Top 10 ଓଡିଆ ସେଲିବ୍ରେଟି ଯେଉଁ ମାନେ କରୋନାରେ ମୃତ୍ୟୁବରଣ କରିଛନ୍ତି

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଏହି କରୋନା ରେ ଆକ୍ରାନ୍ତ ଆମ ଓଡ଼ିଆ ଇଣ୍ଡଷ୍ଟ୍ରିର ବହୁ ଲୋକପ୍ରିୟ କଳାକାର ମାନେମୃତ୍ୟୁ ବରଣ କରିଛନ୍ତି । ତାହାଲେ ଆଜି ଆମ୍ ଏହି ପେଜ ରେ ଜାଣିବା ସେହି କଳାକାର ମାନ ଙ୍କ ବିଷୟ ରେ ଯେଉଁ ମାନେ କରୋନା ରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି । ତାହାଲେ ଆସନ୍ତୁ ଜାଣିବା

ବିଜୟ ମହାନ୍ତି – ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ତାଙ୍କର ସମସ୍ତ ବିଷୟ ରେ ଅବଗତ ଥିବେ , ତାହେଲେ ବନ୍ଧୁଗଣ ଗତ ବର୍ଷ ବିଜଯ ମହାନ୍ତି କରୋନା ରେ ଆକ୍ରାନ୍ତ ହୋଇ ଥିଲେ ଓ ତାଙ୍କର ମଧ୍ୟ ହୃଦଜନିତ ରୋଗ ଥିଲା । ସେ ମେଡ଼ିକାଲ ରେ ଚିକିତ୍ସାଧୀନ ଅବସ୍ଥା ରେ ମୃତ୍ଯୁ ବରଣ କରିଥିଲେ ।

ରବି ମିଶ୍ର – ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ରବି ମିଶ୍ର ଙ୍କୁ ନିଶ୍ଚୟ ଜାଣିଥିବେ ସେ ବହୁ ଗୁଡିଏ ଚଳଚିତ୍ର ଓ ଧାରାବାହିକ ରେ ଅଭିନୟ କରିଥିଲେ ଓ ସେ ହେ ପ୍ରଭୁ ଧାରାବାହିକ ରେ ଦର୍ଶକ ମାନ ଙ୍କୁ ନିଜ ଅଭିନୟ ମାଧ୍ୟମ ରେ ବେଶ ହସାଇଥିଲେ । ତାହେଲେ ସେ ଗତ ବର୍ଷ କରୋନା ରେ ସଂକ୍ରମିତ ହୋଇ ମୃତ୍ଯୁ ବରଣ କରିଥିଲେ ।

ଅଜିତ ଦାସ – ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଜାଣିଥିବେ ଅଜିତ ଦାସ ଙ୍କୁ ସେ ଜଣେ ବରିଷ୍ଠ ଅଭିନେତା । ସେ ପୁରୁଣା କାଳ ରୁ ହିରୋ ଭାବେ ଅଭିନୟ କରି ବର୍ତ୍ତମାନ ଯୁଗ ରେ ବାପା,ଜେଜେ ବାପା ଚରିତ୍ର ରେ ଅଭିନୟ କରୁଛନ୍ତି । ତାହେଲେ ଦର୍ଶକ ଗତ ବର୍ଷ ଅଜିତ ଦାସ କରୋନା ରେ ସଂକ୍ରମିତ ହୋଇ ମୃତ୍ଯୁ ବରଣ କରିଥିଲେ ଓ ମୃତ୍ଯୁ ବେଳ କୁ ତାଙ୍କୁ ମାତ୍ର ୮୦ ବର୍ଷ ବୟସ ହୋଇଥିଲା ।

ପ୍ରଦୀପ ମହାରଥୀ – ଦର୍ଶକ ବନ୍ଧୁ ଏହି ନାମ ଟି କୁ କିଏ ବା ନ ଜାଣେ ସେ ପିପିଲି ବିଧାୟକ ହୋଇଥିଲେ ମଧ୍ୟ ତାଙ୍କର କଥାଶୈଳୀ ପାଇଁ ସେ ସବୁଠି ପରିଚିତ ହୋଇଥିଲେ । କିନ୍ତୁ ସେ ମଧ୍ୟ ଗତ ବର୍ଷ କରୋନା ରେ ସଂକ୍ରମିତ ହୋଇ ମୃତ୍ଯୁ ବରଣ କରିଥିଲେ ।

ତପୁ ମିଶ୍ର – ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଗତ ଦୁଇ ଦିନ ତଳେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଲୋକ ପ୍ରିୟ ଗାୟିକା କରୋନା ରେ ସଂକ୍ରମିତ ହୋଇଥିଲେ ଓ ସଂକ୍ରମିତ ହବା ପରେ ସଙ୍ଗେ ସଙ୍ଗେ ଏକ ଘରୋଇ ହସ୍ପିଟାଲ ନିଆଯାଇଥିଲା ଓ ସେଠାରେ ସ୍ବାସ୍ଥ୍ୟ ଅବସ୍ଥା ସୁଧାର ନ ଆସିବା ରୁ ତାଙ୍କୁ ସମ ହସ୍ପିଟାଲ ନିଆଯାଇଥିଲା କିନ୍ତୁ ସେଠାରେ ତାଙ୍କୁ ଆହୁତି ଉତ୍ତମ ଚିକିତ୍ସା ପାଇଁ କୋଲକାତା,ଚେନ୍ନାଇ ନେବେ ବୋଲି ଯୋଜନା କରୁଥିବା ସମୟ ରେ ତପୁ ମିଶ୍ର ଚକିତ୍ସଧିନ ଅବସ୍ଥା ରେ ମୃତ୍ଯୁ ବରଣ କରିଛନ୍ତି ।


ଚରଣ ରାମ ଦାସ- ଦର୍ଶକ ବନ୍ଧୁ ଆମ୍ ଓଡ଼ିଶା ଲୋକ ପ୍ରିୟ ପ୍ରବଚକ୍ ଚରଣ ରାମ ଦାସ କରୋନା ରେ ସଂକ୍ରମିତ ହୋଇ ମୃତ୍ୟୁ ବରଣ କରିଛନ୍ତି ।

ଅଭିଷେକ ଦର୍ଶକ ବନ୍ଧୁ ମାୟା ଧାରାବାହିକ ର ଡ଼ାଇରେକ୍ଟର ଅଭିଷେକ କରୋନା ରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି ଓ ଏହି ଖବର ଟି ମାୟା ଧାରାବାହିକ ର ମୁଖ୍ୟ ଅଭିନେତା ନଗେଶ୍ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ଦର୍ଶକ ମାନ ଙ୍କୁ ଜଣାଇଛନ୍ତି ।।

Leave a Reply

Your email address will not be published. Required fields are marked *