ଦେଖନ୍ତୁ ଭିଡିଓ – OAS ଅଫିସର ବୋଲି ମନରେ ନାହି ଟିକେ ଗର୍ବ, ବିଲରେ ଚାଷ କରି ଆଡିସିନାଲ ତହସିଲଡାର ସମାଜ ଆଗରେ ଉଦ୍ଧାହାରଣ ସାଜିଲେ

ବିଶେଷ ରାଜ୍ୟ

ଦର୍ଶକ ବନ୍ଧୁ ଆପଣ ମାନେ ସୋସିଆଲ ମିଡ଼ିଆ ରେ ଅନେକ ଭିଡିଓ ଦେଖୁଥିବେ ଓ ବହୁ ଘଟଣା ବିଷୟ ରେ ମଧ୍ୟ ଜାଣିଥାନ୍ତି । ତାହେଲେ ଆଜି ଆମେ ପାନ ଙ୍କୁ ଏମିତି ଏକ ଖବର ବିଷୟ ରେ ଜଣାଇବୁ ଯାହା ଆମ ଆମ ସମାଜ ପାଇଁ ଗର୍ବ ର ବିଷୟ କହିଲେ ଚଳିବ । ହଁ ବନ୍ଧୁ ଆମ ଦୁନିଆ ରେ ଏମିତି ବହୁତ ଲୋକ ଅଛନ୍ତି ଯେଉଁ ମାନେ ନିଜ ଚାକିରି କୁ ନେଇ କେବେହେଲେ ଗର୍ବ କରନ୍ତି ନହିଁ । ତାହେଲେ ସେହିଭଳି ଏକ ଭିଡିଓ ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ବେଶ ଭାଇରାଲ ହବା ରେ ଲାଗିଛି ଯେ ଜଣେ OAS ଅଫିସର ବା ଜଣେ ଆଡିସିନାଲ ତହସିଲଦାର ନିଜ ବିଲ ରେ ହଲ କରୁଛନ୍ତି ବଳଦ ମାଧ୍ୟମ ରେ ।

ହଁ ବନ୍ଧୁ ଆପଣ ମାନେ ନିଶ୍ଚୟ ଶୁଣିଥିବେ ଓ ଦେଖିଥିବେ ଯେ ଯେତେବେଳେ ପିଲା ଟା ପାଠ ପଢି ନାଥାନ୍ତି ତ ବାପା ମା ରାଗି ଯାଇ ଡରେଇ ବା ପାଇଁ କହିଥାଆନ୍ତି ଯେ ଯଦି ପାଠ ନ ପଢିବୁ ତାହେଲେ ବିଲ ରେ ଖଟିବୁ ବୋଲି , ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମ ଓଡ଼ିଶା ରେ ଅଧିକାଂଶ ପରିବାର ଲୋକ ହଉଛନ୍ତି ଚାଷୀ ଘର । କିନ୍ତୁ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଚାଷ କାମ ଧୀରେ ଧୀରେ କମିବା ରେ ଲାଗିଛି ।

ତାହେଲେ ଆଜି କାଲି ପିଲା ମାନେ ବଡ ସ୍ବପ୍ନ ଦେଖନ୍ତି ଯେ ବାବୁ ହେବେ ବୋଲି , ତାହେଲେ ବନ୍ଧୁଗଣ ଉପରେ ଦିଆଯାଇଥିବା ଫଟୋ ରେ ଯେଉଁ ବ୍ୟକ୍ତି ଚାଷ କରୁଛନ୍ତି ସେ ଜଣେ ବାବୁ , ସେ ହଉଛନ୍ତି ଜଣେ OAS ଅଫିସର ତାଙ୍କ ନାମ ହେଉଛି ଅଶୋକ ମୁଦୁଲି । ତାହେଲେ ମୁଦୁଲି ବାବୁ ଓଡ଼ିଶା ଆଡମିଷ୍ଟେଟିଭ ସର୍ଭିସ ରେ ଭର୍ତ୍ତି ହୋଇ ମାଲକାନଗିରି ଜିଲ୍ଲା ରେ ଚିତ୍ରକୋଣ୍ଡା ତହସିଲଦାର କାର୍ଯ୍ୟଳୟ ରେ ଆଡିସିନାଳ ତହସିଲଦାର ଭାବେ କାମ କରୁଛନ୍ତି ।

ବନ୍ଧୁଗଣ ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ କି ବାବୁ ହେଲା ପରେ ଚାଷ ଓ ନିଜ ଗାଁ ର ପରିବାର କୁ ଆସନ୍ତି ନହିଁ । କୋରାପୁଟ ଜିଲ୍ଲା ର ନନ୍ଦପୁର ବ୍ଲକ ର ରାଇଶିଙ୍ଗ ଗାଁ ରେ ଜନ୍ମ ଗ୍ରହଣ କରିଥିବା ଅଶୋକ ମୁଦୁଲି ଙ୍କ ପରିବାର ରେ ଗର୍ବ ବ୍ୟବସାୟ ହେଉଛି ଚାଷବାସ । ତାଙ୍କ ବାପା ଙ୍କ ନାମ ହଉଛି ବିଭୀଷଣ ମୁଦୁଲି , ତାହେଲେ ଅଶୋକ ଛୋଟବେଳୁ ବିଲ ରେ କାମ କରିବା ପାଇଁ ବହୁତ ଭଲ ପାଇଥାନ୍ତି ଓ ମୁଲିଆ ଙ୍କ ସହିତ କାଦୁଅ ରେ କାମ କରିଥାଆନ୍ତି ଓ ଏହା କରିବା ଦ୍ବାରା ତାଙ୍କୁ ଆନନ୍ଦ ମିଳିଥାଏ କାରଣ ଚାଷୀ ଘର ର ପିଲା । ତାହେଲେ ସେ OAS ଅଫିସର ୨୦୧୫ ମସିହା ରେ ପାଇବା ପରେ ସେ କାର୍ଯ୍ୟ କରୁଛନ୍ତି ଓ ସେ ଯେବେ ତାଙ୍କୁ ଛୁଟି ମିଳୁଛି ତ ସେହି ସମୟ ରେ ସେ ଆସି ବିଲ କାମ କରିଥାଆନ୍ତି ।।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *