ଭିଡିଓ ଦେଖନ୍ତୁ – ପେନସନ ମାସକୁ ୨୫୦୦୦ ହେଲେ ଠିକଣା ଫୁଟଫାତ

VIRAL ରାଜ୍ୟ

ଆଜି ଆମେ ଏମିତି ଏକ ବିଷୟ ରେ ଜାଣିବା ଯାହା ଆପଣ ମାନେ ଶୁଣିଲେ ଆପଣ ଙ୍କ ମନ୍ ରେ ନିଶ୍ଚୟ ସନ୍ଧେହ ସୃଷ୍ଟି ହବ ଓ ଆପଣ ଏହାର କାରଣ କଣ ବୋଲି ନିଶ୍ଚୟ ଭାବିବେ । ହଁ ବନ୍ଧୁ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏକ ଭିଡିଓ ବେଶ୍ ଭାଇରଲା ହବା ରେ ଲାଗିଛି ଓ ଏହି ଭିଡିଓ ରେ ଜଣେ ବୁଢୀ ମାଉସୀ ତାର ପୁଅ କୁ ଧରି ଦାଣ୍ଡ ମଝିରେ ରହୁଛି । ତାହେଲେ ବନ୍ଧୁଗଣ ସବୁଠୁ ବଡ କଥା ହେଲା ଯେ ଏହି ବୁଢୀ ମାଉସୀ ମାସ କୁ ୨୫୦୦୦ ପେନସନ ମିଳୁଛି କିନ୍ତୁ ସେ ଫୁତଫାତ୍ ଅଞ୍ଚଳ ରେ ରହୁଛନ୍ତି ତାଙ୍କର ପୁଅ ଜଣେ ଯବାନ ଓ ସ୍ବାମୀ ମଧ୍ୟ ଜଣେ ଯବାନ ଥିଲେ । ତାଙ୍କ ସ୍ବାମୀ ମୃତ୍ୟୁ ହବା ପରେ ବୁଢୀ ମାଉସୀ ମାସ କୁ ମାସ ୨୫୦୦୦ ପାଉଛନ୍ତି ଯାହା ଫଳରେ ସେ ଘର୍ ଭଡ଼ା ରେ ମଧ୍ୟ ରହି ପାରିବେ କିନ୍ତୁ ବୁଢୀ ମାଉସୀ ଜଣକ ଖୋଲା ଏରିଆ ରେ ରହୁଛନ୍ତି ।

ତାହେଲେ ଦର୍ଶକ ବନ୍ଧୁ ଏହି ଭିଡିଓ ରୁ ଯାହା ସୂଚନା ମିଳିଛି ଯେ ବୁଢ଼ୀ ମାଉସୀ ଙ୍କ ପାଖ ରେ ଥିବା ପୁଅ ଟି ରିପୋର୍ଟର ଙ୍କୁ କହିଥିଲା ଯେ ମୋ ମା ଯେଉଁ ପେନସନ ମିଳୁଛି ତାହା ଆସି ମୋ ସାନ ଭାଇ ନେଇ ଯାଉଛି ଓ ଏହି କଥା ଟି କୁ ଜାଣିବା ପରେ ବୁଢ଼ୀ ମାଉସୀ କୁ ରିପୋର୍ଟର ଏହି କଥା ଟି ପଚାରିଥିଲେ କିନ୍ତୁ ବୁଢ଼ୀ ମାଉସୀ ତାର ଉତ୍ତର ରେ କିଛି ନ କହି ଖାଲି ବାରମ୍ବାର କହୁଛି ଯେ ମୁଁ କାଲି ପଳେଇବି ମୁ କାଲି ପଳେଇବି ଆଉ କିଛି କହିଲେନି ପୁଣି ସେଠାରେ ଉପସ୍ଥିତ ଥିବା ଜଣେ ସାମାଜିକ କର୍ମଚାରୀ ତାଙ୍କୁ କହିଥିଲେ ମାଉସି ଆପଣ ଚାଲନ୍ତୁ ମୁ ଆପଣ ଙ୍କୁ ବୁଦ୍ଧାଶ୍ରମ୍ ଛାଡ଼ିଦେବି ଯଦି ନଯିବ ତାହେଲେ ବାହାରେ କଣ ପାଇଁ ରହୁଛ କିଛି ଅସୁବିଧା ଯଦି ହୋଇଛି କୁହ ଆମ୍ କୁ ଆମେ ତାର ସମାଧାନ କରିବୁ କିନ୍ତୁ ଏହି ପ୍ରଶ୍ନ ର ମଧ୍ୟ ସେ ସେହି ଗୋଟିଏ ଉତ୍ତର ଦେଇଥିଲେ ଯେ ଆମେ କାଲି ପଳେଇବୁ ଏହି ଭଳି କହିଥିଲେ ଓ କିଛି ଅସୁବିଧା ବିଷୟ ରେ କିଛି କହି ନଥିଲେ ।

ହଁ ବନ୍ଧୁ ତାଙ୍କ ବଡ ପୁଅ ଡାକୁଥିଲେ ଯେ ମା ଆସେ ମୋ ପାଖ ରେ ରହିବୁ କିନ୍ତୁ ବୁଢ଼ୀ ମାଉସୀ ଜଣକ ଗଲେ ନାହିଁ ଖାଲି ସେତିକି ନୁହେଁ ବନ୍ଧୁ ସେଠାରେ ଥିବା ସ୍ଥାନୀୟ ଲୋକ ମାନେ ମଧ୍ୟ ସେ ବୁଢ଼ୀ ମାଉସୀ କୁ କହିଥିଲେ ଯେ ମାଉସି ଆସନ୍ତୁ ଆପଣ ଙ୍କ ପାଇଁ ଘର୍ ବୁଝିଦେବି ଆଉ ଆପଣ ସେଠାରେ ରହିବେ କିନ୍ତୁ ତାର ଉତ୍ତର ବୁଢ଼ୀ ମାଉସୀ ଜଣକ ଉତ୍ତର ଦେଇଥିଲେ ଯେ ମୁ କାଲି ପଳେଇବି ଏହି କଥା ଟି ପୁଣି ଥରେ କହିଥିଲେ । ତାହେଲେ ଦର୍ଶକ ବନ୍ଧୁ ଏହି ବୁଢ଼ୀ ମାଉସୀ କଣ ପାଇଁ ବାହାରେ ରହୁଛନ୍ତି କଣ ସତ୍ ରେ ତାଙ୍କ ସାନପୁଅ ତାଙ୍କ ଠାରୁ ପଇସା ଛଡାଇକି ନେଇଯାଉଛି ନା ଆଉ କଣ ରହିଛି ଅସୁବିଧା କିଛି ବି ଜଣା ପଡୁନି କାରଣ ବୁଢ଼ୀ ମାଉସୀ ଜଣକ କିଛି ବି କହୁ ନାହାଁନ୍ତି ।।

Please follow and like us:

Leave a Reply

Your email address will not be published. Required fields are marked *