ଏହି ସବୁ ଜିଲ୍ଲା ଗୁଡିକରେ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଲାଗି ରହିବ

ରାଜ୍ୟ

ଦର୍ଶକ ବନ୍ଧୁ ସାରା ରାଜ୍ୟ ରେ ଖସିବାରେ ଲାଗିଛି ପାରଦ ଓ ମୌଶୁମି ଜନିତ ବର୍ଷା ଲାଗି ରହିଥିବା ସମୟ ରେ ବର୍ତ୍ତମାନ ଦେଶ ର ୩ ଟି ସ୍ଥାନ ରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ଓ ଉତ୍ତର ପ୍ରଦେଶ ର ପୂର୍ବ ପଟୁ ଆରମ୍ଭ ହୋଇ ତାର ନିକଟବର୍ତ୍ତୀ ଅଞ୍ଚଳ ର ସମୁଦ୍ର ପତନ ଠାରୁ ୩.୧ କିଲୋ ମିଟର ଉପର କୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ଯାହାଫଳ ରେ ଲଗାଣ ବର୍ଷା ହେଉଛି ବୋଲି ପାଣି ପାଗ କେନ୍ଦ୍ର ପକ୍ଷ ରୁ ସୂଚନା ମିଳିଛି ।

ତାହେଲେ ଏହା ର ପ୍ରଭାବ ରେ ରାଜ୍ୟ ରେ ପ୍ରାୟ ସମସ୍ତ ଜିଲ୍ଲା ରେ ବର୍ଷା ହବା ର ସମ୍ଭାବନା ଥିବା ବେଳେ ଆଜି ୧୦ ଜିଲ୍ଲା ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହବା ର ସମ୍ଭାବନା ରହିଛି ଜିଲ୍ଲା ଗୁଡିକ ମଧ୍ୟ ରେ ସୁନ୍ଦରଗଡ,ଦେବଗଡ,ସମ୍ବଲପୁର,ଝାରସୁଗଡା ,ଅନୁଗଳ,କେନ୍ଦୁଝର ,ମୟୂରଭଞ୍ଜ , ବାଲେଶ୍ବର ଓ ବୌଦ୍ଧ ରହିଛି ଓ ଏହି ଜିଲ୍ଲା ଗୁଡିକୁ ହଳଦିଆ ଚେତାବନୀ ଜାରି କରାଯାଇଛି । ଗୁରୁବାର ଦିନ ପାଣିପାଗ କେନ୍ଦ୍ର ସୂଚନା ଦବା ଫଳ ରେ ସମସ୍ତ ଜିଲ୍ଲାପାଳ ଙ୍କୁ ସତର୍କ କରାଇଛି ଏସେଆରସି ।

ଆଭ୍ୟନ୍ତରୀଣ ଓଡ଼ିଶା ରେ ଥିବା ସମସ୍ତ ଜିଲ୍ଲା ଗୁଡିକ ରେ ଅଧିକ ବର୍ଷା ହବା ର ସମ୍ଭାବନା ରହିଛି ତେଣୁ ଜିଲ୍ଲା ରେ ପାହାଡୀ ଅଞ୍ଚଳ ରୁ ପଥର ଖସିବା ର ସମ୍ଭାବନା ରହିଛି । ତଳିଆ ଅଞ୍ଚଳ ରେ ଜଳବନ୍ଦୀ ର ସମସ୍ୟା ଦେଖିବାକୁ ମିଳିବ ଓ ଆବଶ୍ୟକ ସ୍ଥଳ ଉଚିତ ପଦକ୍ଷପ ନବା ପାଇଁ ଜିଲ୍ଲାପାଳ ମାନ ଙ୍କୁ ଚିଠି ଲେଖିଛି ଏସେଆରସି । ସେହିଭଳି ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀ ମାନ ଙ୍କୁ ସମୁଦ୍ର କୁ ନ ଯିବା ପାଇଁ ପରାମର୍ଶ ଦିଅଯାଇଛି । ବର୍ତ୍ତମାନ ରାଜ୍ୟ ରେ ଦକ୍ଷିଣ ଓ ପଶିମ ମୌଶୁମି ବାୟୁ ପ୍ରଭାବ ଜାରି ରହିଛି ଓ ଏହାର ପ୍ରଭାବ ରେ ଉତ୍ତର ଓ ଦକ୍ଷିଣ ଓଡ଼ିଶା ରେ ବର୍ଷା ଜାରି ରହିଛି ।।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Please follow and like us:

Leave a Reply

Your email address will not be published. Required fields are marked *