ଏବେ ବି ସାରଥି ବାବାଙ୍କୁ ପୂଜା କରୁଛନ୍ତି ଲୋକ, ଦେଖନ୍ତୁ ଭିଡିଓ – କେମିତି ସାରଥି ବାବାଙ୍କ ପାଦରୁ ମହୁ ଓ ବିଭୁତି ବାହାରୁଛି,

ରାଜ୍ୟ

ଦର୍ଶକ ବନ୍ଧୁ ଏହି ଆଧୁନିକ ଯୁଗ ର ମଣିଷ କୁ ଏହି ଦୁନିଆ ରେ ଯେତେବି ପ୍ରମାଣ ଦେଖାଇଲେ ମଧ୍ୟ ସେ ପ୍ରମାଣ କୁ ଖାତିର ନ କରି ନିଜ ବିଶ୍ଵାସଃ କୁ ମାନି ଥାଏ , ହଁ ବନ୍ଧୁ ତାର ସେହି ବିଶ୍ଵାସ ସମାଜ ପାଇଁ ଖରାପ ହୋଇଥିଲେ ମଧ୍ୟ ସେ ସମାଜ କୁ ଖାତିର କରି ନଥାଏ ଓ ନିଜ ମନ ଇଚ୍ଛା କାମ କରିଥାଏ । ତେବେ ବନ୍ଧୁଗଣ ଆମେ କିଛି ଭକ୍ତ ବିଷୟ ରେ କହୁଛୁ ଓ ଏହି ଭକ୍ତ ଭଗବାନ ହଉଛନ୍ତି ସାରଥି , ଯିଏ କି ନିଜ କୁ କାର୍ଯ୍ୟ କରୁଥିବା ସମୟ ରେ ଧରା ପଡିଗଲା ଓ ପୋଲିସ ଆଗରେ ମଧ୍ୟ ସବୁ ସତ କଥା କହିଥିଲା ଓ ତାର ସମତ କଥା କୁ ନେଇ ମଧ୍ୟ କ୍ଷୁଦ୍ର କ୍ଷୁଦ୍ର ଚଳଚିତ୍ର ହୋଇଥିଲା ।


ତେବେ ବନ୍ଧୁଗଣ ଆଜି ଆମେ ଏହି ସାରଥି ଙ୍କ ବିଷୟ ରେ କହିବା ର କାରଣ ହେଉଛି ଯେ ପୁଣି ଆଉ କିଛି ଭକ୍ତ କହିଛନ୍ତି ଯେ ସାରଥି ତାଙ୍କ ଘରେ ମହୁ ଝରାଉଛନ୍ତି ଓ ବିଭୁତି ମଧ୍ୟ ସାରଥି ଙ୍କ ଫଟୋ ରୁ ବାହାରୁଛି ବୋଲି ଜଣେ ଭକ୍ତ କହିଛନ୍ତି । ବନ୍ଧୁଗଣ ଏହି ଭକ୍ତ ଜଣକ କେନ୍ଦ୍ରାପଡ଼ା ରେ ନୁହଁନ୍ତି ଢେଙ୍କାନାଳ ଜିଲ୍ଲା ର ପରଜଙ୍ଗ ଖଳିବାହାଲ ଗାଁ ରେ କିକଚି ସାରଥି ଙ୍କ ଭକ୍ତ କହିଛନ୍ତି । ତେବେ ସେଠାକୁ ଅନୁଗୁଳ,ତାଳଚେର,ବାଲେଶ୍ବର ଭଳି ଜିଲ୍ଲା ରୁ ଲୋକ ଆସୁଛନ୍ତି ଦେଖିବା ପାଇଁ ।


ସେଠାକାର ସୁକାନ୍ତ ନାମକ ବ୍ୟକ୍ତି ଯିଏ ସାରଥି ଙ୍କ ଭକ୍ତ ଅଟନ୍ତି ସିଏ କହିଛନ୍ତି ଯେ ସାରଥି ଆସି ତାଙ୍କ ପ୍ରସାଦ ଖାଉଛି ଓ ସେଠାକାର ସାରଥି ଙ୍କ ଆଉ ଜଣେ ଭକ୍ତ ଯାହାଙ୍କ ନାମ ରହିଛି ଗାୟତ୍ରୀ ନାଥଶର୍ମା କହିଛନ୍ତି ହେ ଏଠାରେ ଆମ ଗଙ୍ଗା ଲୀଳା ଚାଲିଛି ଓ ବିଭୁତି ଲୀଳା ଚାଲିଛି ଓ ଫଟୋ ରୁ ମଧ୍ୟ ମହୁ ଝରୁଛି । ତେବେ ବନ୍ଧୁଗଣ ଏହି ଭକ୍ତ ଙ୍କୁ ବୁଝେଇବ କିଏ , ସେମାନେ ଏତେସାରା ପ୍ରମାଣ ଦେଖିଲେ ମଧ୍ୟ ସାରଥି ବାବା ଙ୍କୁ ଭଗବାନ ବୋଲି ମାନୁଛନ୍ତି ।।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Please follow and like us:
Pin Share

Leave a Reply

Your email address will not be published. Required fields are marked *