ହେ ଭଗବାନ, ଫୁଣି ସିରିଏଲ ଜଗତକୁ ଆସିଲା ଏକ ବଡ ଦୁଃ-ଖ ଖବର

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଏହି କରୋନା ମହାମାରୀ ସମୟ ରେ ବହୁ ଲୋକ ସଂକ୍ରମିତ ହୋଇ ମୃତ୍ଯୁ ବରଣ କରିଛନ୍ତି ଠିକସେହିଭଳି ଆମ ଅଭିନୟ ଜଗତ ବହୁ ଲୋକ ପ୍ରିୟ ଅଭିନେତ୍ରୀ ଓ ଅଭିନେତା, ଗାୟକ ଗାୟିକା ଭଳି ଅନେକ କଳାକାର ଅମ କୁ ଛାଡି ସବୁଦିନ ପାଇଁ ଛାଡି ଆର ପାରି କୁ ଚାଲିଯାଇଛନ୍ତି ।

ତାହେଲେ ବନ୍ଧୁଗଣ ଏହି 2 ବର୍ଷ ମଧ୍ୟ ରେ ଆମ ବହୁ ଲୋକ ପ୍ରିୟ ଅଭିନେତା ମୃତ୍ଯୁ ବରଣ କରିଛନ୍ତି । ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଆଉ ଏକ ଦୁଃଖ ର ଖବର ଆସିଛି ଯେ ବଲିଉଡ ଧାରାବାହିକ ର ଲୋକ ପ୍ରିୟ ଅଭିନେତ୍ରୀ କୋକିଲା ବେନ ଙ୍କ ଦେହ ଗୁରୁତର ହବା ରୁ ତାଙ୍କୁ ସଙ୍ଗେ ସଙ୍ଗେ ମେଡ଼ିକାଲ ରେ ଭର୍ତ୍ତି କରାଯାଇଛି । ହଁ ବନ୍ଧୁ ସେ ସାତ ନିଭାୟା ସାଥୀୟା ଧାରାବାହିକ ରେ ଅଭିନୟ କରୁଥିଲେ , ସେ ଏହି ଧାରାବାହିକ ରେ କୋକିଲା ବେନ ଚରିତ୍ର ରେ ଅଭିନୟ କରୁଥିଲେ ଓ ତାଙ୍କ ଜବରଦସ୍ତ ଅଭିନୟ ସମସ୍ତ ଙ୍କୁ ପସନ୍ଦ ଆସିଥିଲା ।


ବନ୍ଧୁଗଣ ଆପଣ ମାନ ଙ୍କ ମଧ୍ୟ ରୁ ବହୁତ କମ ଲୋକ ଏହି ଅଭିନେତ୍ରୀ ଙ୍କୁ ଜାଣିଥିବେ , କୋକିଲା ଙ୍କ ପ୍ରକୃତ ନାମ ହଉଛି ରୂପଲ ପଟେଲ , ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଆଉ ଏହି ଅଭିନେତ୍ରୀ ଙ୍କ ଅଭିନୟ ଆଉ ଦେଖିବାକୁ ମିଳୁନି କାରଣ ସେ ବର୍ତ୍ତମାନ ଗୁରୁତର ଅବସ୍ଥା ରେ ମେଡ଼ିକାଲ ରେ ଭର୍ତ୍ତି ହୋଇଛନ୍ତି ।।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Please follow and like us:
Pin Share

Leave a Reply

Your email address will not be published. Required fields are marked *