ଭିଡିଓ ଦେଖନ୍ତୁ – ରାତି ଅଧରେ ଖୁସି ଖବର ଦେଲେ ଶୀବାନୀ (Shivani)

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ଏମିତି ବହୁ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ଶିଶୁ କଳାକାର ଭାବେ ପୂର୍ବ ରୁ ବେଶ ପରିଚିତ ଥିଲେ କିନ୍ତୁ ବର୍ତ୍ତମାନ ସମୟ ରେ ସେମାନେ ବଡ ହୋଇ ହିରୋଇନ ଭୂମିକା ରେ ଜବରଦସ୍ତ ଅଭିନୟ ଦେଖାଇ ବେଶ ଲୋକ ପ୍ରିୟତା ହାସଲ କରିପାରିଛନ୍ତି । ତାହେଲେ ଆଜି ଆମେ ସେହିଭଳି ଜଣେ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ,

ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହଉଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଲୋକ ପ୍ରିୟ ଅଭିନେତ୍ରୀ ଶିବାନୀ ସଙ୍ଗୀତା , ହଁ ବନ୍ଧୁ ଆପଣ ମାନେ ଶିବାନୀ ଙ୍କୁ ବହୁ ଫିଲ୍ମ ରେ ଅଭିନୟ କରିଥିବାର ନିଶ୍ଚୟ ଦେଖିଥିବେ , ସେ ବର୍ତ୍ତମାନ ସମୟ ରେ ସମସ୍ତ ଫିଲ୍ମ ରେ ମୁଖ୍ୟ ଅଭିନେତ୍ରୀ ଭାବେ ନଜର ଆସୁଛନ୍ତି । ସେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ସମସ୍ତ ସୁପର ଷ୍ଟାର ଙ୍କ ସହ ଅଭିନୟ କରିଛନ୍ତି ଯେମିତି କି ବାବୁଶାନ,ଅରିନ୍ଦମ,ଅନୁଭବ,ସ୍ଵରାଜ ଙ୍କ ଭଳି ଅଭିନେତା ମାନ ଙ୍କ ସହିତ ।

ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ବେଶ ଭାଇରାଲ ହବା ରେ ଲାଗିଛି ଯେ ଯେ ଶିବାନୀ ସୋସିଆଲ ମିଡ଼ିଆ ରେ ରାତି ରେ ଲାଇଭ ଆସିଥିଲେ ଓ ଦର୍ଶକ ମାନ ଙ୍କୁ ଧନ୍ଯବାଦ ମଧ୍ୟ ଜଣାଇଥିଲେ । ହଁ ବନ୍ଧୁ ଗତ କିଛି ଦିନ ତଳେ ତାଙ୍କ ଜନ୍ମ ଦିନ ହୋଇଥିଲା ମାନେ ରଥଯାତ୍ରା ଦିନ ତାଙ୍କ ଜନ୍ମ ଦିନ ଟି ପଡିଥିଲା । ତାଙ୍କ ଜନ୍ମ ଦିନ ରେ ଜନ୍ମଦିନ ର ଶୁଭେଚ୍ଛା ଶୁଭ କାମନା ଜଣାଇଥିବା ଦର୍ଶକ ମାନ ଙ୍କୁ ସେ ଲାଇଭ ଆସି ଧନ୍ଯବାଦ ଜଣାଇଥିଲେ ।।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Please follow and like us:

Leave a Reply

Your email address will not be published. Required fields are marked *