2021 ବିବାହ କରିବାକୁ ଯାଉଛନ୍ତି ଏହି ସବୁ ହିରୋଇନ

ମନୋରଞ୍ଜନ

ଆପଣ ମାନେ ସମସ୍ତେ ଆମ ବଲିଉଡ ଓ ସାଉଥ ଫିଲ୍ମି ଜଗତର ସମସ୍ତ ଅଭିନେତା ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଜାଣିଥିବେ।ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ 2020 ବର୍ଷରେ କୋରୋନା ମହାମାରୀ ପାଇଁ ଏହି ସବୁ ଅଭିନେତା ଅଭିନେତ୍ରୀ ମାନେ ବହୁତ କ୍ଷତି ସହିଥିଲେ ଅନ୍ୟପକ୍ଷରେ ବଲିଉଡ ଓ ସାଉଥ ରକିଛି ଅଭିନେତା ଓ ଅଭିନେତ୍ରୀ ମାନେ ବିବାହ ବନ୍ଧନ ରେ ବାନ୍ଧି ହୋଇ ତାଙ୍କର ନୂଆ ଜୀବନ ଆରମ୍ଭ କରିଛନ୍ତି।ଆପଣ ମାନେ ଜାଣିଥିବେ ଏହି କଳାକାର ମାନେ କିଛି ନା କିଛି କାରଣ ପାଇଁ ସବୁବେଳେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ ରହିଥାନ୍ତି।

ଏକ ମିଡ଼ିଆ ରିପୋର୍ଟ ମୁତାବକ ଜଣା ପଡ଼ିଛି କି ନୂଆବର୍ଷ 2022 ରେ କେତକ ଷ୍ଟାର ମାନେ ବିବାହ କରିବାକୁ ଯାଉଛନ୍ତି।ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ଷ୍ଟାର ମାନଙ୍କ ବିଷୟରେ କହିବାକୁ ଯାଉଛୁ।ତାହାଲେ ବନ୍ଧୁଗଣ ଆସନ୍ତୁ ଡେରି ନ କରି ଜାଣିବା ସେହି ଷ୍ଟାର ମାନଙ୍କ ବିଷୟରେ।


ବନ୍ଧୁଗଣ ଆପଣ ମାନେ ଶୃତି ହସନ ଓ ମାଇକେଲ କୋର୍ସେଲ ଙ୍କୁ ନିଶ୍ଚୟ ଜାଣିଥିବେ ।ତେବେ ଆପଣ ମାନେ ଜାଣିଥିବେ ସୃତି ହେଉଛନ୍ତି ସାଉଥ ଫିଲ୍ମି ଜଗତର ଜଣେ ଫେମସ ଅଭିନେତ୍ରୀ ଓ ତାଙ୍କ ବୟଫ୍ରେଣ୍ଡ ମାଇକେଲ କୋର୍ସେଲ।ଏହି ଦୁଇଜଣ ଦୁଇ ବର୍ଷ ପର୍ଯ୍ୟନ୍ତ ଏମାନେ ପରସ୍ପରକୁ ଡେଟ କରିଥିଲେ।ତେବେ ଖବର ଆସୁଛି ଯେ ଏହି ଦୁଇଜଣ ଆଗାମୀ ନୂଆ ବର୍ଷ ରେ ବିବାହ କରିବେ।ତେବେ ବନ୍ଧୁଗଣ ଦେଖାଯାଉ ତାଙ୍କ ବିବାହ କେତେ ବାଟ ଯାଉଛି।

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଜଗତର ଫେମସ କଳାକାର ଟାଇଗର ଶ୍ରୋଫ ଓ ଦିଶା ପଟାନୀ ନିଶ୍ଚୟ ଜାଣିଥିବେ ତେବେ ଏହି ଦୁଇଜଣ ଦୀର୍ଘ 4 ବର୍ଷ ଧରି ପରସ୍ପରକୁ ଡେଟ କରୁଛନ୍ତି ତେବେ ବନ୍ଧୁଗଣ ଖବର ମିଳିଛି କି ଏହି ଦୁଇଜଣ ଆଗାମୀ ନୂଆ ବର୍ଷ ରେ ବିବାହ ବନ୍ଧନ ର୍ବ ବାନ୍ଧି ହେବାକୁ ଯାଉଛନ୍ତି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *