ଗୁରୁବାର ଦିନ ଏହି ୫ଟି କାମ ନିଶ୍ଚୟ କରନ୍ତୁ ଧନର ବର୍ଷା ହେବ

ଜୀବନଚର୍ଯ୍ୟା

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଛନ୍ତି ଗୁରୁବାର ଦିନ ହେଉଛି ଶୁଭବାର କାରଣ ଏହି ଗୁରୁବାର ଦିନ ଟି ଲକ୍ଷ୍ମୀ ନାରାୟଣ ଙ୍କ ସହ ଜଡ଼ିତ ଥାଏ ଓ ଏହି ଦିନ ଲକ୍ଷ୍ମୀ ନାରାୟଣ ଙ୍କୁ ପୂଜା କରିବା ଦ୍ବାରା ମନସ୍କାମନା ପୁରାଣ ହୋଇଥାଏ । ବନ୍ଧୁଗଣ ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନ ଙ୍କ ପାଖ ରେ ଟଙ୍କା ଯେତେ ଶୀଘ୍ର ଆସିଥାଏ ଓ ସେତେଶୀଘ୍ର ଖର୍ଚ୍ଚ ହୋଇଯାଇଥାଏ , ଏହିଭଳି ବ୍ୟକ୍ତି ପାଖ ରେ ମା ଲକ୍ଷ୍ମୀ ଙ୍କ କୃପା ନଥାଏ । ଯାହା ପାଖ ରେ ମା ଲକ୍ଷ୍ମୀ ଙ୍କ କୃପା ରହିଥାଏ ତାହେଲେ ତା ପାଖ ରେ ଟଙ୍କା ର ଅଭାବ ରୁହେନାହିଁ ଓ ଧନ ,ସମ୍ପତ୍ତି ବଢିବାରେ ଲାଗିଥାଏ ।

ତାହେଲେ ଆଜି ଆମେ ଜାଣିବା ଯେ ଗୁରୁବାର ଦିନ କେଉଁ ନିୟମ ଓ କେଉଁ କାମ କରିବା ଦ୍ବାରା ଆର୍ଥିକ ସମସ୍ଯା ଦୂର ହୋଇଥାଏ ଜାଣିବା ଓ ଧନ ର ଅଭାବ ହୋଇନଥାଏ । ତାହେଲେ ଆସନ୍ତୁ ଏହି ନିୟମ ବିଷୟ ରେ ଜାଣିବା

୧- ସବୁଦିନ ଗୁରୁବାର ଦିନ ବ୍ରହ୍ମ ମୂହୁର୍ତ୍ତ ରେ ସ୍ନାନ କରିବା କାରଣ ବ୍ରହ୍ମ ମୂହୁର୍ତ୍ତ ଅତ୍ୟନ୍ତ ଶୁଭଦାୟକ ହୋଇଥାଏ ଓ ସ୍ନାନ ସମୟ ରେ ଜଳ ରେ ଟିକେ ଗଙ୍ଗା ପାଣି ମିଶାନ୍ତୁ । ସ୍ନାନ କରିବା ସମୟ ରେ ଓମ ବୃହସ୍ପତୀୟ ନମଃ ମନ୍ତ୍ର ଟି ଉଚ୍ଚାରଣ କରନ୍ତୁ । ଏହି ବ୍ରହ୍ମ ମୂହୁର୍ତ୍ତ ର ସାମୌ ରାତି ୪ ଟାରୁ ଆରମ୍ଭ କରି ସୂର୍ଯ୍ୟ ଉଦୟ ପର୍ଯ୍ୟନ୍ତ ରହିଥାଏ ।


୨- ପ୍ରତ୍ଯେକ ଗୁରୁବାର ଦିନ ଲକ୍ଷ୍ମୀନାରାୟଣ ଙ୍କୁ ପୂଜା କରନ୍ତୁ ଯାହାଫଳ ରେ ଆର୍ଥିକ ସଙ୍କଟ ଦୂର ହୋଇଥାଏ ।

୩ -ଗୁରୁବାର ଦିନ ଆପଣ ହଳଦିଆ ରଙ୍ଗ ର ବସ୍ତ୍ର ପିନ୍ଧନ୍ତୁ ଓ ମା ଲକ୍ଷ୍ମୀ ଙ୍କୁ ହଳଦିଆ ରଙ୍ଗ ର ଫଳ ଓ ପୁଷ୍ପ ଅର୍ପଣ କରନ୍ତୁ ଯାହା ଦ୍ବାରା ବହୁ ଶୁଭ ହୋଇଥାଏ ।


୪-ଗୁରୁବାର ଦିନ ହଳଦୀ ପାଣି ରେ ସ୍ନାନ କରନ୍ତୁ ଓ ସ୍ନାନ କରିବା ପରେ ଆଉ ଏକ ପତ୍ର ହଳଦୀ ପାଣି କରି କଦଳୀ ଗଛ ମୂଳ ରେ ଢାଲନ୍ତୁ ଯାହାଫଳ ରେ କି ଆପଣ ଙ୍କ ଧନ ର ଅଭାବ ରହିବ ନହିଁ ।

୫-ଗୁରୁବାର ଦିନ ଆପଣ ଉପବାଷ ରୁହନ୍ତୁ ଓ ଗୁରୁବାର ଦିନ ଭିକାରି ବା ଦରିଦ୍ର ଲୋକ ଙ୍କୁ ହଳଦିଆ ଜିନିଷ ରଙ୍ଗ ଜିନିଷ ଦିଅନ୍ତୁ । ଏହା କରିବା ଦ୍ବାରା ମା ଲକ୍ଷ୍ମୀ ଆପଣ ଙ୍କ ଘରେ ରହିଥାନ୍ତି ।


୬- ଗୁରୁବାର ଦିନ ତୁଳସୀ ଗଛ ରେ କଞ୍ଚା କ୍ଷୀର ଢାଲନ୍ତୁ ଓ ଭଗବାନ ଶିବ ଙ୍କୁ ହଳଦିଆ ରଙ୍ଗ ଫୁଲ ଅର୍ପଣ କରନ୍ତୁ ଯାହାଫଳ ରେ କି ଆପଣ ବୃହସ୍ପତି ଗ୍ରହ ମଜବୁତ ରହିଥାଏ ଓ ସମସ୍ତ ଖରାପ ପ୍ରଭାବ ଦୂର ହୋଇଥାଏ ।

୭- ଗୁରୁବାର ଦିନ ଓସ୍ତ ଗଛ ରେ ପାଣି ଦେଇ ତାକୁ ପୂଜା କରନ୍ତୁ , ଯାହାଫଳ ରେ କି ଆପଣ ଙ୍କ ମନସ୍କାମନା ପୁରାଣ ହୋଇଥାଏ ।

୮-କଦଳୀ ଗଛ ରେ ହଳଦୀ ପାଣି ଢଳିବା ଦ୍ବାରା ଆପଣ ଙ୍କ ବ୍ୟବସାୟ ହଉ ବା ଚାକିରି କ୍ଷେତ୍ର ରେ ଉନ୍ନତି ହୋଇଥାଏ । ଗୁରୁବାର ଦିନ କଦଳୀ ଗଛ ରେ ଯଦି ଆପଣ ମନ୍ତୁରା ବୁଟ ଓ ଗୁଡ କୁ ଅର୍ପଣ କରନ୍ତି ତାହେଲେ ଆପଣ ଙ୍କ ଜୀବନ ରେ ଦୁଖକଷ୍ଟ ଦୂର ହୋଇଜୀବ ।

୯- ଯଦି ଆପଣ କିଛି ନୂଆ କରି କାମ କରିବାକୁ ଯାଉଛନ୍ତି ତାହେଲେ ଆପଣ କଦଳୀ ମୂଳ ଗଛ ରେ ମିଶିରି ପାଣି ଢାଲନ୍ତୁ ଯାହାଫଳ ରେ କି ଆପଣ କାମ ଉନ୍ନତି ହୋଇବ ।

୧୦- ଯଦି ଆପଣ ଙ୍କ ଜୀବନ ରେ ସମସ୍ଯା ଦୂରୀକରଣ କରିବାକୁ ଚାହୁଁଛନ୍ତି ତାହେଲେ କଦଳୀ ଗଛ ମୂଳ ରେ ଦୁଇ ଟି ଗୋଟା ହଳଦୀ ରଖିଦିଅନ୍ତୁ ସମସ୍ଯା ଦୂର ହୋଇଜୀବ ।।

Please follow and like us:

Leave a Reply

Your email address will not be published. Required fields are marked *