପ୍ରେମ ଏମୋଜି ଦେଇଥିଲେ । ତେବେ ଏହି ଫଟୋ କି ଦେଖି କେନ୍ଦ୍ରପଡା ର କିଛି ବ୍ୟକ୍ତି କଟାକ୍ଷ କଥା କହି କହିଥିଲେ ଯେ ଆମେ ଏଥିପାଇଁ ଆପଣ ଙ୍କୁ ଭୋଟ ଦେଇଥିଲୁ ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *