ଭିଡିଓ ଦେଖନ୍ତୁ – ସାବିତ୍ରୀ ରେ ବସ୍ତିକୁ ଯାଇ ରାନୀ ପଣ୍ଡା (Rani Panda) ଓ ସୁର ରାଉତରାୟ ମହିଳା ମାନଙ୍କୁ ଗିପ୍ଟ ଦେଲେ

ରାଜ୍ୟ

ଦର୍ଶକ ବନ୍ଧୁ ପୁଣି ଥରେ ଚର୍ଚ୍ଚା ରେ ଅଛନ୍ତି ଆମ ଜଣେ ଲୋକ ପ୍ରିୟ ଅଭିନେତ୍ରୀ , ହଁ ବନ୍ଧୁ ସେ ଅଭିନେତ୍ରୀ ଜଣକ ହଉଛନ୍ତି ଆମ ଓଡିଆ ଚଳଚିତ୍ର ଓ ଓଡିଆ ଯାତ୍ରା ଜଗତ ର ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡା । ହଁ ବନ୍ଧୁ ବର୍ତ୍ତମାନ ସମୟ ରେ ତାଙ୍କର ଏକ ଭିଡିଓ ବେଶ ଭାଇରାଲ ହବା ରେ ଲାଗିଛି ସୋସିଆଲ ମିଡ଼ିଆ ରେ ଓ ଏହି ଭିଡିଓ ରେ ରାଣୀ ପଣ୍ଡା ଙ୍କ ସହିତ ଆଉ ଜଣେ ଜଣା ଶୁଣା ଲୋକ ପ୍ରିୟ ନେତା ମଧ୍ୟ ଉପସ୍ଥିତ ଅଛନ୍ତି । ତାହେଲେ ଆସନ୍ତୁ ଜାଣିବା ରାଣୀ ପଣ୍ଡା ଙ୍କ କେଉଁ ଭିଡିଓ ଭାଇରାଲ ହୋଇଛି ଓ ତାଙ୍କ ସହିତ କେଉଁ ନେତା ଅଛନ୍ତି , ସମସ୍ତ ବିଷୟ ରେ ଜାଣିବା ।

ବନ୍ଧୁଗଣ ଏହି ସାବିତ୍ରୀ ବ୍ରତ ଉପଲକ୍ଷେ ରାଣୀ ପଣ୍ଡା ଗରିବ ମହିଳା ମାନ ଙ୍କ ପାଇଁ ବଡ କାମ କରିଛନ୍ତି , ହଁ ବନ୍ଧୁ ସାବିତ୍ରୀ ବ୍ରତ ଦିନ ବହୁ ଗରିବ ମହିଳା ମାନ ଙ୍କ ପାଖ ରେ ଅର୍ଥ ଅଭାବ ରୁ ସେ ଭଲ ଶାଢୀ ଓ ଭଲ ପନିପରିବା କିଣି ପରି ନାହାଁନ୍ତି ଓ ସେମାନ ଙ୍କୁ ସହାୟ କରିବା ପାଇଁ ପହଞ୍ଚି ଥିଲା ଆମ ପ୍ରିୟ ଅଭିନେତ୍ରୀ ରାଣୀ ପଣ୍ଡା ଓ ତାଙ୍କ ସହିତ ଥିଲେ ଆମ ମାନ ଙ୍କ ର ଲୋକ ପ୍ରିୟ ବିଧାୟକ ସୁର ଭାଇ ।

ସେମାନେ ବହୁ ଗରିବ ମହିଳା ମାନ ଙ୍କୁ ଭଲ ଶାଢୀ ଦେଇଥିଲେ ଓ ପୂଜା ପାଇଁ ବହୁ ଗୁଡିଏ ଫଳ ମଧ୍ୟ ଦେଇଥିଲେ । ଏହି ଜିନିଷ ଗରିବ ମହିଳା ମାନ ଙ୍କୁ ଦେଇ ତାଙ୍କ ମୁହଁ ରେ ହସ ଫୁଟାଇ ପାରିଛନ୍ତି ରାଣୀ ପଣ୍ଡା ଓ ଏହି କାର୍ଯ୍ୟ ରେ ସୁର ଭାଇ ଅଂଶ ଗ୍ରହଣ କରିଥିଲେ । ସୁର ଭାଇ ଗଣ ମାଧ୍ୟମ ମାନ ଙ୍କ ଆଗରେ କହିଥିଲେ ଯେ ରାଣୀ ପଣ୍ଡା ଙ୍କ ଏହି ଭଳି କାର୍ଯ୍ୟ ବେଶ ପ୍ରଶଂସୀୟ ଅଟେ ।


ତାହେଲେ ଦର୍ଶକ ବନ୍ଧୁ ସବୁଠୁ ବଡ କଥା ହେଲା ଯେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରି ନାହାଁନ୍ତି କିନ୍ତୁ ସେ ବିବାହିତ ମହିଳା ମାନ ଙ୍କ ମନ ଦୁଃଖ କୁ ଜାଣି ପରି ତାଙ୍କୁ ସହାୟ କରି ତାଙ୍କ ମୁହଁ ରେ ହସ ଫୁଟାଇ ପାରିଛନ୍ତି ରାଣୀ ପଣ୍ଡା । ତାଙ୍କର ଏହି କାର୍ଯ୍ୟ ପାଇଁ ସେ ବହୁ ଲୋକ ପ୍ରିୟ ମଧ୍ୟ ହୋଇପାରିଛନ୍ତି ।। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Please follow and like us:
Pin Share

Leave a Reply

Your email address will not be published. Required fields are marked *