ଭିଡିଓ ଦେଖନ୍ତୁ – ସ୍ଵାମୀଙ୍କୁ ବଞ୍ଚେଇବା ପାଇଁ ସ୍ତ୍ରୀ ସରକାରଙ୍କ ପାଖରେ କରିଲା ଆକୁଳ ନିବେଦନ, ତାଙ୍କ ଜୀବନ ବଞ୍ଚେଇବା ନିଶ୍ଚୟ ଗୋଟିଏ ସେୟାର କରନ୍ତୁ

ରାଜ୍ୟ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଏକ ଦୁଃଖ ର ଖବର ଦେଖିବାକୁ ମିଳିଛି ଯେ ସ୍ବାମୀ ର ଚିକିତ୍ସା ପାଇଁ ସ୍ତ୍ରୀ ଗଣ ମାଧ୍ୟମ ମାନ ଙ୍କ ନିକଟ ରେ ଦର୍ଶକ ମାନ ଙ୍କୁ ସହାୟତା ମାଗିଛନ୍ତି । ହଁ ବନ୍ଧୁ ଯେତେବେଳ ବାପା ଘର ଛାଡି ଝିଅ ଟିଏ ବୋହୁ ବେଶ ରେ ନିଜ ଶାଶୁ ଘର କୁ ଆସିଥାଏ ଓ ଶାଶୁଘରେ ରହି ଶାଶୁ,ଶଶୁର ଓ ସ୍ବାମୀ ଙ୍କ ସେବା କରିଥାଏ । ବିବାହ ପରେ ସ୍ବାମୀ ତା ପାଇଁ ସବୁକିଛି , ତାହେଲେ ବନ୍ଧୁଗଣ ଆମେ ଯେଉଁ ଘଟଣା ବିଷୟ ରେ କହିବାକୁ ଯାଉଛୁ , ସେହି ଘଟଣା ଋ ସ୍ପଷ୍ଟ ଭାବେ ଜଣା ପଡି ଯାଉଛେ ଯେ ସ୍ତ୍ରୀ ସ୍ବାମୀ ପ୍ରତି କେତେ ଭଲ ପାଇବା ଅଛି ତାହା ଜଣା ପଡି ଯାଉଛି ।

ହଁ ବନ୍ଧୁ ଏମିତି ଏକ ଘଟଣା ଯେଉଁ ପରିବାର ମାତ୍ର ଗୋଟିଏ ବୋଲି ପୁଅ ଆଜି ଯିଏ ଦିନ ମଜୁରି କାମ କରି ପରିବାର ଙ୍କ ମୁହଁ ରେ ଆହାର ଦେଉଥିଲା , ଆଜି ସେହି ପୁଅ ଶର୍ଯ୍ୟା ରେ ସୋଇ ରହିଛି । ଯାହା ସୂଚନା ମିଳିଛି ଯେ ଏହି ଯୁବକ ଜଣକ ବିବାହ ର 5 ମାସ ପରେ ବ୍ଲଡ଼ କ୍ୟାଂଶର ହୋଇଛି ବୋଲି ଜଣା ପଡିଛି । ଖାଲି ସେତିକି ନୁହେଁ ବନ୍ଧୁ ଯୁବକ ଙ୍କ ଚିକିତ୍ସା କରିବା ପାଇଁ ମାତ୍ର ଆଉ 4 ଦିନ ରହିଲା କିନ୍ତୁ ଟଙ୍କା ଯୋଗାଡ଼ କରି ପରିନାହାଁନ୍ତି ପରିବାର ଲୋକେ । ସେଥିପାଇଁ ଯୁବକ ଜଣକ ମା କାନ୍ଦି କାନ୍ଦି ଅନୁରୋଧ କରି କହିଛନ୍ତି ଯେ ମୋ ପୁଅ କୁ ବଞ୍ଚାଇ ଦିଅ ଓ ଏପଟେ ସ୍ତ୍ରୀ ମଧ୍ୟ କହିଛି ଆପଣ ମାନେ ଆମକୁ କିଛି ଅର୍ଥ ସହଯୋଗ କରନ୍ତୁ ଯାହା ଫଳ ରେ ମୋ ସିନ୍ଦୁର ବଞ୍ଚିଯିବ ।

ହଁ ବନ୍ଧୁ ଏହି ଦୁଃଖ ଦେଲା ଭଳି ଖବର ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ର ଏନସି 9 ନମ୍ବର ୱାର୍ଡ ବରପଲି ଗ୍ରାମ ର ରବି ନାୟକ ଙ୍କ ପୁଅ ନବଗଣ ନାୟକ । ଏଥିପାଇଁ 8 ରୁ 10 ଲକ୍ଷ ଟଙ୍କା ଭିତରେ ଖର୍ଚ୍ଚ ହବ ବୋଲି ତାଙ୍କ ପତ୍ନୀ କହିଛନ୍ତି , ସେ ଆହୁରି କହିଛନ୍ତି ଯେ ଆଉ ମାତ୍ର 4 ଦିନ ପରେ ମୋ ସ୍ବାମୀ ଙ୍କ ଅପରେସେନ ହବ ସେଥିପାଇଁ ରାଜ୍ୟ ସରକାର ଓ ରାଜ୍ୟ ବାସୀ ଙ୍କୁ କିଛି ଅର୍ଥ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି । ଯଦି ଆପଣ ଯଦି କିଛି ଅର୍ଥ ଦେଇ ତାଙ୍କୁ ବଞ୍ଚେଇବାକୁ ଚାହୁଁଛନ୍ତି ତାହେଲେ ତଳେ ଦିଆଯାଇଥିବା ଆକାଉଣ୍ଟ ନମ୍ବର ବା ଗୁଗୁଲ ପେ ନମ୍ବର ରେ ସହାୟତା ହାତ ବଢାଇ ପାରିବେ –

ଆକାଉଣ୍ଟ ନମ୍ବର – 6749101003178
ଆଇଏଫଏସେସି -CNRB0006749
ଗୁଗୁଳି ପେ ନମ୍ବର – 8637224953

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *