ଭିଡିଓ ଦେଖିଲେ ଆଖିରୁ ଲୁହ ଆସିଯିବ, ବାପା ଚାଲିଗଲେ, ମାଆ ବି ଆଖି ବୁଜିଲେ, ଏବେ ଏକା ବୁଲୁଛି ୧୦ବର୍ଷ ର ଝିଅ

ରାଜ୍ୟ

ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ଏକ ନିରୀହ ,ନିଷ୍ପାପ ଜଣେ ଝିଅ ବିଷୟ ରେ , ହଁ ବନ୍ଧୁ ଝିଅ ଟି ଦୁଃଖ ଖବର ବିଷୟ ର ଜାଣିଲେ ଆପଣ ମାନେ ନିଶ୍ଚୟ ଦୁଃଖ କରିବେ । ହଁ ବନ୍ଧୁ ଝିଅ ଟି ର ନା ଅଛି ବାପା ନା ଅଛି ମା ,ଦୁହେଁ ନିଜ ଝିଅ ଛାଡି ଚାଲିଯାଇଛନ୍ତି ଆର ପାରି କୁ । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗୋଟେ ପୁଅ ହଉ ବା ଝିଅ ଏହି ଦୁହିଁ ଙ୍କୁ ବେଶ ନିଜର ବାପା ମା ବେଶ ବଡ କରିଥାଆନ୍ତି ଲାଳନ ପାଳନ କରିକି ।

କିନ୍ତୁ ଏହି ଝିଅ ଭାଗ୍ଯ ରେ ତାହା ନହିଁ କାରଣ ସେ ଯେବେ ଛୋଟ ପିଲା ଥିଲା ତ ମା ଚାଲିଗଲା ଓ ବର୍ତ୍ତମାନ ସମୟ ରେ ଯେତେବେଳେ ଝିଅ କୁ ୧୦ ବର୍ଷ ବୟସ ହେଲା ତ ବାପା ଚାଲିଗଲା ଓ ଏକଲା ହୋଇଗଲା ଝିଅ ବର୍ତ୍ତମାନ ସମୟ ରେ ସେ ତା ମାଉଷୀ ଘରେ ରହୁଛି କିନ୍ତୁ କେତେଦିନ ଯାଏ ରହିବ , ସେଥିପାଇଁ ସେ ଗଣମାଧ୍ୟମ ମାନ ଙ୍କ ଆଗରେ ସରକାର ଙ୍କୁ ହାତ ଯୋଡି ଅନୁରୋଧ କରିଛନ୍ତି ତାଙ୍କୁ କିଛି ସହାୟ କରିବା ପାଇଁ । ଖାଲି ସେତିକି ନୁହେଁ ସେ ସରକାର ଙ୍କୁ ମଧ୍ୟ କହିଛନ୍ତି ଯେ ସେ ପଢିବାକୁ ଚାହୁଁଛନ୍ତି ବୋଲି ।

ହଁ ବନ୍ଧୁ ସେ ଆଜି ଖେଳୁଛି ବୁଲୁଛି ସତ କିନ୍ତୁ ସନ୍ଧ୍ୟା ହବା ମାତ୍ର କେ ନିଜ ବାପା ମା ଙ୍କୁ ମନେ ପକାଇ ଗୁମୁରି ଗୁମୁରି କାନ୍ଦୁଛି । ହଁ ବନ୍ଧୁ କାନ୍ଦିବନି କେମିତି ଛୋଟ ବେଳୁ ନିଜ ବାପା ମା ଙ୍କ ସହ ଖୁସି ରେ ବଢୁଥିବା ସମୟ ରେ ବାପା,ମା ଛାଡି ଚାଲିଗଲେ ଆର ପାରି କୁ । ସେହି କଥା କୁ ମନେ ପକାଇ କାନ୍ଦୁଛି ଏହି ଝିଅ ଟି । ହଁ ବନ୍ଧୁ ଏହି ଛୋଟ ପିଲାଟି ଜୀବନ ବୋଲି କଣ ଜାଣିନି ଓ ଆଗକୁ କେମିତି ପରିସ୍ଥିତି କୁ ଏକଲା ସମ୍ଭାଳିବ ତାହା ମଧ୍ୟ ଚିନ୍ତା ବଢାଉଛି ।

ହଁ ବନ୍ଧୁ ବାପା ମା ତାକୁ ବହୁତ ଗେଲା ରେ ପାଳି ନିଜ କୁଡିଆ ରେ ତାକୁ ରାଣୀ କରି ରଖିଥିଲେ ଓ ତାର ନାମ ମଧ୍ୟ ଦେଇଥିଲେ ପୂଜା ରାଣୀ । ତାହେଲେ ବନ୍ଧୁ ଏହି ଘଟଣା ଟି ହଉଛି କଟକ ଜିଲ୍ଲା ନରସିଂପୁର ବ୍ଲକ ବାଲିଝରି ଗ୍ରାମ ର । ଝିଅ ର ନାମ ହଉଛି ପୂଜାରାଣୀ ଯାହାର ବୟସ ମାତ୍ର ୧୦ ବର୍ଷ , ବାପା ଗୋଲଖ ପ୍ରତ୍ୟାହରି ରୋଗ ରେ ପୀଡ଼ିତ ହୋଇ ଗତ ୪ ମାସ ତଳେ ମୃତ୍ଯୁ ବରଂ କରିଥିଲେ ,ଓ ତାଙ୍କ ପତ୍ନୀ ମଧ୍ୟ ତାଙ୍କୁ ଝୁରି ଝୁରି ରୋଗ ରେ ପଡି ମୃତ୍ଯୁ ବରଣ କରିଥିଲେ । ଏକଲା ହୋଇଯାଇଛି ପୂଜାରାଣୀ ।


ପ୍ରଶାସନ ପାଖ କୁ ଗାଁ ଲୋକେ ପୂଜାରାଣୀ ର ସହାୟ କରିବା ପାଇଁ ବାରମ୍ବାର ଯାଇଥିଲେ ମଧ୍ୟ କିଛି ଫଳ ମିଳୁ ନଥିଲା ବାରମ୍ବାର ପ୍ରତିଶୃତି ଦେଇ ମଧ୍ୟ ତାହା ପାଳନ କରି ନଥିଲେ ପ୍ରଶାସନ ।।

Leave a Reply

Your email address will not be published. Required fields are marked *