ଯଦି ପୁଜା କରିବା ସମୟରେ ଆଖିରୁ ଲୁହ ଆସେ ,ହାଇ ଆସେ ତାହେଲେ ଏହାର ଅର୍ଥ କଣ, ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଜୀବନଚର୍ଯ୍ୟା

ଦର୍ଶକ ବନ୍ଧୁ ଆପଣ ମାନେ ପୂଜା କରୁଥିବା ସମୟ ରେ କଣ ଆଖିରୁ ଲୁହ ବାହାରୁଥାଏ ଯଦି ବାହାରେ ତାହେଲେ ଜାଣନ୍ତୁ କାରଣ କଣ ।
ବନ୍ଧୁଗଣ ବିଭିନ୍ନ ପୂରଣ ଗ୍ରନ୍ଥ ଅନୁଯାୟୀ ଏହି ବ୍ରହ୍ମାଣ୍ଡ ସର୍ବ ପ୍ରଥମେ ଖାଲି ଥିଲା ଓ ସବୁ ଆଡେ ଅନ୍ଧକାର ଥିଲା ଏହା ପରେ ଏକ ଅଦୃଶ୍ଯ ଶକ୍ତି ଲିଙ୍ଗ ତେ ପ୍ରକଟ ହେଲା ଓ ଯାହାଦ୍ବାରା ଏହି ବ୍ରହ୍ମାଣ୍ଡ ସମ୍ପୂର୍ଣ୍ଣ ଉର୍ଜ୍ଜ୍ୱା ରେ ଭରିଗଲା । ଧୀରେ ପାଣି,ବାୟୁ,ଧାତୁ ଭଳି ଅନେକ ଜିନିଷ ନିର୍ମାଣ ହେଲା । ସେଥିପାଇଁ ଶିବ ହିଁ ଶାନ୍ତି ଶିବ ହିଁ ଅନନ୍ତ ଅଟନ୍ତି । ତାହେଲେ ବନ୍ଧୁଗଣ ଯେତେବେଳେ ଆପଣ ଠାକୁର ଙ୍କୁ ପୂଜା କରିବାକୁ ଯାଉଛନ୍ତି ତ ଆପଣ ଙ୍କ ଆତ୍ମା ଭଗବାନ ଙ୍କ ସହ ସଂଯୋଗ ହୋଇଥାଏ ।

ସେହି ସଂଯୋଗ ର ସମ୍ପର୍କ କୁ ଭଗବାନ ଏକ ସଙ୍କେତ ଜଣାଇଥାଆନ୍ତି , ହଁ ବନ୍ଧୁ ମାତ୍ର ସାଧାରଣ ସଙ୍କେତ ଜଣାଇଥାଆନ୍ତି କିନ୍ତୁ ମଣିଷ ତାହା ଜାଣି ପାରେନାହିଁ । ଖାଲି ସେତିକି ନୁହଁ ଯେତେବେଳେ ଗୋଟେ ପିଲା ପାଠ ପଢିବା ମା ସରସ୍ବତୀ ଙ୍କୁ ଆହ୍ବାନ କରିଥାଏ ତ ତାର କିଛି ସମୟ ପରେ ସୋଇ ପଡିଥାଏ , ତାହେଲେ ଜାଣନ୍ତୁ ସେହି ପିଲା ଉପରେ ଭଗବାନ ଙ୍କ ଆଶୀର୍ବାଦ ରହିଛି ।

ତାହେଲେ ବନ୍ଧୁଗଣ ଆଜି ଆମେ ସେହି ସଂକେତ ବିଷୟ ରେ ଜାଣିବା ଯାହା ଭଗବାନ ଆପଣ ଙ୍କୁ ଏକ ସଙ୍କେତ ମାଧ୍ୟମ ରେ କହିଥାଆନ୍ତି । ଆସନ୍ତୁ ଜାଣିବା ତାହେଲେ ବନ୍ଧୁଗଣ ଯଦି ଆପଣ ମାନେ ପୂଜା କରୁଥିବା ସମୟ ରେ ଆଖି ରେ ଲୁହ ଆସିଥାଏ ତାହେଲେ ଜାଣନ୍ତୁ ଯେ ଭଗବାନ ଙ୍କ ସହିତ ଆପଣ ଙ୍କ ଆତ୍ମା ର ସଂଯୋଗ ହୋଇ ଯାଇଛି ଓ ଆପଣ ଏହି ସମୟ ରେ ନିଜର ଦୁଃ ଖ କଥା ନିଶ୍ଚୟ ଜଣାନ୍ତୁ ଭଗବାନ ଙ୍କୁ ନିଜ ମନ ରେ କହିକି । ଆପଣ ମାନେ ଦେଖିବେ ସେହି ଦୁଃଖ ଆପଣ ଙ୍କ ଠାରୁ ଦୂରେଇ ଯିବ । ସବୁଠୁ ବଡ କଥା ହେଲା ଭଗବାନ ଙ୍କ ବିଶ୍ଵାସଃ କର ।

ଦ୍ଵିତୟ କଥା ଟି ହେଲା ଯେ ଯଦି ଆପଣ ମାନେ ଭଗବାନ ଙ୍କ ନିକଟ ରେ ଦ୍ବୀପ ଓ ଆଳତି ର ଜ୍ୟୋତି ବଢିଥାଏ ତାହେଲେ ଏହା ଈଶ୍ବରୀୟ ସଙ୍କେତ ଅଟେ । ସେ ଆପଣ ଙ୍କ ପୂଜା ଓ ଭକ୍ତି ରେ ସନ୍ତୁଷ୍ଠ ଅଟନ୍ତି ଓ ଏହି ସମୟ ରେ ଆପଣ ମାନେ ନିଜ ନିଜ ମନ ର କାମନା ଜଣାନ୍ତୁ ।
ତୃତୀୟ – ଯଦି ଆପଣ ମାନେ ପୂଜା କରୁଥିବା ସମୟ ରେ ଭଗବାନ ଙ୍କ ନିକଟ ରେ ଧୂପ କାଠି ଲଗାନ୍ତି , ତାହେଲେ ସେ ଧୂପ କାଠି ର ଧୂଆଁ ଯଦି ଭଗବାନ ଙ୍କ ନିକଟ କୁ ଯାଇଥାଏ ତାହେଲେ ଜାଣନ୍ତୁ ଭଗବାନ ଆପଣ ଙ୍କ ଉପରେ ସନ୍ତୁଷ୍ଠ ହୋଇଥାନ୍ତି ।

ଯଦି ଆପଣ ପୂଜା କରୁଥିବା ସମୟ ରେ ଦୁଆରେ ଗାଈ ପହଞ୍ଚିଥାଏ ତାହେଲେ ତାକୁ ପୂଜା କରି ଖାଇବାକୁ ଦିଅନ୍ତୁ ଆପଣ ଙ୍କ ମଙ୍ଗଳ ହବ ॥ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Please follow and like us:
Pin Share

Leave a Reply

Your email address will not be published. Required fields are marked *