କଣ ସତରେ Bachpan Ka Pyaar ଭାଇରାଲ ବୟ Sahadev ଙ୍କୁ ମିଳିଲା ୨୩ ଲକ୍ଷ ଟଙ୍କା କାର ?

ମନୋରଞ୍ଜନ

ଦର୍ଶକ ବନ୍ଧୁ ବଚପନ କା ପ୍ୟାର ଗୀତ ଗାଇଥିବା ସହଦେବ ରାତାରାତି ଭାଇରାଲ ହୋଇଯାଇଥିଲେ , ତେବେ ବନ୍ଧୁଗାଁ ସହଦେବ ଡିରଡୋ ବଲିଉଡ ର ବାରସା ଏବଂ ଆସ୍ଥା ଗିଲ ଙ୍କ ସହ ଏହି ଗୀତ କୁ ନେଇ ଏକ ଆଲବମ ଗୀତ ବାହାର କଲେ ଓ ଏହି ଗୀତ ଟି ର ନାମ ରଖାଗଲା ବଚପନ କା ପ୍ୟାର । ତେବେ ବନ୍ଧୁଗଣ ସହଦେବ ଙ୍କୁ ନେଇ ବହୁ ଖବର ଦେଖିବାକୁ ମିଳୁଛି ସୋସିଆଲ ମିଡ଼ିଆ ରେ , ହଁ ବନ୍ଧୁ ବର୍ତ୍ତମାନ ସମୟ ରେ ସେହିଭଳି ଏକ ଖବର ଭାଇରାଲ ହବା ରେ ଲାଗିଛି ଯେ ସହଦେବ ଙ୍କୁ ଏକ 27 ଲକ୍ଷ ଟଙ୍କା ର କାର ଉପହାର ମିଳିଛି । ତେବେ ଏହି ଘଟଣା ପଛ ରେ କଣ ରହିଛି ରହସ୍ୟ ଆସନ୍ତୁ ଜାଣିବା ।


ତେବେ ବନ୍ଧୁଗଣ ଏହି ଭାଇରାଲ ବୟେ ସହଦେବ ଙ୍କ ଗୀତ ଶୁଣି ବଲିଉଡ ରାପର ତାଙ୍କୁ ଫୋନ କରି ଏହି ଗୀତ ରେ ଏକ ଆଲବମ ଗୀତ କରି ତାଙ୍କୁ ଅଫର ଦେଲେ ଓ ଏହି ଗୀତ ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ବେଶ ଭାଇରାଲ ହବା ରେ ଲାଗିଛି । ଛତିଶଗଡ଼ ର ସହଦେବ ଙ୍କୁ ବହୁତ ସମ୍ମାନ ମିଳିଲା ଓ ଛତିଶଗଡ଼ ର ମୁଖ୍ୟମନ୍ତ୍ରୀ ସହଦେବ ଙ୍କୁ ବହୁତ ସମ୍ମାନ ଜଣାଇଲେ । ତେବେ ବନ୍ଧୁଗଣ ବର୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ଏକ ଖବର ଭାଇରାଲ ହବା କୁ ଲାଗିଛି ଯେ ଏମେଜି ହେକ୍ଟା ତରଫ ରୁ ସହଦେବ ଙ୍କୁ ଏକ କାର ଉପହାର ମିଳିଛି ବୋଲି ,

ଦର୍ଶକ ବନ୍ଧୁ ଏହି କଥା ଟି ଅତ୍ୟନ୍ତ ମିଥ୍ୟା ଅଟେ , ସତ ଏହା ଯେ ସହଦେବ ଏମଜି ହେକ୍ଟା କୁ ମୁଖ୍ୟ ଅତିଥି ଭାବେ ଯାଇଥିଲେ ଓ ଏଥିପାଇଁ କମ୍ପାନୀ ତାଙ୍କୁ 21 ହଜାର ଟଙ୍କା ଦେଇଥିଲେ ।।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Please follow and like us:

Leave a Reply

Your email address will not be published. Required fields are marked *